ଏହି ଭିଟାମିନ୍ ର ଅଭାବରେ କର୍କଟ ରୋଗ ହୋଇଥାଏ !

Spread the love

ଆପଣ ବିଶ୍ୱାସ କରିନପାରନ୍ତି, କିନ୍ତୁ ଆପଣ ଏହି ପୁରା ବିଷୟ ପଢିବା ପରେ ଆପଣ ମଧ୍ୟ କହିବେ କି, କ୍ୟାନ୍ସର ଏକ ବେମାର ନୁହେଁ ଚିକିତ୍ସା ଜଗତରେ ଟଙ୍କା କମେଇବା ପାଇଁ ଏହା ଏକ ସାଧନ ମାତ୍ର ଅଟେ ।

ଗତବର୍ଷ ଠାରୁ କ୍ୟାନ୍ସର କୁ ଏକ ଦ୍ରୁତ ଗତିରେ ବଢୁଥିବା ବେମାର ରୂପେ ପ୍ରଚାର କରାଗଲା, ଯାହାର ଚିକିତ୍ସା ପାଇଁ କିମୋଥୈରେପି, ସର୍ଜରି ଓ ଅନ୍ୟ କେତେକ ଉପାୟ ଗୁଡ଼ିକୁ ପ୍ରୟୋଗ କରୁଥିଲେ, ଯାହାକି ଅଧିକ ମହଙ୍ଗା ହେବା ସହ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଯଦି ଆମେ କହିବୁ କ୍ୟାନ୍ସର ଭଳି କିଛି ବେମାର ନାହିଁ ତେବେ ? ହଁ ଆଜ୍ଞା ଏହି କଥା ସମ୍ପୁର୍ଣରୂପେ ସତ୍ୟ ଅଟେ । ଯଦି ଶରୀରରେ କୌଣସି ଜାଗାରେ କୋଷିକା ଗୁଡ଼ିକର ଅନିୟନ୍ତ୍ରଣ ବୃଦ୍ଧିକୁ ସ୍ୱାସ୍ଥ୍ୟ ଜଗତରେ କ୍ୟାନ୍ସର ର ନାମ ଦିଆଗଲା ଓ ଏହାର ଫାଇଦା ନେଇ ଅଧିକ ଟଙ୍କା ମଧ୍ୟ କମାଉ ଛନ୍ତି । କିନ୍ତୁ ଏହି ବିଷୟରେ ଲେଖା ଯାଇଥିବା ବହି “World Without Cancer” ରେ କ୍ୟାନ୍ସର ଠାରୁ ନିଜକୁ କିଭଳି ସୁରକ୍ଷିତ ରେ ରଖିପାରିବା ସେ ବିଷୟରେ ସମ୍ପୁର୍ଣରୂପେ ଲେଖା ହୋଇଛି ଓ ଏହି ପୁସ୍ତକ ବିଭିନ୍ନ ଭାଷାରେ ମଧ୍ୟ ଲେଖା ହୋଇଛି । ଏହି ପୁସ୍ତକରେ ଦାବି କରାଯାଇଛି କି, କ୍ୟାନ୍ସର ଗୋଟିଏ ବେମାର ନୁହେଁ, ଏହା ଭିଟାମିନ B17 ର ପରିମାଣ କମ୍ ହେବା ।

ଆପଣ ସଭିଙ୍କୁ ଏହି ଗୋଟିଏ କଥା ମନେ ରଖିବା ଅଚିତ କି, କ୍ୟାନ୍ସର ଏକ ମାରାତ୍ମକ ବେମାର ନୁହଁ, ଏହା କେବଳ ମାତ୍ର ଭିଟାମିନ B17 ର ପରିମାଣ କମ୍ ହେବା, ଏହାଠାରୁ ଆଉ ଅଧିକ କିଛି ନୁହଁ । ଏହି ଭିଟାମିନ ର ପରିମାଣ ଶରୀରରେ କମ୍ ହେବାକୁ ହିଁ କ୍ୟାନ୍ସର ର ନାମ ଦେଇ ବେପାର କରିବାକୁ ଲାଗିଛନ୍ତି । ଯାହାର ଲାଭ ରୋଗୀ କୁ ନୁହେଁ ବରଂ ଚିକିତ୍ସଙ୍କୁ ହୋଇଥାଏ । କ୍ୟାନ୍ସର ଶରୀରରେ ଭିଟାମିନ ର ପରିମାଣ କମ୍ ହେବଯୋଗୁଁ ହୋଇଥାଏ, ଯାହାର କି ପୂରଣ କରାଯାଇପାରିବ ଓ ଏହାଠାରୁ ସୁରକ୍ଷାରେ ରହିପାରିବା ।

ଅନେଜ ସମୟରେ ଏହିଭଳି ଅନେକ ଥର ଶରୀରରେ ଭିଟାମିନ ର ଅଭାବକୁ ଭିନ୍ନ ଭିନ୍ନ ରୋଗ କହୁଥିଲେ । କିନ୍ତୁ ପଛେ ଜଣାପଡ଼ିଲା କି, ଏହା କୌଣସି ମାରାତ୍ମକ ବେମାର ନୁହେଁ କେବଳ ଶରୀରରେ ଭିଟାମିନ ର ପରିମାଣ କମିଯାଇଛି । କ୍ୟାନ୍ସର ମଧ୍ୟ ଠିକ୍ ସେହିଭଳି ଯାହାକୁ ଭିଟାମିନ B17 ର ପରିମାଣ କମ୍ ଥାଏ ସେମାନଙ୍କୁ କ୍ୟାନ୍ସର ହୋଇଛି ବୋଲି ଚିକିତ୍ସକ କୁହନ୍ତି । କିନ୍ତୁ ଏଥିପାଇଁ ଡ଼ରିବା ବା ନିଜ ମାନସିକ ସନ୍ତୁଳନ କୁ ହରେଇବା ଆବଶ୍ୟକ ନୁହଁ । ବରଂ ଆପଣଙ୍କୁ ଏହାର ସ୍ଥିତି ଜାଣିବା ଉଚିତ ।

ଏଥିରୁ ଆମେ ଭିଟାମିନ B17 ପାଇଥାଉ –

ଭିଟାମିନ B17 ର ଅଭାବକୁ ପୂରଣ କରିବାପାଇଁ ଆପଣ ପ୍ରତ୍ୟେକ ଦିନ ଏହି ଗୁଡିକୁ ସେବନ କରନ୍ତୁ । ତାହା ହେଉଛି – ସେଓ, ନାସ୍ପତି, ଅଙ୍କୁରିତ ଡ଼ାଲି, ମସୁର ସହ ବାଦାମ ଏ ଗୁଡ଼ିକରୁ ଭିଟାମିନ B17 ଭରପୁର ପରିମାଣରେ ପାଇଥାଉ । ଏହା ଛଡ଼ା ଷ୍ଟ୍ରବେରୀ, ବ୍ଲୁବେରୀ, ବ୍ଳୈକବେରୀ, ଅଳସୀ ର ବିଜ, ବ୍ରାଉନ୍ ରାଇସ, ଅଙ୍କୁରିତ ଗହମ, କାଜୁ ଏଥିରୁ ମଧ୍ୟ ଭିଟାମିନ B17 ପାଇଥାଉ । ଏଗୁଡ଼ିକୁ ଆପଣ ନିଜ ପ୍ରତ୍ୟେକ ଦିନର ବ୍ରେକ ଫାଷ୍ଟରେ ନେଇ ଏହି ଭିଟାମିନ କୁ ଭଲ ପରିମାଣରେ ପାଇଥାଅ ଓ ଗଭୀର ସମସ୍ୟା ହେବାଠାରୁ ଦୁରେଇ ରହିପାରିବେ ।