ଶୁଣନ୍ତୁ ଭାଇରାଲ AUDIO CALL : ଖୁଡି ପୁତୁରା ଙ୍କ ପ୍ରେମଳାପ ଭାଇରାଲ… ” ତୁମଠୁ ଯେଉଁ ମଜା ମିଳିଛି “…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ଜିନିଷ ଭାଇରାଲ ହେଉଥିବାର ଦେଖୁଥିବେ । କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଇଥାନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏହି ସବୁକୁ ଖରାପ ରେ ନେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏକ ଅଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣି ବହୁତ ଲୋକ ସମାଲୋଚନା କରିଛନ୍ତି । ତେବେ ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ଘଟଣା ବିଷୟରେ ।

ଖୁଡି ପୁତୁରାଙ୍କ ଅଡିଓ ହେଲା ଭାଇରାଲ। ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏହି ଅଡିଓ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡିଓ ସ୍ପଷ୍ଟ କରୁଛି କି ପୁରୁତା ଏବଂ ଖୁଡୀ ଙ୍କ ଭିତରେ ରହିଛି ଅନୈତିକ ସ-ମ୍ପର୍କ। ଅଡିଓ ରୁ ଯାହା ଶୁଣିବାକୁ ମିଳୁଛି ଯେ ସେଥିରୁ ଉଭୟଙ୍କ ମଧ୍ୟରେ କିଛି ଅନୈତିକ ସ-ମ୍ପର୍କ ରହିଛି । ତେବେ ଅଡିଓ ରେ ଯେଉଁ ଭଳି ଭାବରେ ଉଭୟ ପ୍ରେମ ବାର୍ତ୍ତାଳାପ କରିଛନ୍ତି ତାକୁ ଲୋକେ ତୀବ୍ର ନିନ୍ଦା କରିଛନ୍ତି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

call

ଭିଡିଓ ରେ ଶୁଣିବା ପାଇଁ ମିଳିଛି ଯୁବକ ଜଣଙ୍କ ମହିଳାଙ୍କୁ କହୁଛନ୍ତି କି ମୁଁ ତୁମ ଠୁ ମୁଁ ଜୀବନରେ ଯେତେ ଶାନ୍ତି ପାଇଛି ଆଉ କେଉଁଠି ବି ଆଉ ସେତିକି ଶାନ୍ତି ପାଇ ନାହିଁ । ଏହାପରେ ଯୁବକ ଜଣଙ୍କ ପଚାରୁଛନ୍ତି ମୁଁ ତମ ପାଖକୁ ଯାଇଥିଲି ବୋଲି କିଏ ଜାଣିଛନ୍ତି କି । ଏହାପରେ ମହିଳା ଜଣଙ୍କ କହୁଛନ୍ତି ଏତେ ବେଳେ କଲ୍ କଲ ହଉ ଠିକ୍ ଅଛି ତୁମ ସଂସାର ନେଇ ତୁମେ ଚାଲ ଯାହା ହେବା କଥା ଦେଖିବା ।

ଏହାପରେ ଯୁବକ ଜଣଙ୍କ କହୁଛନ୍ତି କି ଆମେ ସେଇ ସ୍କୁଲ୍ ପାଖରେ ଦେଖା ହୋଇ ପାରିବା କି । ଏହାପରେ ମହିଳା ଜଣଙ୍କ କହୁଛନ୍ତି ନାହିଁ । ଏମିତି ବହୁତ୍ ସମୟର ଧରି ଯୁବକ ଜଣଙ୍କ ମହିଳା ଙ୍କ ସହିତ କଥା ହୋଇଛନ୍ତି ଯାହାର ଅଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ସେମାନେ ଯେଉଁ ଭଳି ଭାବରେ ବାର୍ତ୍ତାଳାପ କରୁଛନ୍ତି ତାହାକୁ ଲୋକେ ତୀବ୍ର ନିନ୍ଦା କରୁଛନ୍ତି । ଏହି ଅଡିଓ ଏବେ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ