ଶ୍ରମଯୋଗୀ ମାନଧନ ଯୋଜନା ରେ ମାସକୁ ମିଳିବ 3000 ଟଙ୍କା , କେମିତି ପାଇବେ ଏବଂ ଆପ୍ଲାୟ କରିବାର ସଂମ୍ପର୍ଣ୍ଣ ପ୍ରସେସ୍ ଜାଣନ୍ତୁ ।

PM

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଜନକଲ୍ୟାଣ ଯୋଜନା ରେ ବହୁତ କିଛି ଯୋଜନା କୁ ଛଲାଉଛନ୍ତି । ଯେମିତି କି ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ପ୍ରଧାନ ମନ୍ତ୍ରୀ ସମଯୋଗୀ ମାନ୍ଧ୍ର ଯୋଜନା ଅଟୋପେଡିକାଟ ଯୋଜନା ଏମିତି ବହୁତ ଯୋଜନା ସେ ଚଳାଉଛନ୍ତି । ସେମିତି ରେ ଆମେ ଆଜି ଏଠାରେ ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ।

ବନ୍ଧୁଗଣ ଆପଣ ମାନେ ଯଦି ଜଣେ ଦିନ ମଜୁରିଆ , ପ୍ରଭାସି ଶ୍ରମିକ ଏବଂ ଆପଣ ମାନେ କୈଣସି ଛୋଟ ବଡ ବିଜନେସ୍ କରୁଛନ୍ତି । ଯାହାର ମାସିକ ଆୟ ହେଲା 15000 ହଜାର ରୁ କମ୍ ଅଟେ କିମ୍ବା ଆପଣ ମାନେ କୈଣସି ପେନସନ ପାଉ ନାହାଁନ୍ତି । ତେବେ ଆପଣ ମାନେ ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ରେ ଅନ୍ତର୍ଭଉକ୍ତ ହୋଇ ପାରିବେ । ଏବଂ ଏହି ସୁବିଧା ରେ ଆପଣ ମାନେ ମାସକୁ 3000 ହଜାର ଟଙ୍କା ପାଇ ପାରିବେ ।

PM

ବନ୍ଧୁଗଣ ଆପଣ ମାନେ କେମିତି ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ରେ ଆପ୍ଲାୟ କରିବେ ସେହି ବିଷୟ ରେ ଜଣେଇବୁ । ଏହି ଯୋଜନା କେଉଁ ମାନେ ଆପ୍ଲାୟ କରି ପାରିବେ । ଯେଉଁ ମାନେ ଦିନ ମଜୁରିଆ , ପ୍ରଭାସି ଶ୍ରମିକ ଏବଂ ଆପଣ ମାନେ କୈଣସି ଛୋଟ ବଡ ବିଜନେସ୍ କରୁଛନ୍ତି । ଯେଉଁ ମାନେ ମାସିକ ଆୟ ହେଲା 15000 ହଜାର ରୁ କମ୍ ଅଟେ କିମ୍ବା ଆପଣ ମାନେ କୈଣସି ପେନସନ ପାଉ ନାହାଁନ୍ତି । ସେମାନେ ଚାହିଁଲେ ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ରେ ଅନ୍ତର୍ଭଉକ୍ତ ହୋଇ ପାରିବେ । ଏବଂ ଏହା ଆପ୍ଲାୟ କରିବା ପାଇଁ ବୟସ ସୀମା 18 ରୁ 40 ବର୍ଷ ।

ଏହି ଯୋଜନା ରେ ଆପଣ ମାନଙ୍କୁ ନିଜର ବୟସ ଅନୁସାରେ କିଛି ଟଙ୍କା ଯମା କରିବାକୁ ହେବ । ଏବଂ ଯେତେ ବେଳେ ଆପଣ ମାନଙ୍କୁ 60 ବର୍ଷ ହେବ ତେବେ ଆପଣ ମାନଙ୍କୁ ଏହି ଯୋଜନା ରୁ ମାସିକ 3000 ହଜା ଲେଖାଏଁ ଏକ ପେନସନ ଆକାର ରେ ଆପଣ ମାନଙ୍କୁ ଏକାଉଣ୍ଟ କୁ ଆସିବ । ତେବେ ଏହି ଥିରେ ଯମା କରିବାର ରାଶି ହେଲା ଆପଣ ମାନେ 55 ଟଙ୍କା ରୁ ଆରମ୍ଭ କରି 200 ଟଙ୍କା ପର୍ଯ୍ୟନ୍ତ ଏହି ଥିରେ ନିବେଶ କରି ପାରିବେ ।

ଏହା ସହିତ ଆପଣ ମାନଙ୍କ ବ୍ୟଙ୍କ୍ ଏକାଉଣ୍ଟ ରୁ ପ୍ରତି ମାସ 55 ଟଙ୍କା ରୁ ଆରମ୍ଭ କରି 200 ଟଙ୍କା ମଧ୍ୟ ରେ ବୟସ ଅନୁସାରେ କଟି ଚାଲିବ । ଏହା କୁ ଆପ୍ଲାୟ କରି ପାରିବା ପାଇଁ ଆଧାର କାର୍ଡ , ବ୍ୟଙ୍କ୍ ପାସବୁକ୍ , ଏବଂ ଆପଣ ମାନଙ୍କର ଦସ୍ତଖତ ଜରୁରୀ । ତେବେ ଏହା ପାଇଁ ଆପଣ ମାନଙ୍କୁ CSC କେନ୍ଦ୍ର ବା ଜନସେବା କେନ୍ଦ୍ର ମାଧ୍ୟମ ରେ ଜାଇ ଆପଣ ମାନେ ଆପ୍ଲାୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *