ଟୁଙ୍ଗୁରୁ-ବର୍ଷାଙ୍କ ଭାଇରାଲ ଖବରକୁ ନେଇ ମୁହଁ ଖୋଲିଲେ ଆଇନଜୀବୀ Bana Mohanty କହିଲେ ‘ବର୍ଷା ଗୋଟିଏ ଖରାପ ଚରିତ୍ର ଲେଡି, ତାକୁ ସବୁ ଦିନ…’ ଦେଖନ୍ତୁ Video

Bana Mohanty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ ଆଇନ ଜୀବି ବନ ମହାନ୍ତି ଯେ ସୋସିଆଲ ମିଡିଆ ରେ କେଉଁ ବାର୍ତ୍ତା ଭାଇରଲ ହେଉଛି । ବର୍ଷା ଜଣେ ସେ-କ୍ସ ଆଡିକ୍ଟେଡ ଲେଡି ଟୁଙ୍ଗୁରୁ ଜଣେ ଦଣ୍ଡା ବାଳୁଙ୍ଗା ଅଟେ ହେଲେ ଏମାନଙ୍କର କୈଣସି ଲୋକଲଜ୍ୟା ନାହିଁ । ଗଣମାଧ୍ୟମ ପ୍ରତିନୀଧି ମାନଙ୍କୁ ଯେଉଁଭଳି ଭାବେ ଅଶ୍ଲୀଳ ଭାଷା ରେ ଗାଳି ଗୁଳଜ କରି ହାତ ଉଠେଇଥିଲା । ଏହା ବିରୋଧ ରେ କାର୍ଯ୍ୟାନୁଷ୍ଟାନ ନେବା କଥା ମାତ୍ର ଆଜି ସେମାନଙ୍କୁ ସିନେମା ରେ ହିରୋ କରେଇବାରେ ବସିଛନ୍ତି ।

ତେବେ ବନ୍ଧୁଗଣ ଏମିତି କିଛି ମନ୍ତବ୍ୟ ଦେଉଛନ୍ତି ଆଇନ ଜୀବି ବନ ମହାନ୍ତି । ତଥା ଏମିତି ରେ ସେ ଏହା ବି କହିଛନ୍ତି ଯେ ସେ କହିଛନ୍ତି ଯେ ଏହା ଏକ ଛୋଟ ଘଟଣାଟି ଘଟିଥିଲା ଭରତପୁର ଥାନାରେକ ମାତ୍ର ଏହାକୁ ନେଇ ଏତେ ବଡ କରି ସାରି ବର୍ଷା ଏବଂ ଟୁଙ୍ଗୁରୁ ଭୋଳ ଉଭୟଙ୍କୁ ଫିଲ୍ମ ରେ ଅଫର ମିଳିବା ସହିତ ଉଭୟ ହିରୋ ହିରୋଇନ ହେବାରେ ବସିଲେଣି ?

bana

ହେଲେ ଏମାନଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଟାନ ନେବା ଜରୁରୀ ଅଟେ । ସେ ସମାଜ ପ୍ରତି କଳଙ୍କ ଅଟନ୍ତି । ଅଟୋରେ ଯାତାୟୋତ କରିବା ନିମନ୍ତେ ଯେଉଁ ଲୋକ ମାନେ ବିଶ୍ୱାସ କରୁଥିଲେ ସେହି ଲୋକ ମାନଙ୍କ ବିଶ୍ୱାସ କୁ ସେ ଭାଙ୍ଗିଛି ଲୋକ ମାନେ ଆଉ କେହି ବି ଅଟୋ ବାଲା କୁ ଆଉ ବିଶ୍ୱାସ କରୁନାହାଁନ୍ତି । ମାତ୍ର ସେ ହେଲେ ଜଣେ କଳଙ୍କ ତାଙ୍କୁ ଗିରୋଫ କରି ତାଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଉଚିତ ।

ଯେଉଁ ଭଳି ଭାବେ ଭାଷା ବା ଟୁଙ୍ଗୁରୁ ର ଭାବଢଙ୍ଗ ସେହି ସବୁ କୁ ନିନ୍ଦା କରିଛନ୍ତି ଆଇନ ଜୀବି ବନ ମହାନ୍ତି । ମାତ୍ର ଯେଉଁଭଳି ଭାବେ ଟୁଙ୍ଗୁରୁ ଆପେକ୍ଷ କଥା ହେଲା ତାହା ଆଦୌ ଗ୍ରହଣିୟ ନୁହେଁ । ତେବେ ନିଶ୍ଚିତ ଭାବେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ହେବ । ଆଜି କଟକରେ ଏହିଭଳି ହୋଇଛି କାଲିସକାଳେ ଭୁବନେଶ୍ୱର ତଥା ରାଜ୍ୟରେ ମଧ୍ୟ ହୋଇପାରେ ।

ସବୁ ଅଟୋ ଚାଳକ ମଧ୍ୟ ଏକା ଦେଖି କରିବାକୁ ମଧ୍ୟ ପଛେଇବେନି ଟୁଙ୍ଗୁରୁ ଏବଂ ବର୍ଷା ଙ୍କ ନାମରେ ବହୁତ ଅଭିଯୋଗ ଆଣିଲେ ତେଣୁ ସେମାନେ ଗିରୋଫ ନିଶ୍ଚିତ ହେବା ଦରକାର ଏହା ଏକ ଲଜ୍ୟାଜନକ ପରିସ୍ଥିତି ଅଟେ ବୋଲି ଯୁକ୍ତି କରିଛନ୍ତି ଆଇନ ଜୀବି ବନ ମହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *