ଲାଲ ଟୁକଟୁକ ସାଧବ ବୋହୂ ବେଶରେ ଠୁମକା ଲଗାଇଲେ କନ୍ୟା |

kanya

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହା ମଣ୍ଡପରେ ନାଚିଲେ କନିଆଁ । ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର । ଯାହାର ଭିଡିଓ ହେଉଛି ଭାଇରାଲ । ନାଚ ଗୀତ ବିନା ବିଭାଘର ଅଧୁରା ଲାଗିଥାଏ । ଭୋଜି ଏବଂ ବ୍ୟାଣ୍ଡବାଜା ପରେ ବି ବିବାହ ଜମେ ନାହିଁ । ଯେପର୍ଯ୍ୟନ୍ତ ବରଯାତ୍ରୀ ପୁରା ଦମଦାର ଡ୍ୟାନ୍ସ କରିନଥାନ୍ତି । କିନ୍ତୁ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କନିଆଁ ନଜେ ଏତେ ଜୋରରେ ଡ୍ୟାନ୍ସ କରୁଛନ୍ତି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବର ଏବଂ କନିଆଁ ମଣ୍ଡପ ଉପରେ ଅଛନ୍ତି ଏହି ସମୟରେ ଏକ ଗୀତ ବାଜୁଛି । ଗୀତରେ ତାଳେ ତାଳେ ସେଠାରେ ଉପସ୍ଥିତ ଥିବା ଛୋଟ ଝିଅ ମାନେ ଡ୍ୟାନ୍ସ ଆରମ୍ଭ କରିବା କ୍ଷଣି କନିଆଁ ମଧ୍ୟ ଡ୍ୟାନ୍ସ ଆରମ୍ଭ କରିଦେଉଛନ୍ତି । ଏହି ସମୟରେ ବର କିମ୍ବା ଅତିଥି ମାନଙ୍କ ବିଷୟରେ ତିଳେ ମାତ୍ର ଚିନ୍ତା କରୁନାହାନ୍ତି । ସେ ଡ୍ୟାନ୍ସ କରିଚାଲନ୍ତି ।

Dance

ତାଙ୍କର ଏମିତି ଅଜବ ଡ୍ୟାନ୍ସ ଦେଖି ବର ଲାଜେଇବା ସହ ହସିବା ବନ୍ଦ କରିପାରୁ ନାହାନ୍ତି । କନିଆଁ ସଙ୍ଗେ ସଙ୍ଗେ ବରର ହାତ ଧରି ଟାଣି ଆଣି ଡ୍ୟାନ୍ସ କରିବା ପାଇଁ କହୁଛନ୍ତି । କିନ୍ତୁ ବର ହସିଦେଇ ଡ୍ୟାନ୍ସ କରିବାକୁ ମଧ୍ୟ ମନା କରୁଛନ୍ତି । ଏହି ମଜାଳିଆ ଭିଡିଓଟି ଜଣେ ଇଉଜରସ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଛନ୍ତି ।

ଏହି ଭିଡିଓକୁ ମିଲିୟନ ରୁ ମିଲିୟନ ଲୋକ ଦେଖି ସାରିଲେଣି । ହଜାର ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଏ କିଏ କନିଆଁ ବହୁତ ଖୁସି ଦେଖା ଯାଉଛନ୍ତି ବୋଲି ଲେଖିଥିବା ବେଳେ ଆଉ କିଛି ଇଉଜରସ୍ ଲେଖିଛନ୍ତି ଭଉଣୀ ଟିକେ ଭଲ ଡ୍ୟାନ୍ସ କରିଥାନ୍ତେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *