ଲଗାନ୍ତୁ ବିନା ଛତା ଵାଲା ସେଟପ ବକ୍ସ ଓ ସାରା ଜୀବନ ଫ୍ରି ରେ ଦେଖନ୍ତୁ ୧୫୦ ଟି ଚ୍ୟାନେଲ ।

Spread the love

ସମୟର ତାଳେ ତାଳେ ବିଜ୍ଞାନ ମଧ୍ୟ ଉନ୍ନତି କରୁଛି । ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଫଳରେ ମନୁଷ୍ୟର ଦୈନନ୍ଦିନ ଜୀବନ ଯାପନ ଅତି ସହଜସାଧ୍ୟ ହୋଇପାରିଛି । ଗତ କିଛି ଦିନ ତଳେ ଟ୍ରାଇ ଦ୍ୱାରା ପ୍ରଚଳିତ ନିୟମ ଦ୍ୱାରା ମାଧ୍ୟମ ବର୍ଗର ଲୋକମାନେ ଟିଭି ଦେଖିବାର ସୌଖିନିରୁ ସମ୍ୟକ ବର୍ତ୍ତୀ ଯାଇଛନ୍ତି । କିନ୍ତୁ ଆଉ ଡରିବାର ନାହିଁ ।

କଣ ଆପଣ ବି ଅଲଗା ଅଲଗା ଚ୍ୟାନେଲ ପ୍ୟାକର ମହଙ୍ଗା ଦାମ ଯୋଗୁ ଟିଭି ଚ୍ୟାନେଲ ଦେଖି ପାରୁ ନାହାଁନ୍ତି ? ଆଜି ଆମେ ଆପଣଂକ ପାଇଁ ଏକ ସୁଯୋଗ ଆଣିଛୁ ଯାହାଦ୍ୱାରା ଆପଣ ସବୁ ଦିନ ପାଇଁ ଫ୍ରିରେ ୧୫୦ଟି ଚ୍ୟାନେଲ ଦେଖି ପାରିବେ । କିଣିବା ଛଡା କିଣିବା ପରେ ଆପଣଙ୍କୁ ଅନ୍ୟ କୌଣସି ଦାମ ଦେବା ଦରକାର ନାହିଁ ।

ଯଦି ଆପଣଂକୁ ବି ଟିଭି ଦେଖିବା ପସନ୍ଦ ଓ ନୂଆ ଡିଟିହେଚ୍ ବକ୍ସ କିଣିବା ବିଷୟରେ ଭାବୁଛନ୍ତି ତେବେ ରହିଯାଆନ୍ତୁ । ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ପଢନ୍ତୁ । କାରଣ ଆପଣ ଏହା ଜାଣି ବହୁତ ଖୁସି ହେବ ଯେ ବଜାରରେ ଦମଦାର ହାଇ ସେଟପ ବକ୍ସ ଆସି ଯାଇଛି । ଯାହାର ଅନ୍ୟ ନାମ ଇଣ୍ଟରନେଟ ସେଟପ ବକ୍ସ ଅଟେ । ଏହି ସେଟପ ବକ୍ସକୁ ଆପଣ ଟିଭିରେ ଯୋଡି ବିନା ଛତାରେ ବା ବିନା ଡିସ ଆଣ୍ଟିନାରେ ୧୫୦ ଟି ଚ୍ୟାନେଲ ଦେଖି ପାରିବେ । ଯେବେକି ୧୦୦୦ ରୁ ଅଧିକ ଚ୍ୟାନେଲ ଇଣ୍ଟରନେଟରେ ଯୋଡି ଦେଖି ପାରିବେ । ଏଥିରେ ସବୁ ହେଚ୍ଡି ଓ ଏସ୍ଡି ଚ୍ୟାନେଲ ମଧ୍ୟ ସାମିଲ ଅଛି ।

ଆପଣଂକୁ ଜଣାଇ ଦେଉଛୁ ଯେ ଇଣ୍ଟରନେଟ ସହ ଯୋଡିବା ପାଇଁ ଏଥିରେ ୱାଇ-ଫାଇ ଓ ଲେନ କେବଲର ସୁବିଧା ଅଛି ଓ ଡଙ୍ଗଲ ଲଗାଇବା ପାଇଁ USB ପୋର୍ଟର ସୁବିଧା ବି ଦିଆ ଯାଇଛି ।

ଜାଣନ୍ତୁ ଦାମ ଓ କିପରି କିଣିବେ :

ଏହି ସେଟପ ବକ୍ସ ମେଡ଼ ଇନ ଇଣ୍ଡିଆ ଅଟେ । ଯାହାକୁ ସିଧା ମାର୍କେଟରୁ ଅବା ଅନଲାଇନରେ ମଧ୍ୟ କିଣି ପାରିବେ । ଏହାର ଦାମ କେବଳ ୧୫୦୦ ଟଙ୍କା ।

Share କରି ଅନ୍ୟଙ୍କୁ ଜଣାନ୍ତୁ !