ଏହି ଭଳି ଟେଷ୍ଟରେ ଚାଲିଯାଇପାରେ ଜୀବନ ,ଯେଉଁ ଟେଷ୍ଟ ଆଜି ଗୋପାଳର ହେବ

gopal 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଯେଉଁ ଟେଷ୍ଟ୍ ଅଭିଯୁକ୍ତ ASI ଗୋପାଳ ଦାସ କ୍ଷେତ୍ରରେ ହେବ । ସେହି ଟେଷ୍ଟ ରେ କାଳେ ଲୋକ ମାନଙ୍କର ଜିବନ ଚାଲିଯାଏ । ହଁ ବନ୍ଧୁଗଣ ନାର୍କୋ ଟେଷ୍ଟ । ହଁ ବନ୍ଧୁଗଣ ଯେଉଁ ଟେଷ୍ଟ ସମୟ ରେ ଅଭିଯୁକ୍ତର ମୃ-ତ୍ୟୁ ମଧ୍ୟ ହୋଇ ପାରେ । ଏମିତି ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ହଁ ବନ୍ଧୁଗଣ ଏହି ଟେଷ୍ଟ ଏକ ମାରାତ୍ମକ ଟେଷ୍ଟ ଅଟେ । ଆଉ ଜାହାକୁ ପରିକ୍ଷା କରିବା ସମୟ ରେ ଡାକ୍ତରୀ ଟିମ୍ ମାନେ ଉପସ୍ଥିତ ରୁହନ୍ତି ।

ଆଉ ସେଠାରେ ମନ ବିଜ୍ଞାନି ବରିଷ୍ଟ ତଦନ୍ତ କାରୀ ଅଫିସର ଆଉ ଫେରେନସିକ୍ ଅଫିସର ମାନେ ବି ରହିଥାନ୍ତି । କାରଣ ଏହି ସମୟ ରେ ସବୁଠୁ ବଡ ବିପଦ ଥାଏ । ଯେଉଁ ଟେଷ୍ଟା ଆଜି ଗୋପାଳ ର ହେବ ସେହି ଟେଷ୍ଟ ରେ ଅଭିଯୁକ୍ତର ଜିବନ ବି ଚାଲି ଜାଇ ପାରେ । ହଁ ବନ୍ଧୁଗଣ ଏହି ଟେଷ୍ଟ କରିବା ଆଗରୁ ଆଗ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରିକ୍ଷା କରାଯାଏ । ଆଉ ସ୍ୱାସ୍ଥ୍ୟ ପରିକ୍ଷା ରେ ସେ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ଥିବା ଜଣା ପଡିବା ପରେ ଏହି ଟେଷ୍ଟ କରାଯାଏ ।

gopal 3

ଯଦି ଆଜି ଗୋପାଳ ସଂମ୍ପର୍ଣ୍ଣ ସୁସ୍ଥ ଥିବ ତେବେ ଜାଇ ଏହି ପରିକ୍ଷା ତା କ୍ଷେତ୍ର ରେ ହୋଇ ପାରିବ । ଆଉ ଏହିଥି ପାଇଁ ପ୍ରଥମେ ଅଭିଯୁକ୍ତ ଗୋପାଳ ର ସ୍ୱାସ୍ଥ୍ୟ ପରିକ୍ଷା ଏବଂ ବୟସ କୁ ଧ୍ୟନ ଦିଆଯିବ । ଆଉ ତା ପରେ ଅଭିଯୁକ୍ତ ASI ଗୋପାଳ ଦାସ କୁ ସୋଡିୟମ୍ ପେଟାଲ ନାମର ଡ୍ରଗ୍ସ ଇଂଞେକ୍ସନ ଦିଆଯିବ । ଆଉ ସବୁଠୁ ବଡ କଥା ହେଲା ଏହି ଇଂଞେକ୍ସନ ର ପରିମାଣ ଜାହା ହେବ ତାହା ଉପସ୍ଥିତ ଥିବା ଡାକ୍ତରୀ ଟିମ୍ ସୂଚନା ଦେବେ ।

ହଁ ବନ୍ଧୁଗଣ ଏହି ନାର୍କୋ ଟେଷ୍ଟ ର ଆବଶ୍ୟକତା ସେତେ ବେଳେ ଥାଏ ଯେତେ ବେଳେ ଅଭିଯୁକ୍ତ ତଦନ୍ତ କାରୀ ଅଫିସର ଙ୍କୁ ସତ କଥା କହି ନଥାଏ । କିମ୍ବା ଅଭିଯୁକ୍ତ ଉପରେ ତଦନ୍ତ କାରୀ ଦଳର ଭରଷା ପାଉ ନଥାଏ । ଠିକ୍ ସେତିକି ବେଳେ ଏହି ପରିକ୍ଷା ହୋଇଥାଏ । ଯେଉଁ ମାନେ ବାରମ୍ବାର କଥା ବଦଳାନ୍ତି । ଠିକ୍ ସେହି ମାନଙ୍କ କ୍ଷେତ୍ର ରେ ଏହି ନାର୍କୋ ଟେଷ୍ଟ ହୋଇଥାଏ ।

ସତ କହିବାକୁ ଯେଉଁ ମାନେ କୁଣ୍ଠା ବନ୍ଧ କରନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଟେଷ୍ଟ ହୁଏ । ଆଉ ଏହି ଇଂଞେକ୍ସନ ଦେବା ପରେ ଅଭିଯୁକ୍ତର ଚେତା ପଳେଇ ଯାଏ । ତାର ମତ୍ସିକ ତ୍ୱରାନିତ ହେବା ଫଳରେ ତାର ଅଙ୍ଗ ପ୍ରତ୍ୟୋଙ୍ଗ କିଛି ସମୟ ପାଇଁ ଅଚଳ ହୋଇଥାଏ । ଏହା ଫଳରେ ବ୍ୟକ୍ତି ଆଉ ମିଛ କହି ପାରେ ନାହିଁ । ଜାହା ପଚରା ଯାଏ ସେ ସତ ସତ କହିଦିଏ । ତାହାହିଁ ଏହି ଟେଷ୍ଟ ର ମୂଳ ଲକ୍ଷ୍ୟ । ତେବେ ଦେଖିବାରୁ ବାକି ରହିଲା କ୍ରାଇମ ବ୍ରାଞ୍ଚ କେଉଁ ସତ ବାହାର କରୁଛି ଅଭିଯୁକ୍ତ ASI ଗୋପାଳ ଦାସ ଠାରୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *