ରାସ୍ତାରେ ଯିବା ସମୟରେ ଯଦି କାହାକୁ ଲିଫ୍ଟ ଦେଉଛନ୍ତି,ତେବେ ସିଧା ଯିବେ ଜେଲ

lift

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଡି ଚାଳକ ସାବଧାନ ରାସ୍ତା ରେ ଯିବା ସମୟ ରେ କାହାକୁ ଲିଫ୍ଟ ଦେଉଛନ୍ତି କି । ତେବେ ହୋଇଜାଆନ୍ତୁ ସାବଧାନ । ନଚେତ ଆପଣ ମାନଙ୍କୁ ବି ଯିବାକୁ ପଡିବ ଜେଲ ରାସ୍ତା ରେ ଯିବା ସମୟ ରେ ଆପଣ ମାନେ ଭୁଲ ରେ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଯିବେ ଜେଲ । ଆଜ୍ଞ୍ୟା ହିଁ ଏହି କଥା ଆମେ କହୁନାହୁଁ ବରଂ ବରଂ ମୋଟର ଭେଇକେଲ ଆକ୍ଟ କହୁଛି ।

ମୋଟଲ ଭେଇକେଲ 66/92 ଅନୁସାରେ ଆପଣ ମାନେ ଯଦି ନିଜ ଗାଡିରେ କିଛି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଜେଲ ଯିବାର ସମ୍ଭାବନା ରହିଛି । ତେବେ ରାସ୍ତା ରେ ଯିବା ସମୟ ରେ ଆପଣ ମାନେ ବହୁତ ସମୟ ରେ ଲୋକ ମାନଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ ।

ଏହି ସମୟ ରେ ମାନବିକତା ଦୃଷ୍ଟି ରୁ ଲୋକ ମାନେ ସାହାଯ୍ୟ କରିବାକୁ ଜାଇ ସେହି ବ୍ୟକ୍ତି ଙ୍କୁ ନିଜର ଗାଡିରେ ଲିଫ୍ଟ ଦିଅନ୍ତି । କିନ୍ତୁ ଏହା କରିବା ଠିକ୍ ନୁହେଁ । ଯଦି ଆପଣ ମାନେ ବି ଏମାନଙ୍କ ମଧ୍ୟରୁ ଜଣେ ତେବେ ଆପଣ ମାନେ ନିଜର ଏହି ଅଭ୍ୟାସ କୁ ବଦଳାନ୍ତୁ । ନଚେତ ଆପଣଙ୍କୁ ବି ଜୋରିମନା ଗଣିବା ସହିତ ଜେଲ ଯିବାକୁ ପଡିପାରେ ।

ମୁମ୍ବାଇ ର ଏମିତି ଘଟଣା ସାମ୍ନା କୁ ଆସିଛି ଜାହାକୁ ସୁଣିଲେ ଆପଣ ମାନେ କାହକୁ ଲିଫ୍ଟ ଦେବାକୁ ଭୟ କରିବେ । ମୁମ୍ବାଇ ର ଏକ ବ୍ୟକ୍ତି ରାସ୍ତାରେ ଜାଉଥିବା ସମୟ ରେ ଜଣେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ ।

ଆଉ ରାସ୍ତା ରେ ଯିବା ସମୟ ରେ ଚେକିଂ ହେଉଥିବା ସମୟ ରେ ସେ ଧରା ପଡିଲେ । ଏହା ପରେ ତାଙ୍କ ଉପରେ 66/92 ଧରା ଲାଗୁ ହେବା ପରେ ତାଙ୍କୁ 2000 ଟଙ୍କା ଜୋରିମନା ଦେବାକୁ ପଡିଥିଲା । ମୋଟଲ ଭେଇକେଲ ଆକ୍ଟ ଅନୁସାରେ କେବଳ କମର୍ଶିଆଲ ଗାଡିକୁ ହିଁ ଏହାର ଅନୁୁମତି ମିଳିଛି । ସେମାନେ ଅନ୍ୟ ଲୋକ ମାନଙ୍କୁ କମର୍ଶିଆଲ ପର୍ପସ ରେ ଲିଫ୍ଟ ଦେଇପାରିବେ । ହେଲେ ପ୍ରାଇଭେଟ ଗାଡି ଚାଳକ କାହାକୁ ଲିଫ୍ଟ ଦେବା ବେଆଇନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *