
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନିତି ଶାସ୍ତ୍ର ଅନୁସାରେ ମହିଳା ଏବଂ ପୁରୁଷ ମାନଙ୍କ ବିଷୟ ରେ ଏଭଳି ତିନଟି କାମ ବିଷୟ ରେ ଜଣାଇବୁ ଯାହାକି ଉଭୟ ମହିଳା ଏବଂ ପୁରୁଷ ମାନଙ୍କୁ ଏହି ତିନଟି କାମ କରିବା ପାଇଁ ହେଲେ କେବେ ହେଲେ ଲଜ୍ଜ୍ୟା ଅନୁଭବ କରିବା ଉଚିତ୍ ନୁହେଁ । ତେବେ ବନ୍ଧୁଗଣ ସେହି ତିନଟି କାର୍ଯ୍ୟ ରହିଛି ଯାହାକି ଉଭୟ ମହିଳା ଏବଂ ପୁରୁଷ ମାନଙ୍କୁ ଲଜ୍ଜ୍ୟା ଅନୁଭବ କରିବା ଉଚିତ୍ ନୁହେଁ ସେ ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନିତି ଶାସ୍ତ୍ର ରେ ଅନୁସାରେ ଜଣେ ବ୍ୟକ୍ତି କୁ ତାର ଜୀବନ ରେ ସମସ୍ତ କାର୍ଯ୍ୟ ପ୍ରତି ସରମ ଏବଂ ଇଜ୍ଜତ କରିବା ଦ୍ୱାରା ସମାଜ ରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ , ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଏପରି କିଛି କାମ ରହିଛି ଯାହାକି ଆପଣ ମାନେ ଏହି ତିନି ଟି ସ୍ଥାନ ରେ କେବେ ହେଲେ ସଂଙ୍କୋଚ ହେବା ଅନୁଚିତ୍ ।
ତେବେ ପ୍ରଥମ ରେ ହେଉଛି , ନିଜର ଟଙ୍କା ଅନ୍ୟ ମାନଙ୍କୁ ମାଗିବା । ତେବେ ଯେ କୈଣସି ମଣିଷ ଟଙ୍କା କୁ ନେଇ କୈଣସି ପ୍ରକାର ର ବେପାର କରିଥାଏ ତେବେ ତାକୁ ତାର ପ୍ରାପ୍ୟ ଟଙ୍କା ମାଗିବା ପାଇଁ ହେଲେ ତାକୁ କେବେ ହେଲେ ସଂଙ୍କୋଚ ମନେ ନ କରିବା ଉଚିତ୍ ନଚେତ୍ ଆପଣ ଙ୍କ ପାଖରେ ଧନ ର ଅଭାବ ଦେଖା ଦେଇପାରେ ।
ତେବେ ବନ୍ଧୁଗଣ ଦ୍ୱିତୀୟ ରେ କୁହାଯାଇଛି କି ଗୁରୁଙ୍କୁ ପ୍ରଶ୍ନ ପଚାରିବା , ତେବେ କୁହାଯାଏ କି ଗୁରୁ ହେଉଛନ୍ତି ଅନ୍ଧାର ରୁ ଆଲୋକ ପ୍ରଦାନ କରନ୍ତି ଅର୍ଥାତ ସେ ତାଙ୍କର ଶିଶ୍ୟ ମାନଙ୍କୁ ଜ୍ଞାନ ପ୍ରଦାନ କରି ତାଙ୍କୁ ସର୍ବଶ୍ରେଷ୍ଠ କରାନ୍ତି । ତେବେ ଯଦି ଆପଣ ମାନେ ସଂଙ୍କୋଚ ମନେ କରି ନିଜର ପ୍ରଶ୍ନ ଯାହାକି ଆପଣ ଙ୍କ ର ମନରେ ସନ୍ଦେହ ରହିଥାଏ ତାହା ଯଦି ଆପଣ ମାନେ ଗୁରୁ ଙ୍କୁ ନ ପଚାରନ୍ତି ତେବେ ଆପଣ ମାନଙ୍କ ମନରେ ରହିଥିବା ସେହି ସନ୍ଦେହ କେବେ ହେଲେ ଦୂର ହୋଇ ପାରିବ ନାହିଁ । ଯାହା ଦ୍ୱାରା ଆପଣ ମାନେ ସବୁ ଦିନ ପାଇଁ ସେହି ବିଷୟ ରେ ଅଜଣା ହୋଇ ରହିଯିବେ । ତେଣୁ ଆପଣ ମାନେ କେବେ ହେଲେ ଗୁରୁଙ୍କୁ ପ୍ରଶ୍ନ ପଚାରିବାରେ ସଂଙ୍କୋଚ ମନେ କରନ୍ତୁ ନାହିଁ ।
ତେବେ ବନ୍ଧୁଗଣ ତୃତୀୟ ରେ ହେଉଛି ଖାଦ୍ୟ ଖାଇବା ପାଇଁ ଲଜ୍ଜ୍ୟା ଅନୁଭବ କରିବା , ତେବେ ଯଦି କେହି ମଣିଷ ଖାଇବା ସମୟ ରେ ଲଜ୍ୟା ମନେ କରି ଖାଇବା ପାଇଁ ଲଜ୍ୟା କରିଥାଏ , ତେବେ ସେପରି ମଣିଷ ଭୋକ ଉପାସ ରେ ମରିଥାଏ । ତେଣୁ ଆପଣ ମାନେ କେବେ ହେଲେ ଖାଇବା ସମୟ ରେ ଲଜ୍ୟା ମନେ କରନ୍ତୁ ନାହିଁ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।