ପ୍ରଶ୍ନ-ଉତ୍ତର : ଏପରି କେଉଁ ଜିନିଷ ଅଛି ଯାହାକୁ ଝିଅମାନେ ଖାଆନ୍ତି ଏବଂ ପିନ୍ଧନ୍ତି ମଧ୍ୟ ।

Spread the love

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଉତ୍ତର ନେଇ ଆସିଛୁ, ଯାହା ଆପଣଙ୍କୁ ବହୁତ ମଜ୍ଜା ଲାଗିବ । ତେବେ ଆସନ୍ତୁ ଜାଣିବା :

ପ୍ରଶ୍ନ ସଂଖ୍ୟା- ୧

ଏହିପରି କେଉଁ ସ୍ଥାନ ଅଛି ଯେଉଁଠିକୁ ୧୦ଜଣ ଗଲେ ୧୧ଜଣ ଫେରନ୍ତି ? ଧ୍ୟାନର ସହ ପ୍ରଶ୍ନକୁ ପଢନ୍ତୁ, ଏପରି କେଉଁ ସ୍ଥାନ ଅଛି ଯେଉଁଠିକୁ ୧୦ଜଣ ଗଲେ ୧୧ଜଣ ଫେରନ୍ତି । ମୁଁ ଆପଣଙ୍କୁ ୧୦ ସେକେଣ୍ଡ ସମୟ ଦେଉଛି ।

ସଠିକ ଉତ୍ତର ହେଉଛି ‘ବିବାହ’, ଆଶ୍ଚର୍ଯ୍ୟ ହୋଇଗଲେ ନା ।

ପ୍ରଶ୍ନ ସଂଖ୍ୟା- ୨

ଏପରି କେଉଁ ସ୍ଥାନ ଅଛି ଯେଉଁଠିକୁ ୧୦ ଜଣ ଗଲେ ୯ ଜଣ ଫେରନ୍ତି ? ଆପଣଙ୍କ ୧୦ ସେକେଣ୍ଡ ଆରମ୍ଭ ହେଉଛି ବର୍ତ୍ତମାନ ।

ସଠିକ ଉତ୍ତର ହେଉଛି ‘ଶ୍ମଶାନ’

ପ୍ରଶ୍ନ ସଂଖ୍ୟା- ୩

ଏହିପରି କେଉଁ ସ୍ଥାନ ଅଛି ଯେଉଁଠି ଧନୀ ଏବଂ ଗରିବ ଉଭୟଙ୍କୁ ଥାଳି ଧରି ଠିଆ ହେବା ପାଇଁ ପଡିଥାଏ ? ପ୍ରଶ୍ନକୁ ପୁଣି ଶୁଣନ୍ତୁ ‘ଏପରି କେଉଁ ସ୍ଥାନ ଅଛି ଯେଉଁଠି ଧନୀ ଏବଂ ଗରିବ ଉଭୟଙ୍କୁ ଥାଳି ଧରି ଠିଆ ହେବା ପାଇଁ ପଡିଥାଏ ? ଆପଣଙ୍କ ୧୦ ସେକେଣ୍ଡ ଆରମ୍ଭ ହେଉଛି ବର୍ତ୍ତମାନ ।

ସଠିକ ଉତ୍ତର ହେଉଛି ‘ଗୁପଚୁପ ଦୋକାନ ଆଗରେ’ ।

ପ୍ରଶ୍ନ ସଂଖ୍ୟା- ୪

ପଢିବାରେ ଏବଂ ଲେଖିବାରେ ମୁଁ କାମରେ ଆସେ, କଲମ ନୁହେଁ ମୁଁ କିମ୍ବା କାଗଜ ନୁହେଁ । ତାହା ହେଲେ କୁହନ୍ତୁ ମୋର ନାମ ? ପୁଣି ଥରେ ଶୁଣି ନିଅନ୍ତୁ “ପଢିବାରେ ଏବଂ ଲେଖିବାରେ ମୁଁ ଆସେ କାମ, କଲମ ନୁହେଁ କିମ୍ବା କାଗଜ ନୁହେଁ । ତାହାହେଲେ କୁହନ୍ତୁ ମୋର ନାମ ?” ଆପଣଙ୍କ ୧୦ସେକେଣ୍ଡ ଆରମ୍ଭ ହେଉଛି ବର୍ତ୍ତମାନ ।

ସଠିକ ଉତ୍ତର ହେଉଛି ” ଚଷମା ”

ପ୍ରଶ୍ନ ସଂଖ୍ୟା- ୫

ତମେ ନ ଡାକିଲେ ମଧ୍ୟ ମୁଁ ଆସିବି, ନା ଭଡା ଦେବି, ଘରର ସବୁ କୋଠରୀରେ ରହିବି, ତୁମେ ମୋତେ ଧରି ପାରିବ ନାହିଁ, ମୋ ବିନା ତମେ ରହିପାରିବ ନାହିଁ, ତେବେ କୁହ ମୋର ନାମ ? ପୁଣି ଥରେ ପ୍ରଶ୍ନକୁ ଶୁଣିନିଅନ୍ତୁ, “ତୁମେ ନ ଡାକିଲେ ମଧ୍ୟ ମୁଁ ଆସିବି, ନା ଭଡା ଦେବି, ଘରର ସବୁ କୋଠରୀରେ ରହିବି, ତୁମେ ମୋତେ ଧରି ପାରିବ ନାହିଁ, ମୋ ବିନା ତୁମେ ରହି ପାରିବ ନାହିଁ, ତେବେ କୁହ ମୋର ନାମ ?” ଆପଣଙ୍କ ୧୦ସେକେଣ୍ଡ ଆରମ୍ଭ ହେଉଛି ବର୍ତ୍ତମାନ ।

ସଠିକ ଉତ୍ତର ହେଉଛି ” ପବନ ”

ପ୍ରଶ୍ନ ସଂଖ୍ୟା- ୬

ଏହି ପ୍ରଶ୍ନ IAS ସାକ୍ଷାତକାରରେ ପଚରାଯାଇଥିଲା ।

ଚାଲନ୍ତୁ ଏବେ ଆଗକୁ ବଢିବା ଷଷ୍ଠ ପ୍ରଶ୍ନ ଆଡ଼କୁ । କାରଣ ଏହା ଶେଷ ପ୍ରଶ୍ନ । ତେଣୁ ଧ୍ୟାନର ସହ ଶୁଣନ୍ତୁ ବନ୍ଧୁଗଣ ବୋଧହୁଏ ଆପଣ ସଠିକ ଉତ୍ତର ଦେଇ ପାରିବେ ।

ଏପରି କେଉଁ ଜିନିଷ ଅଛି ଯାହାକୁ ମହିଳାମାନେ ଖାଆନ୍ତି ମଧ୍ୟ ଏବଂ ପିନ୍ଧନ୍ତି । ପୁଣି ଥରେ ପ୍ରଶ୍ନକୁ ଶୁଣିନିଅନ୍ତୁ, “ଏପରି କେଉଁ ଜିନିଷ ଅଛି ଯାହାକୁ ମହିଳା ମାନେ ଖାଆନ୍ତି ଏବଂ ପିନ୍ଧନ୍ତି ମଧ୍ୟ ।” ଆପଣଙ୍କ ୧୦ସେକେଣ୍ଡ ଆରମ୍ଭ ହେଉଛି ବର୍ତ୍ତମାନ ।

ସଠିକ ଉତ୍ତର ହେଉଛି ‘ଲଙ୍ଗ’

ଏହି ପ୍ରଶ୍ନର ଅନେକ ଉତ୍ତର ହୋଇଥାଇ ପାରେ କିନ୍ତୁ ସଠିକ ଉତ୍ତର ହେଉଛି ଲଙ୍ଗ, ଯାହାକୁ ଅର୍ଥ ହେଉଛି : ଲଙ୍ଗ – ଖାଇବା ଏବଂ ଅନ୍ୟ ଏକ ଅର୍ଥ ପିନ୍ଧିବା ।