ଓକିଲଙ୍କୁ ଠିକ ବାଟ ଜଣା,aaram ରେ ଅର୍ଚନା ଆଉ ଜଗବନ୍ଧୁ ଙ୍କୁ ବାହାର କରିଦେବେ ଓକିଲ କାରଣ ସେ…

Archana and Jagbandhu

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେ ପ୍ରତିଶୋଧ ନେବା ଆଶାରେ ଏହି ଭଳି ସବୁ କରୁଛନ୍ତି ବୋଲି । କେଉଁ ଲ ଟାକୁ କୋଉଠି ପ୍ରେସେଣ୍ଟ କଲେ ସେ ଲୋକଟା ନିର୍ଦ୍ଦୋଷରେ ଖଲାସ ହେବ ତାହା ହେଉଛି ତା ଓକିଲର ଟେକନିକ। ଆଉ ଏମିତି ବେଳେ ଅନେକ ଗୁଡ଼ିଏ ପଏଣ୍ଟ ରହିଛି । ଯେଉଁ ପଏଣ୍ଟରେ ଆରାମରେ ନିର୍ଦ୍ଦୋସରେ ଖଲାସ ହୋଇ ପାରିବ । କେସ ଚାପିବାର କୌଣସି କାରଣ ନାହିଁ । ଯେହେତୁ ଗୋଟିଏ କେସ ହୋଇ ସାରିଲାଣି ତାହା ଆଉ ଚାପି ପାରିବ ନାହିଁ ।

ଆଉ ଆପଣ ଯାହା କହିଲେ ଏଥିରେ ବଡ଼ ବଡ଼ ଲୋକ ସଂପୃକ୍ତ ଅଛନ୍ତି । ଏମିତି କୋଉ ଘଟଣା ନାହିଁ ଯୋଉଠି ବଡ଼ ବଡ଼ ଲୋକ ସଂପୃକ୍ତି ନାହାନ୍ତି । ଯେତେ ବଡ଼ ବଡ଼ କେସ ହୁଏ ସେଠି ଯାହା ହେଲେ ବି ବଡ ବଡ ଲୋକ ଥାନ୍ତି। ଆଉ ଯଦି ସେହି ଭଳି ଛୋଟ ଛୋଟ କେସରେ ଯଦି କେହି ରହିଥାଏ ତେବେ ମିଡିଆ ତାଙ୍କ ଏତେ ହାଇଲାଇଟ କରିବ ନାହିଁ । ଏବଂ ଏହି ଘଟଣାରେ ପୋଲିସ ତାର ତଦନ୍ତ କରୁଛି । ଏବଂ ଏହି ତଦନ୍ତର ଏକ ପ୍ରକ୍ରିୟା ଚାଲିଛି । ଏବଂ ସେହି ପ୍ରକ୍ରିୟାରେ ପୋଲିସ ଯେତେବେଳେ ଚାହୁଁଛି ଯାହାକୁ ହେଉଛି ଆରେଷ୍ଟ କରି ନେଇ ପଚରା ଉଚରା କରିବ । ସେହିଥି ପାଇଁ କେସ ଚାପିବର କାରଣ ନାହିଁ ।

archana nag 1

ଜଣେ ଓକିଲ ହିସାବରେ ମୁଁ କହିବି ଯେ ଏହି ଯେଉଁ ଘଟଣା ଘଟିଛି ଏଥିରେ ଯେତେ ବଡ଼ ଲୋକ ଯେମିତି ମନ୍ତ୍ରୀ, ପ୍ରଯୋଜକ, ବିଧାୟକ ଅଛନ୍ତି । ଘଟଣାକୁ ଦେଖିଲେ ଏମାନେ ହେଲେ ଭିକ୍ଟମ । କାରଣ 497 ହେଉଛି ଲିଗାଲ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି । ଜଣେ ପୁରୁଷ ଜଣେ ବିବାହିତ ମହିଳା ହୁଅନ୍ତୁ କି ଅବିବାହିତା ମହିଳା ହୁଅନ୍ତୁ ତାଙ୍କ ଇଛା ଅନୁଯାୟୀ ତାଙ୍କ ସହ ସ-ମ୍ପ-ର୍କ ରଖି ପାରିବେ । ଏହାକୁ କୌଣସି ପ୍ରକାରର ଜୋର ଜବରଦସ୍ତି କିମ୍ବା ବେଆଇନ ଭାବେ ଗଣାଯିବ ନା ।

ସେମାନେ ସବୁ ବୟସ୍କ ଲୋକ । ତାଙ୍କ ଭିତରେ ଯଦି ସତ୍ୟତା ଥିବ ତେବେ ସେମାନେ ତାଙ୍କୁ ଡକେଇ ଥିବେ ତାହେଲେ ସେଥିରେ କିଛି ଅସୁବିଧା ନାହିଁ । ଏଥିର ଭୁଲ ହେଲା କି ସେମାନଙ୍କ ଅ-ନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉଠାଇବା ଆଉ ତାଙ୍କୁ ଧମକ ଦେଇ ତାଙ୍କ ଠାରୁ ପଇସା ହଡ଼ପ କରିବା। ଏଥିରେ ବଡ ବଡ ଲୋକଙ୍କୁ ପଚରା ଉଚରା କରିବା କିମ୍ବା ତାଙ୍କୁ ଆଗକୁ ଆଣିବା କିଛି ଆବଶ୍ୟକ ନାହିଁ । ବର୍ତମାନ ସମୟ ରେ ଗଣମାଧ୍ୟମ ରେ ଏହି କଥା ସୁଣିବାକୁ ମିଳୁଛି କି ସେ ପ୍ରତିଶୋଦ କରିବା ଆଶାରେ କରୁଛନ୍ତି ତେବେ ଏହିଥିରେ କୈଣସି ଅସୁବିଧା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ