ବାଟ ଛାଡ଼ ଗୋପାଳ ଆସୁଛି ଓ ହସି ହସି ଯାଇଥିବା ଗୋପାଳ ଘାଇଲା ହୋଇ ଫେରୁଛି ଓଡ଼ିଶା

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଝାଡସୁଗୁଡା ରେ ଗୋଟିଏ ଚର୍ଚ୍ଚା ଚାହା ଖଟି ରେ ଚର୍ଚ୍ଚା ମନିଂ ୱାର୍କରେ ଚର୍ଚ୍ଚା । ଘାଇଲା ଗୋପାଳ ଫେରୁଛି ଓଡିଶା । ହଁ ବନ୍ଧୁଗଣ ଆଜି ଓଡିଶା ଫେରିବ ଗୋପାଳ । ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କ ହ-ତ୍ୟା-କାରୀ । ହଁ ଆଜି ଓଡିଶା ଫେରିବ ଏବଂ ସୋମବାର କୋର୍ଟରେ ହାଜର ହେବ । ସରିଛି ଅଭିଯୁକ୍ତ ଗୋପାଳ ଦାସ ର ନାର୍କୋ ଟେଷ୍ଟ ।

ଆଉ ଗୁଜୁରାଟ ର ଗାନ୍ଧି ନଗର ରେ ଯେତେ ବେଳେ ନାର୍କୋ ଟେଷ୍ଟ ସରିଛି । ସେତେ ବେଳେ କୁଆଡେ ଗୋପାଳ ର ଦେହ ଖରାପ ହୋଇଜାଇ ଥିଲା । ଆଉ ଏବେ ଆଜି ଘାଇଲା ଗୋପାଳ ଫେରୁଛି ଓଡିଶା । ଏଠି କହି ରଖିବା ପାଇଁ ଚାହିଁବୁ କି କାଲି ଯେତେ ବେଳେ ନାର୍କୋ ଟେଷ୍ଟ କରାଜଇ ଥିଲା ଗୋପାଳର ଠିକ୍ ସେତିକି ବେଳେ ଇଂଞେକ୍ସନ ଦିଆଜାଇ ଥିଲା । ଆଉ ଗୋପାଳ ବେହୋସ ହୋଇଜାଇ ଥିଲା । କିଛି ଘଣ୍ଟା ପାଇଁ ତାକୁ ଅବଜର୍ବେଶନ ରେ ରଖାଜାଇ ଥିଲା । ଆଉ ସେ ଅସୁସ୍ଥ ହୋଇ ପଡିଥିଲା ।

gopal 3

ସ୍ୱତନ୍ତ୍ର ଡାକ୍ତରୀ ଦଳ ତା ଉପରେ ନଜର ରଖିଥିଲେ । ଆଉ ସେଠାରୁ ତା ଦେହ ଟିକେ ସ୍ୱାସ୍ଥ୍ୟ ହେବା ପରେ ଆଜି ତାକୁ ଓଡିଶା ଅଣା ଯାଉଛି । ଆଉ କିଛି ସମୟ ପରେ ସେ ଓଡିଶା ରେ ପହଁଚିବ । ଆଉ ଆଜି କୋର୍ଟରେ ହାଜର ହେବ । ଏଠି କହି ରଖିବାକୁ ଚାହିଁବୁ 13 ତାରିଖ ସୋମବାର ବା ଆଜି ଗୋପାଳ ର ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଅବଦ୍ଧି । ଆଉ ଠିକ୍ ଏତିକି ବେଳେ କୋର୍ଟ ରେ ହାଜର ହେବ ଗୋପାଳ ।

ଠିକ୍ ତାହା ପୂର୍ବରୁ ଆଜି ଓଡିଶା ଫେରୁଛି ଗୋପାଳ । ହଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କ ହ-ତ୍ୟା-କାରୀ । ଆଉ ଏମିତି କିଛି ଖବର ସୁଣି ସାରିବା ପରେ ଝଡସୁଗୁଡା ରେ ଚାରିଆଡେ ଚର୍ଚ୍ଚା । ଘାଇଲା ଗୋପାଳ ଫେରୁଛି ଓଡିଶା । ତେବେ ସବୁଠାରୁ ବଡ କଥା ହେଲା କାଲି ଯେତେ ବେଳେ ଗୋପାଳ କୋର୍ଟ ରେ ହାଜର ହେବ । ଅତ୍ୟାଧୁନିକ ଜ୍ଞାନ କୈଶଳ ରେ ହେଉଥିବା ସମସ୍ତ ପରିକ୍ଷା ଟାଙ୍କି ଭଇତରୁ ଯେଉଁ କାଗଜ ବାହାରିଲା ସେହିଥିରେ କଣ ଲେଖା ଥିଲା ।

go

ଗୋପାଳ ଇଂଞେକ୍ସନ ନେବା ପରେ ଆଉ ବେହୋସ ହେବା ପରେ ସେ କଣ କହିଲା । ଆଉ ଫୁଟି ଥିବା ବନ୍ଧୁକ ର ବାଲେଷ୍ଟିକ୍ ରିପୋର୍ଟ ଆଜି କୋର୍ଟ ରେ ଦାଖଲ କରିବ କ୍ରାଇମ ବ୍ରାଞ୍ଚ । ଆଉ ଦେଖିବାକୁ ବାକି ରହିଲା ଅତ୍ୟାଧୁନିକ ଜ୍ଞାନ କୈଶଳ ରେ ହୋଇଥିବା ଏଙି ପରିକ୍ଷା ତଦନ୍ତ ର କେଉଁ ଦିଗ କୁ ବାଟ କଢାଉଛି । ଜାହା ସମସ୍ତ ଜାଣିବାକୁ ମନ ବଳାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ