ଭଗବାନ ଶିବଙ୍କ ଲିଙ୍ଗରେ ଚଢାନ୍ତୁ ନାହିଁ ଏହି ଜିନିଷ, ନଚେତ ଅସୁବିଧାରେ ପଢିପାରିବେ :

Spread the love

ପ୍ରାୟ ସମସ୍ତେ ଧର୍ମ ସମ୍ବନ୍ଧିତ କ୍ଷେତ୍ର ବହୁ ସାବଧାନ ଅବଲମ୍ବନ ହୋଇଥାନ୍ତି । କିନ୍ତୁ ହିନ୍ଦୁ ସମ୍ପ୍ରଦାୟ ଲୋକେ ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ସର୍ତକ ଅବଲମ୍ବନ କରିଥାନ୍ତି । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯେ, ଏମିତି କିଛି କାମ କରନ୍ତୁ ନାହିଁ ଯାହା ଦ୍ୱାରା ବାବା ଭୋଳାନାଥ କ୍ରୋଧିତ ହେବେ, ଯଦି ଭୁଲ ବଶତଃ ବା ଅଜାଣତରେ ଏମିତି କିଛି କାର୍ଯ୍ୟ କରିଦେଇଛନ୍ତି ତେବେ ଦାୟର ସାଗର ବାବା ବୋଳାନାଥ, ଶରଣାର୍ଥ ହୋଇଯାଆନ୍ତୁ, ବାବା ଆପଣଙ୍କୁ ନିଶ୍ଚିୟ ନିଜ କରୁଣା ଆଶ୍ରୟରେ ସୁରକ୍ଷା ପ୍ରଦାନ କରିବେ । ସମସ୍ତେ ଲିଙ୍ଗକୁ ପୂଜା କରିଥାନ୍ତି କିନ୍ତୁ ଶିବଲିଙ୍ଗରେ ଏହି ଜନିଷ ଭୁଲରେ ମଧ୍ୟ ଚଢନ୍ତୁ ନାହିଁ, ଯଦି ଏହିପରି କିଛି ଛାଡ଼ିବେ ତେବେ ଭୋଳାବାବା ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ । ଭୋଳାବାବାଙ୍କ କ୍ରୋଧ ବିଷୟରେ ସମସ୍ତେଣକୁ ଅବଗତ । ବାବା କ୍ରୋଧ କରିଲେ ସାରା ସଂସାର ଥରି ଉଠେ ଆପଣ ଜାଣିଥିବେ । ଯଦି ଭୋଳାବାବା ଠାରେ ରାଗନ୍ତି, ତାଙ୍କୁ ଶାନ୍ତ କରିବା ଭାରି କଷ୍ଟକର ।

ଭାବବାତ୍ସଲ୍ୟ ଓ ଭକ୍ତଙ୍କ ଦୁଃଖକୁ ହରଣକାର୍ତ୍ତ ପ୍ରଭୁ ଈଶ୍ୱର, ଅନ୍ୟ ଦେବଗଣଙ୍କ ଠାରୁ ଯଥାଶୀଘ୍ର ଭକ୍ତଙ୍କ ଗୁହାରି ଶୁଣିଥାନ୍ତି ଓ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ କୌଣସି କାରଣ ବଶତଃ ଭଗବାନ କୋପ କରନ୍ତି ତ, ତେବେ ତାଙ୍କୁ ଶାନ୍ତ କରିବା କୌଣସି ସହଜ ନୁହେଁ । ନା ଦେବତା ନା ମାନବ କେହି ମଧ୍ୟ ତାଙ୍କୁ ଶାନ୍ତ କରିପାରନ୍ତି ନାହିଁ ।

କେବଳ ହିନ୍ଦୁ ଧର୍ମ ନୁହେ ଅନ୍ୟ କେତେକ ଧର୍ମରେ ମଧ୍ୟ ଭଗବାନ ଈଶ୍ୱରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ଭଗବାନ ଶିବଙ୍କ କୋପ ବିଷୟରେ ହ୍ୱିନ୍ଧୁ ଧର୍ମର ଶିବ ପୁରାଣରେ ବର୍ଣ୍ଣିତ ହୋଇଅଛି । ତେବେ ଆସନ୍ତୁ
ଦେବଙ୍କର ଦେବ କୁହାଯାଉଥିବା ମହାଦେବଙ୍କୁ ହିନ୍ଦୁ ଧର୍ମକୁ ଛାଡି ଅନ୍ୟ ଧର୍ମର ଲୋକ ମଧ୍ୟ ଜାଣନ୍ତି ଓ ତାଙ୍କ କ୍ରୋଧ ବିଷୟରେ ହିନ୍ଦୁ ଧର୍ମର ଲୋକ ଶିବ ପୁରାଣରେ ପଢିଥିବେ । ଆଜି ଆମେ ଆପଣଙ୍କୁ ଜଣାଇଦେବୁ କି ଶିବଲିଙ୍ଗ ଉପରେ ଏମିତି କଣ ଜିନିଷ ଚଢାଇବା କଥା ନୁହେଁ ।

1) ଶଙ୍ଖରେ ଜଳ ଅର୍ପଣ :

ଭଗବାନ ଶିବ ଶଂଖଚୂଡ ନାମକ ଅସୁରର ବଦ୍ଧ କରିଥିଲେ । ଶଙ୍ଖ ସେହି ଅସୁରର ପ୍ରତୀକ ବୋଲି ଧରି ନିଆଯାଇଛି । ଶଂଖଚୂଡ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା । ସେଇଥିପାଇଁ ବିଷ୍ଣୁଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ କିନ୍ତୁ ଈଶ୍ବରଙ୍କ ପୂଜାରେ ଶଙ୍ଖର ବ୍ୟବହାର କାଯାଇନଥାଏ । ଏବଂ ଈଶ୍ୱରଙ୍କ ପୂଜା ବ୍ୟବହାର କରିଲେ ଭଗବାନ କ୍ରୋଧିତ ହେବେ ।

2) ତୁଳସୀ

ପ୍ରାୟତଃ ଲୋକ ଭଗବାନ ବିଷ୍ଣୁଙ୍କୁ ଭୋଗ ଲଗାଇବା ସମୟରେ ସେଥିରେ ତୁଳସୀ ପତ୍ର ପକାଇଥା’ନ୍ତି । ତୁଳସୀକୁ ଅନ୍ୟାନ୍ୟ ଗଛ ତୁଳନାରେ ଠାରୁ ସବୁଠାରୁ ପବିତ୍ର ଗଛ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ଦିଆଯାଇଥାଏ ଓ ଏହାର ପୂଜା ମଧ୍ୟ ପ୍ରତିଦିନ କରିଥାନ୍ତି । ଜଳନ୍ଦର ନାମକ ଅସୁରର ପତ୍ନୀ ବୃନ୍ଦାଙ୍କ ଅଂଶରୁ ତୁଳସୀର ଜନ୍ମ, ସେହି ଦେବୀ ବୃନ୍ଦାଙ୍କ ଭଗବାନ ବିଷ୍ଣୁ ନିଜର ପତ୍ନୀ ଭାବରେ ସ୍ୱୀକାର କରିଥିଲେ, ତେଣୁ ତୁଳସୀକୁ ଶିବ ପୂଜାରେ ବ୍ୟବହାର କରାଯାଏ ନାହିଁ ।

3) ହଳଦୀ

ହଳଦିକୁ ହିନ୍ଦୁ ଧର୍ମରେ ବହୁତ ଶୁଭ ମାନନ୍ତି ଓ ପ୍ରତ୍ୟେକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ହଳଦିର ପ୍ରୟୋଗ କରାଯାଇଥାଏ । କିନ୍ତୁ ହଳଦିର ସମ୍ବନ୍ଧ ଭଗବାନ ବିଷ୍ଣୁ ଓ ସୌଭାଗ୍ୟ ସହିତ ଜଡିତ ଥିବା କାରଣରୁ ଭଗବାନ ଶିବ ଲିଙ୍ଗରେ ଚଢା ଯାଇ ନ ଥାଏ । ଯଦି ଆପଣ ହଳଦୀକୁ ଚଢ଼ନ୍ତି ତେବେ ଆପଣଙ୍କ ଚନ୍ଦ୍ରମା ଦୁର୍ବଳ ହୋଇଯିବ ଯାହା ଫଳରେ ଆପଣ କୌଣସି ଗୋଟିଏ କାର୍ଯ୍ୟରେ ମନଧ୍ୟାନ ଦେଇ କାମ କରିପାରିବେ ନାହିଁ ।

4) ଭାଙ୍ଗିଯାଇଥିବା ଚାଉଳ

ଭଗବାନ ଶିବଙ୍କ ଉପରେ ଯେବେ ବି ଚାଉଳ ଚଢାନ୍ତି ତେବେ ଏହି କଥାର ଧ୍ୟାନ ରଖିବେ କି ଚାଉଳ ସବୁ ଗୋଟା ହେବା ଦରକାର କାରଣ ଭଙ୍ଗା ଚାଉଳକୁ ଅଶୁଭ ମାନନ୍ତି । ସେଥିପାଇଁ ଭଙ୍ଗା ଚାଉଳ ଚଢାଇବା କଥା ନୁହେଁ ।

4. ସିନ୍ଦୁର

ସିନ୍ଦୁର ସୌଭାଗ୍ୟର ପ୍ରତୀକ ଅଟେ କିନ୍ତୁ ଭୋଳାବାବା ବୈରାଗୀ ଅଟନ୍ତି । ତେଣୁ ପ୍ରଭୁ ଈଶ୍ୱରଙ୍କ ପୂଜାର୍ଚ୍ଚନରେ ସିନ୍ଦୁର ବ୍ୟବହାର ଅଶୁଭର ପ୍ରତୀକ ବୋଲି ଅଟେ ବୋଲି ମାନ୍ୟତା ରହିଛି । ଯଦି କୌଣସି ବ୍ୟକ୍ତି ସିନ୍ଦୁର ଚଢାଇ ଥାଏ, ତେବେ ଭୋଳାବାବା କ୍ରୋଧିତ ହୋଇଯାନ୍ତି ।

5. ନଡ଼ିଆ ପାଣି : ନଡ଼ିଆ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନ୍ୟତା ରହିଛି ଏବଂ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ତେଣୁ ଶିବଲିଙ୍ଗରେ ନଡ଼ିଆ ଛଡା ଯାଏ ନାହିଁ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଭଲ ଲାଗିଲେ share କରନ୍ତୁ ।