ମହାପ୍ରଭୁଙ୍କ ପାଖରେ କାନ ଧରି କ୍ଷମା ମାଗନ୍ତୁ, କେତେ ଝିଅଙ୍କ ଜୀବନ ନଷ୍ଟ କରିଛନ୍ତି, କେତେ ଲୋକଙ୍କୁ ମାରିଛନ୍ତି

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ଭାଇ ଙ୍କ ପାଖରେ କଣ ପଇସା ନଥିଲା । ଆମେ ଗୋଟେ କଳାକାର ହିସାବରେ ମୁଁ 5 ହଜାର ଦେଇ ପାରେ ତା ଅନୁସାରେ ଆମେ ଦେଇ ପାରିବୁ ଜାହାର ଯେତିକି ସକ୍ଷମ । ହେଲେ ମତେ ଖରାପ ଗୋଟେ ଜିନିଷ ଲାଗୁଛି । ଯେ ଲୋକଙ୍କୁ କାହିଁକି ମାଗିବି ଜଣେ କଳାକାର ହୋଇ ଲୋକଙ୍କୁ କଣ ପାଇଁ ମାଗିବି । 20 ବର୍ଷ ପୂର୍ବର କଳାକାର ତ ମୁଁ ନୁହେଁ । ଯଦି ଗୋଟେ କଳାକାର ଗୋଟେ ଗୀତ ଗାଇଲା ଷ୍ଟେଜ୍ ରେ 2 ହଜାର ରୁ କମ୍ ନେଉନି । ଏମିତି ସେ 20 ଦିନ ପଗ୍ରାମ ମାସରେ କଲେ 40 ହଜାର ରୁ କମ୍ ନୁହେଁ । ତେବେ ପଇସା ସବୁ ଯାଉଛି କୁଆଡେ ।

ଗୋଟେ କଥା କହିବି କାଲି ସକାଳେ ମୋର କଣ ହେବ ମୁଁ ବି ଜାଣିନି କାରଣ ରୋଗ ନେଇକି ସମସ୍ତେ ଆସିଛନ୍ତି । ମୁଁ କହିବି କୈଣସି ଇଣ୍ଡଷ୍ଟ୍ରୀ ରେ ଏମିତି ନାହିଁ ଆମ ଇଣ୍ଡଷ୍ଟ୍ରୀ ରେ ଏମିତି ନୂଆ ନୂଆ ଘଟଣା ଆମେ ଦେଖୁଛୁ । ଆଉ ଲୋକ ମାନଙ୍କ ଆଗରେ ଆମକୁ ହାତ ପତେଇ ଭୀକ ମାଗିବାକୁ ଆମକୁ କଷ୍ଟ ଲାଗୁଛି । ମୁଁ ଯେତେ ବେଳେ ବଜାର ଆସୁଛି ଲୋକ କହୁଛନ୍ତି ପିଣ୍ଟୁ ଭାଇ ଏତେ ବଡ ଲୋକ ତାଙ୍କ ପାଖରେ ପଇସା ନାହିଁ ।

rudra

ଆମର କଣ ଏତେ ଚିପ୍ ଷ୍ଟେଜ୍ ମୁଁ କଳାକାର ହୋଇ ମୁଁ ପଇସା ରଖି ନାହିଁ । ନାଁ ଯେଉଁ ପ୍ରଡ୍ୟୁସର ପାଖକୁ ଜାଇଛି ମତେ କେହି ପଇସା ଦେଇ ନାହାଁନ୍ତି । ଯେତେ କୁଟୁମ୍ବ ଥିବେ କିଏ ଖୁସୀରେ ମତେ ଦେଇ ପାରେ ମୁଁ କାଲି ସକାଳେ ମୁଁ ଦେବି । ମୁଁ ଜଣେ ଆଟିଷ୍ଟ ମତେ ଦଣ୍ଡ ଦିଅନ୍ତୁ । କେତେ ବଡ ବଡ ଆର୍ଟିଷ୍ଟ ମାନେ ଭୀକାରୀ ବଳ , ଅରବିନ୍ଦ ମୁଦୁଲି , ଚାଲିଜାଇଛନ୍ତି ତାଙ୍କ ପାଇଁ କେହି ମାରିଛନ୍ତି କିଏ ତାଙ୍କ ପିଲା ଆସି ରାସ୍ତାରେ ମାଗୁଛନ୍ତି ।

ଯେବେ ଯେତେ ଝିଅ ମାନଙ୍କ ଜିବନ ନଷ୍ଟ କରିଛ । ଯେବେ ଯାଏ ସତ ନ କହିଛ ଏମିତି ତୁମେ ବି ଘାଣ୍ଟି ହେବ ଓଡିଶା ଇଣ୍ଡଷ୍ଟ୍ରୀ ବି ଘାଣ୍ଟିହେବ । ଏଠି ବହୁତ ଅଛନ୍ତି ଛକ୍କା ପନ୍ଝା ଚାଲିଛି ସେମାନେ ସବୁ ଯିବେ । ନହେଲେ ଦମନ ପରି ନୂଆ ପ୍ରଡ୍ୟୁସର ଆସି କୁଆଡେ କୁଆଡେ ଗଲେ ଏମାନେ ଅନେଇଛନ୍ତି । ଯେଉଁ ମାନେ 50 ଲକ୍ଷ ଗୋଟେ କୋଟି ଟଙ୍କାର ସିନେମା କରୁଥିଲେ ସେମାନେ । ଏବେ 15 ଲକ୍ଷରେ କରିଦେବୁ କହୁଛନ୍ତି ।

ଆଉ ଆଜିର ସମୟ ରେ ଛୋଟ କଳାକାର କୁ ଚାନ୍ସ ବି ମିଳୁ ନାହିଁ । ବଡ କାଳାକାର 10 ବର୍ଷ ଫିଲ୍ମ କରିବା ପରେ ସିରିଏଲ ରେ ଆସି ଖଟୁଛନ୍ତି । ସେମାନଙ୍କ ପାଇଁ ଛୋଟ କାଳାକାର ମାନେ ସୁଯୋଗ ପାଉ ନାହାଁନ୍ତି । ତେବେ ଏମାନଙ୍କ ଉପରେ ଲାଗିବନି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *