ଗାର୍ଲଫ୍ରେଣ୍ଡ ଙ୍କ ସହିତ ଶେଷ ଭିଡ଼ିଓ କଲ ହେଲା ଭାଇରଲ…

girlfriend

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଅଭିନେତା ମିହିର ଦାସଙ୍କ ପର ଲୋକ ହେଇଥିଲା ଏବଂ ସିନେ ଇଣ୍ଡରଷ୍ଟ୍ରି ଭାଙ୍ଗି ପଡିଥିଲେ ଆଉ ଏବେ ମିହିର ଦାସଙ୍କ ସାନ ପୁଅ ଆଉ ନାହାନ୍ତି । ସାତ ଦିନ ହେବ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ ଆଉ କାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମାଆଙ୍କ ମୃ-ତ୍ୟୁ ତାପରେ ବାପାଙ୍କ ମୃ-ତ୍ୟୁ ଆଉ ଏବେ ସାନ ଭାଇର ମୃ-ତ୍ୟୁ ଏସବୁ ଅଭିନେତା ଅମ୍ଳାନ ମହାନ୍ତିଙ୍କ ମନ ବଳ ଭାଙ୍ଗି ଦେଇଛି ।

ହଁ ଦର୍ଶକ ବନ୍ଧୁ ମିହିର ଦାସଙ୍କ ସାନ ପୁଅଙ୍କ ମୃ-ତ୍ୟୁ ହେଇଛି ,ମିହିର ଦାସଙ୍କ ଦୁଇ ପୁଅ ଥିଲେ ବଡ଼ ପୁଅ ଅମ୍ଳାନ ଆଉ ସାନ ପୁଅ ଅକ୍ଲାନ୍ତ ଯାହାଙ୍କର ମୃ-ତ୍ୟୁ ହେଇଛି । ଆଉ ତାଙ୍କର ମୃ-ତ୍ୟୁ ପରେ ଏବା ସାରା ଓଡିଶା ରେ ଦୁଖଃର ଲହରୀ ଖେଳିଜାଇଛି । କାହିଁକି ନାଁ ଅକ୍ଲାନ୍ତ ହେଲେ ବରିଷ୍ଟ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ଥିଲେ ଅକ୍ଲାନ୍ତ । ଆଉ ତାଙ୍କ ମୃ-ତ୍ୟୁ ରେ ଆଜି ସାରା ଓଲିଉଡ ଇଣ୍ଡଷ୍ଟ୍ରୀ କାନ୍ଦୁଛି ।

alk

ସେହି ପରି ବନ୍ଧୁଗଣ ଅକ୍ଲାନ୍ତ ଙ୍କର ଗୋଟିଏ ଭିଡିଓ ଭାଇରଲ ହେଉଛି ସୋସିଆଲ ମିଡିଆରେ ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅକ୍ଲାନ୍ତ କେମିତି ନିଜର ଗାର୍ଲଫ୍ରେଣ୍ଡ ଙ୍କ ସହିତ କେମିତି ଭିଡ଼ିଓ କଲ ରେ କଥା ହେଉଥିଲେ । ଏହି ସବୁ ଫୋଟ ଆଜି ତାଙ୍କର ଗର୍ଲଫ୍ରେଣ୍ଡ ସୋସିଆଲ ମିଡିଆ ରେ ସେୟାର କରିବା ପରେ ବହୁତ ଜୋର ଭାଇରଲ ହେବାରେ ଲାଗିଛି ।

ଏହିଥିରେ ତାଙ୍କ ଗର୍ଲଫ୍ରେଣ୍ଡ ଲେଖିଛନ୍ତି କି ସେ ତାଙ୍କୁ କେତେ ମିଶ୍ କରୁଛନ୍ତି ବୋଲି । ଆଉ ତାଙ୍କର ମୃ-ତ୍ୟୁ କୁ ନେଇ ସେ କେତେ ଦୁଖଃ ପ୍ରକାଶ କରୁଛନ୍ତି ବୋଲି । ଗତ 1 ମାସ ଧରି ସେ ଏମ୍ସ ରେ ନିଜର ଲିଭର ଜନିତ ସମସ୍ୟା ପାଇଁ ଟ୍ରିଟମେଣ୍ଟ ହେଉଥିବା ବେଳେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହୋଇଥିଲା ଏବଂ ଶେଷରେ ସେ ଆମ ସମସ୍ତ ଙ୍କୁ ଛାଡି ଆର ପାରିକୁ ଚାଲି ଜାଇଥିଲେ ।

ସେହି ପରି ବର୍ତମାନ ସମୟ ରେ ଅକ୍ଲାନ୍ତ ଙ୍କର ଏହି ମୃ-ତ୍ୟୁ ରେ ସାରା ଓଲିଉଡ ଜଗତ ବି ଭାଙ୍ଗି ପଡିଛି । ତେବେ ଆମେ ଅକ୍ଲାନ୍ତ ଙ୍କ ଆତ୍ମାର ସଦଗତି ପାଇଁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ