Exclusive ଭିଡ଼ିଓ – ସ୍ୱାମୀ ଛୁଆଙ୍କୁ ଛାଡ଼ି ଘର ମାଲିକ ପୁଅ ସହିତ ମା ଫେରାର ,ଦେଖନ୍ତୁ ଏହି Viral ଭିଡ଼ିଓ ଟିକୁ…

husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବହୁତ ଅଦ୍ଭୁତ ଘଟଣା ମାନ ଦେଖିବା ପାଇଁ ମିଳୁଛି । ବହୁତ ସମୟ ରେ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କୁ ଛାଡି ପଳାଉ ଥିବାର ଦେଖିବା ପାଇଁ ମିଳୁଛି । ଏହି ପରି ଏବେ ନୂଆ ନୂଆ ଘଟଣା ମାନ ଘଟୁଛି । ତେବେ ଏମିତି ବେଳେ ସ୍ତ୍ରୀ ମଧ୍ୟ ମିଡିଆ ଆଗରେ ନିଜର ମନ୍ତବ୍ୟ ରଖିଛି । ତେବେ ଏଠାରେ ସେ ନିଜର ନାମ ପ୍ରିୟଙ୍କା ବେହେରା ବୋଲି କହିଛନ୍ତି ।

ଏବେ ଯାଏ ମୋର ଡିଭର୍ସ ହୋଇନାହିଁ । ମୋ ସ୍ୱାମୀ ଆଉ କାହାକୁ ବିବାହ କରି ବାରିପଦା ରେ ରହୁଛନ୍ତି ବୋଲି ମୁଁ ଏବେ ସୁଣିବା ପାଇଁ ପାଇଲି । ସେମିତି ରେ ଆପଣ ମାନେ ଜାଣିଛନ୍ତି । ପ୍ରେମ ମାନେ ବୟସ ର କୈଣସି ତାରତମ୍ୟ ରେହ ନାହିଁ । କେତେ ବେଳେ କାହାକୁ ପ୍ରେମ ହୋଇଥାଏ ତାହା ଜାଣି ହୁଏ ନାହିଁ । ତେବେ ବିବାହ ର 13 ବର୍ଷ ପରେ ସ୍ତ୍ରୀ ସ୍ୱାମୀ କୁ ଛାଡିଛି ବୋଲି କହି ସ୍ତ୍ରୀ ଏବେ ମିଡିଆ ସାମ୍ନା ରେ ମନ୍ତବ୍ୟ ରଖିଛନ୍ତି ।

women3

ତେବେ ସେ କହିଛନ୍ତି ମୁଁ ପ୍ରିୟଙ୍କା ବେହେରା ଯେହେତୁ ମୋର ଏବେ ଯାଏ ଡିଭର୍ସ ହୋଇନାହିଁ । ହେଲେ ମୋ ସ୍ୱାମୀ ଆଉ କାହାକୁ ବିବାହ କରି ବାଇପଦା ରେ ରହୁଥିବାର ମୁଁ ସୁଣିବାକୁ ପାଉଛି । ପ୍ରେମ ମାନେ ନାହିଁ ତାମତମ୍ୟ ବୟସ ପ୍ରେମ କେତେ ବେଳେ ବି କାହା ସହିତ ହୋଇପାରେ । ତେବେ ଏଠାରେ ବିବାହ ର 13 ବର୍ଷ ପରେ ସ୍ତ୍ରୀ ସ୍ୱାମୀ ଙ୍କୁ ଛାଡି ହୋଇଗଲା ଫେରାର ପରେ ଦୁହେଁ ପ୍ରେମିକ ପ୍ରେମିକା ଖୁସୀ ରେ ରହୁଥିଲେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଘଟଣା ଟି ହୋଇଛି ବାଲେଶ୍ୱର ନୀଳଗିରି ଅଞ୍ଚଳ ରେ ହୋଇଥିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଏହି ଘଟଣା ରେ ବର୍ତମାନ ସମୟ ରେ ସ୍ତ୍ରୀ ମୁହଁ ଖୋଲିଛି ଯେ ମୁଁ ପ୍ରିୟଙ୍କା ବେହେରା ମୋ ସ୍ୱାମୀ ଆଉ ଜଣଙ୍କୁ ବିବାହ କରି ବାରିପଦା ରେ ବିବାହ କରିଛନ୍ତି । ତେବେ ଏମିତି ରେ ବିବାହ ପରେ ବି ନିଜର ପତ୍ନୀ ଙ୍କୁ ଛାଡି ଆଉ ଜଣଙ୍କୁ ମନ ଦେଇଛନ୍ତି । ଏବଂ ପରେ ନିଜ ସ୍ତ୍ରୀ କୁ ଛାଡି ଆଉ କାହା ସହିତ ପଳେଇଯାଉଛନ୍ତି ।

ଏମିତି ସବୁ ସୁଣି ସ୍ତ୍ରୀ ଏବେ ମିଡିଆ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ମୋର ଡିଭର୍ସ ହୋଇନଥିବା ସ୍ୱତେ ବି ମୋ ସ୍ୱାମୀ ଆଉ କାହ ସହିତ ବିବାହ କରି ଜାଇ ବାରିପଦା ରେ ରହୁଛନ୍ତି ବୋଲି ତେବେ ଆଜିର ସମାଜ ରେ ଏମିତି ସବୁ ଘଟଣା ମାନ ବହୁତ ନିନ୍ଦନିୟ ଅଟେ । ତେବେ ବନ୍ଧୁଗଣ ଏହି ସବୁ କୁ ନେଇ ଆପଣ ମାନଙ୍କ ମତାମତ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ