ଲିଭ-ଇନ୍ ପାର୍ଟନର ସହିତ ସହମତି ଦ୍ୱାରା ଶାରୀରିକ ସମ୍ବନ୍ଧ ବଳାତ୍କାର ନୁହେଁ: ସୁପ୍ରିମକୋର୍ଟ

Spread the love

ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ଲିଭ-ଇନ୍ ପାର୍ଟନରଙ୍କ ମଧ୍ୟରେ ସହମତି ଦ୍ୱାରା ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ । ଯଦି ବ୍ୟକ୍ତି ତା’ର ନିୟନ୍ତ୍ରଣ ବାହାରର ପରିସ୍ଥିତି କାରଣରୁ ମହିଳା ସହିତ ବିବାହ କରି ପାରି ନ ଥାଏ ତ ଏହି ପରି ମାମଲାକୁ ପରଖିବା ଦରକାର ହୋଇ ଥାଏ ।

ଶୀର୍ଷ ଅଦାଲତ ମହାରାଷ୍ଟ୍ରର ଏକ ନର୍ସ ଦ୍ୱାରା ଜଣେ ଡାକ୍ତରଙ୍କ ବିରୋଧରେ ଦର୍ଜ କରାଯାଇଥିବା ପ୍ରାଥମିକକୁ ଖାରଜ କରି ଏହି କଥା କହିଛି ।  ଦୁହେଁ କିଛି ଦିନ ପାଇଁ ଲିଭ-ଇନ୍ ପାର୍ଟନର ଥିଲେ । ନ୍ୟାୟମୂର୍ତ୍ତି ଏସ୍.ଅବଦୁଲ ନଜୀରଙ୍କର ପୀଠ ନିକଟରେ ଦିଆଯାଇଥିବା ଏକ ନିଷ୍ପତ୍ତିରେ କହିଛନ୍ତି କି ବଳାତ୍କାର ଓ ସହମତି ଦ୍ୱାରା ବନାଯାଇ ଥିବା ଯୌନ ସମ୍ବନ୍ଧ ଭିତରେ ସ୍ପଷ୍ଟ ଅନ୍ତର ରହିଛି । ଏହି ପ୍ରକାରର ମାମଲା କୁ ଅଦାଲତ ପୁରା ସତର୍କତା ସହିତ ପରଖିବା ଦରକାର ଯେ କଣ ଅଭିଯୋଗକାରିଣୀ ବାସ୍ତବରେ ପିଡୀତ ସହିତ ବିବାହ କରିବାକୁ ଚାହୁଁଥିଲେ ନା ତାଙ୍କର ଭୁଲ ଚିନ୍ତାଧାରା ଥିଲା  ଆଉ ନିଜର ଯୌନ ଇଚ୍ଛା ପୂରଣ କରିବା ପାଇଁ ମିଛ ପ୍ରତିଶ୍ରୁତି ଦେଇ ଥିଲା ।କାରଣ ଭୁଲ ଚିନ୍ତାଧାରା କିମ୍ବା ମିଥ୍ୟା ପ୍ରତିଶୃତି ଦେବା ଠକ ବା ଧୋକା ଦେବା ହୋଇ ଥାଏ ।ପୀଠ ଏହା ବି କହିଛନ୍ତି ଯେ ଆରୋପୀ ପୀଡିତା ସହିତ ଯୌନ ଇଚ୍ଛା ପୂର୍ତ୍ତି ର ଏକମାତ୍ର ଇଚ୍ଛା ରେ ପ୍ରତିଶ୍ରୁତି କରି ନାହିଁ ତୋ ଏହି ପ୍ରକାରର କାମ ବଳାତ୍କାର ମାନା ଯିବ ନାହିଁ । ପ୍ରାଥମିକି ଙ୍କ ଅନୁସାରେ ବିଧବା ମହିଳା ଚିକତ୍ସକ ଙ୍କ ପ୍ରେମରେ ପଡି ଯାଇ ଥିଲେ ଆଉ ସେ ସାଥିରେ ସାଥି ହୋଇ ରହୁ ଥିଲେ ।

ଚିନ୍ତାଧାରା ଭୁଲ ଥିଲେ ବଳାତ୍କାରର ମାମଲା ହୁଅନ୍ତା:-

ଅଦାଲତ କହିଲା ଯେ ଯଦି ବ୍ୟକ୍ତିର ଚିନ୍ତାଧାରା ଭୁଲ ଥିଲା କିମ୍ବା ଏହା ପଛରେ କିଛି ଖରାପ ଉଦ୍ଦେଶ୍ୟ ଲୁଚି ଥାନ୍ତା ତୋ ଏହା ସ୍ପଷ୍ଟ ରୂପରେ ବଳାତ୍କାର ର ମାମଲା ହୋଇ ଥାନ୍ତା । ମାମଲାର ତଥ୍ୟ ଉଲ୍ଲେଖ କରି କୋର୍ଟ ଏହା ବତେଇଲା ଯେ ସେମାନେ କିଛି ସମୟ ଧରି ସାଥିରେ ରହୁ ଥିଲେ ଆଉ ମହିଳା ଙ୍କୁ ଯେବେ ଜଣା ପଡିଲା ଯେ ସେ ବ୍ୟକ୍ତି ଆଉ କାହାକୁ ବିବାହ କରି ନେଇଛି ତେଣୁ ସେ ଅଭିଯୋଗ କେସ ଦାଖଲ କରି ଦେଲେ । ପୀଠ ଏହା କହିଲା ଯେ ଆମର ମାନିବାରେ ଏହା କି ଯଦି ଅଭିଯୋଗ ରେ ଲଗା ଯାଇ ଥିବା ଦୋଷକୁ ସେଇ ରୂପରେ ଦେଖା ଯାଏ ତୋ ଅଭିଯୁକ୍ତ (ଡାକ୍ତର) ଉପରେ କୌଣସି ମାମଲା ହେବ ନାହିଁ ।