‘ବଡି ଓ ଫିଲିଙ୍ଗ କୁ ଅଲଗା ରଖି, କେବଳ ବଡି ପାଇଁ ଆଜିର ଝିଅ-ପୁଅ ମାନେ ଲିଭ ଇନରେ ରହୁଛନ୍ତି, ଦେହ ଭୋକ ମରିଗଲା ପରେ ସେମାନେ…’

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସାରା ଭରତ ରେ ପ୍ରେମିକ ଅଫତାବଙ୍କ କଳା କାର୍ଣ୍ଣମା କୁ ନେଇ ଚର୍ଚ୍ଚା । ଅଫତାବ ନିଜ ପ୍ରେମିକା ଶ୍ରଦ୍ଧା ଙ୍କୁ ହ-ତ୍ୟା କରି 35 ଖଣ୍ଡ କରି ଦିଲ୍ଲୀ ର 35 ଟି ସ୍ଥାନରେ ଫିଙ୍ଗି ଦେଇଛି । ଏହି ଭଳି ଜଘନ୍ୟ ହ-ତ୍ୟା-କା-ଣ୍ଡ କରିଥିବା ଅଫତାବ ଏବେ ପୋଲିସ ହାତରେ ଗିରୋଫ ହୋଇଛି । ଏହି ଘଟଣା କୁ ନେଇ ଏବେ ଜଣେ ମହିଳା ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ଆଉ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବା ପାଇଁ ଯାଉଛୁ ।

ତେବେ ଏଠାରେ ମହିଳା ଜଣଙ୍କ କହିବା ଅନୁସାରେ ମହିଳା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋ ମତରେ ପିଲା ଖୋଜିବା କି ଝିଅ ମାନଙ୍କର ଭଲ ପାଇବା ଏ ଦୁଇଟି ଜିନିଷ ସଂପୂର୍ଣ୍ଣ ଅଲଗା । ଭଲ ପାଇବା ସବୁବେଳେ ଅନ୍ତରରୁ ଆସିବା ଦରକାର ଆଉ ଏବେ ସେ ଜିନିଷ ଆସୁନି । ଆଉ ଯଦି ଲିଭ ଇନ ରିଲେସନସିପ କଥା କହିବି ତା ହେଲ ଯୁବପିଢି ମାନେ କେବଳ ଚାହୁଁଛନ୍ତି ତାଙ୍କ ଫିଲିଙ୍ଗ୍ସକୁ ଅଲଗା ରଖି କେବଳ ନିଜ ବଡି ପାଇଁ ହିଁ ସମାନେ ଯାଉଛନ୍ତି ।

girls

ଆଉ ଏହି କେସ ରେ ସେ 18 ଗୋଟି ଜାଗାରେ ଖଣ୍ଡ ଖଣ୍ଡ କରି ପକେଇଛି । ଏହା ମୁଁ ଭାବୁନାହିଁ ଯେ ପ୍ରେମ ପାଇଁ ହୋଇଛି କାରଣ ପ୍ରେମରେ କେବେବି କେହି ଏତେ ନିର୍ଜାତନା ଦେଇ ପାରେ ନାହିଁ । ଆମେ ଯଦି କେବେ କାହା ସହିତ କିଛି ଦିନ ବା କିଛି ମିନିଟ ଭଲ ସମୟ ବିତେଇ ଥିବା ତେବେ ଏତେ ବି ନିର୍ଜାତନା ଦେଇ ପାରିବା ନାହିଁ । ଆଉ ଆଜିର ସମୟ ରେ ଯୁବ ପୀଢି ମାନେ ଲିଭଇନ ରିଲେସନ କୁ ଅଧିକ ପରିମାଣ ରେ ଭଲ ପାଇବା ମାନେ ସେମାନଙ୍କୁ ଘରଠାରୁ ପର୍ମିଶନ ମିଳିଯାଉଛି ।

ଜାହା ଆଗରୁ ଆମେ ମାନେ ଜୟେଣ୍ଟ ପରିବାର ରେ ରହୁଥିଲୁ ସେହିଥି ପାଇଁ କିଛି ବି ପର୍ମିଶନ ମିଳୁ ନଥିଲା । ହେଲେ ବର୍ତମାନ ସମୟ ରେ ଯେହେତୁ ଘର ଠାରୁ ପର୍ମିଶନ ମିଳୁଛି ତେବେ ଝିଅ ମାନେ ବାହାରେ ରହୁଛନ୍ତି ସେମାନେ କେତେବେଳେ କୁଆଡେ ଗଲେ କଣ କରିଲେ ସେମାନଙ୍କୁ କେହିବି ରୋକ ଠୋକ କରିବା ପାଇଁ ନାହିଁ । ସେହିଥି ପାଇଁ ମୁଁ ଆଗ ଘର ଲୋକଙ୍କୁ ହିଁ ଦୋଷ ଦେବି ସବୁ ବେଳେ ସେମାନେ ଝିଅଙ୍କୁ ସମ୍ଭାଳି ରଖନ୍ତୁ । ଏହା ସହିତ ଖାଦ୍ୟ ପାଇଁ ବି ସେ-କ୍ସ ଇଚ୍ଛା ବୃଦ୍ଧି ପାଏ ଜାହାକୁ ଆମ ମାନଙ୍କୁ ଧ୍ୟାନ ଦେବା ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ