ଅର୍ଚ୍ଚନା ନାଗ ପରି ଆଉ ଜଣେ ମାୟାବିନୀଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ ।

Mayabini

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅର୍ଚ୍ଚନା ନାଗ ଙ୍କ ପରେ ଆଉ ଜଣେ ମାୟାବିନି ଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ତେବେ ରାଜସ୍ଥାନ ର ଭରତ ପୁର ଜିଲ୍ଲାର ଜଣେ ବ୍ୟବସାୟୀ ଙ୍କୁ ଲୁଟିଥିବା ଅଭିଯୋଗ ରେ ରାଜସ୍ଥାନ ପୋଲିସ ଗତ କାଲି ଚନ୍ଦ୍ର ସେଖର ପୁର ଥାନା ପୋଲିସ ଙ୍କ ସହାୟତା ରେ ସେହି ଅଞ୍ଚଳ ରେ ଉଠେଇ ନେଇଛି ।

ତେବେ ଲେଡି ବ୍ଲାକମେଲର ଜଣଙ୍କ ହେଲେ ପ୍ରିତି ଦେଶାଇ । ତାଙ୍କର ଘର କର୍ଣ୍ଣାଟକ ରେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଟେକ୍ ପାସ୍ । ସେ ନିଜକୁ ସବୁଠି ଆଇଟି ପ୍ରଫେସନାଲ ବୋଲି ପରିଚୟ ଦିଅନ୍ତି । ଏବଂ ପରେ ସେ ଫେସବୁକ ଏବଂ ଇନଷ୍ଟାଗ୍ରାମ ରେ ସେ ଶାକାର ଖୋଜନ୍ତି ବିଭିନ୍ନ ରାଜ୍ୟ ର ବଡ ବଡ ହସ୍ତି ଏବଂ ଧନୀ ଶ୍ରେଣୀ ର ଲୋକ ମାନଙ୍କୁ ଟାର୍ଗେଟ କରନ୍ତି ।

women 1

ତେବେ ସୋସିଆଲ ମିଡିଆ ରେ ବନ୍ଧୁତା କରି ସଂମ୍ପର୍କ କୁ ଘନିଷ୍ଟ କରନ୍ତି ପରେ ପ୍ରେମ ନିବେଦନ କରି ସେ ଜାଲରେ ପକାନ୍ତି । ଏହା ପରେ ପ୍ରତି ଙ୍କ ଅସଲୀ କାରନାମା ଆରମ୍ଭ ହୁଏ । ଭିଡ଼ିଓ କଲ ରେ କଥା ହେବା ବେଳେ ଅ-ନ୍ତ-ରଙ୍ଗ ମୂ-ହୁତ୍ୱ ର ଫୋଟ ଉଠାନ୍ତି । ଏବଂ ପରେ ବ୍ଲାକମେଲିଂ କରି କୋଟିକୋଟି ଟଙ୍କା ଦାବି କରନ୍ତି ।

ତେବେ ଟଙ୍କା ନଦେଲେ ବଳତ୍କାର ମାମଲା ରେ ଛନ୍ଦିଦେବେ ବୋଲି ଧମକ ବି ଦିଅନ୍ତି । ରାଜସ୍ଥାନ ଭରତ ପୁର ଜିଲ୍ଲାର ଜଣେ ପ୍ରତିଷ୍ଟିତ ବ୍ୟକ୍ତି ତାଙ୍କର ଠକାମୀ ର ଶୀକାର ହୋଇଥିଲେ । ତାଙ୍କର ଅଭିଯୋଗ ଅନୁସାରେ ସେଠାକାର ପୋଟପାଲି ଥାନା ପୋଲିସ ର ଏକ ଟିମ୍ ତାଙ୍କୁ ଧରିବା ପାଇଁ ଭୁବନେଶ୍ୱର ଆସିଥିଲା । ପ୍ରତି ଙ୍କ ନାମରେ ଏବେ ସୁଦ୍ଧା ଦୁଇଟି ମାମଲା ରୁଜୁ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ