ମାତ୍ର ୧୦ ଦିନରେ ମିଳିବ ଆରାଗ୍ୟ : କୋଷ୍ଠକାଠିନ୍ୟ ଓ ଅର୍ଶ ସମସ୍ୟା ପାଇଁ ରାମବାଣ ହେଉଛି ଏହି ଗଛର ଫଳ !

Spread the love

ନିତିଦିନିଆ ଜୀବନ ଶୈଳୀରେ ଆମ୍ଭେମାନଙ୍କର ଅନିୟମିତ ଖାଦ୍ୟ ସେବନ କରିବା କାରଣରୁ ଆମ୍ଭମାନଙ୍କୁ ଭିଭିନ୍ନ ପ୍ରକାର ରୋଗର ଶିକାର ହେବାକୁ ପଢୁଛି । ଏପରି କି ପେଟ ଜନିତ ଅନେକ ରୋଗ ବା ସମସ୍ୟାର ଶିକାର ହେବାକୁ ପଢୁଛି । ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ଲୋକ କୋଷ୍ଠକାଠିନ୍ୟ ଏବଂ ମଳକଣ୍ଟକ ଭଳି ରୋଗର ଶିକାରରରେ କବଳିତ ଥିବାର ଦେଖାଯାଇଛି । ଯଦ୍ୱାରା ସେହି ବ୍ୟକ୍ତିମାନେ ଅତ୍ୟଧିକ ମାତ୍ରାରେ କଷ୍ଟ ସହ୍ୟ କରୁଛନ୍ତି, ଏବଂ ଏହି ମଳକଣ୍ଟକ ଓ କୋଷ୍ଠକାଠିନ୍ୟ ଧିରେ ଧିରେ ଶରୀରର ଭିତରେ ଗମ୍ଭୀରରୁ ଗମ୍ଭୀର ରୂପ ନେଇଥାଏ । ଏଭଳି ପରିସ୍ଥିତିରେ ଏହି ମଳକଣ୍ଟକ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଏହି ଅନୁଛେଦରେ କିଛି ଆୟୁର୍ବେଦିକ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଏମିତି ଏକ ଫଳ ରହିଛି ଯାହାକୁ ଆପଣ ବ୍ୟବହାର କରି ମଳକଣ୍ଟକ ଓ କୋଷ୍ଠକାଠିନ୍ୟରୁ ବର୍ତ୍ତି ପାରିବେ । ତେବେ ଆସନ୍ତୁ ଜାଣିବା :

କୋଷ୍ଠକାଠିନ୍ୟର ଚିତ୍କିସା ପାଇଁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କୋଷ୍ଠକାଠିନ୍ୟ ନିମନ୍ତେ ଆପଣଙ୍କ ସହରରେ ମଧ୍ୟ ବିଭିନ୍ନ ପ୍ରକାର ମେଡିସିନ୍ ମିଳୁଥିବା ଏବଂ କେହି କେହି ଏହି ରୋଗର ଉପଶମ ବା ଚିକିତ୍ସା ମଧ୍ୟ କରି ଖର୍ଚ୍ଚାନ୍ତ ହେଉଥିବେ ।

ଏମିତି ଏକ ଫଳ ରହିଛି, ଯାହାଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ସମୂଳେ ନାଶ କରିଥାଏ ଏବଂ ତା’ସଂଗେ ସଂଗେ ଏହି ରୋଗ ପୁନଶ୍ଚ ଜନ୍ମ ହେବାରେ ମଧ୍ୟ ରୋକିଥାଏ । ସେହି ଫଳର ନାମ ହେଲା ଜାମୁକୋଳୀ, ଆପଣ ନିଶ୍ଚୟ ଖାଇଥିବେ । ଏହି ଫଳରୁ ଏକ ମଞ୍ଜି ବାହାରିଥାଏ । ବେକାର ଭାବୁଥିବା ଏହି ମଞ୍ଜି କୋଷ୍ଠକାଠିନ୍ୟ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ ।

ଯେଉଁ ବ୍ୟକ୍ତିମାନେ କୋଷ୍ଠକାଠିନ୍ୟ ପରି ଗମ୍ଭୀର ରୋଗରେ ପୀଡିତ ଥିବା ସେମାନେ ଜାମୁକୋଳୀ ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ ଏବଂ ୧୦ ଦିନ ପର୍ଯ୍ୟନ୍ତ ନଖ ଉଷୁମ ଗରମ ପାଣିରେ ସହ ମିଶାଇ ପିଅନ୍ତୁ । ଏହା କରିବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ ତାସଂଗେ ସଂଗେ ଅର୍ଶ ସମସ୍ୟା ମଧ୍ୟ ବନ୍ଦ ହୋଇଥାଏ । ଏତଦବ୍ୟତୀତ ଜମୁକାଳି ଗଛର ଛାଲ ମଧ୍ୟ ବହୁ ଉପକାରରେ ଆସିଥାଏ । ଏହି ଗଛର ଛାଲକୁ ବାହାର କରି ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ ଏବଂ ୧୦ ଗ୍ରାମ୍ ଚୁର୍ଣ୍ଣ ସହ ମହୁ ମିଶାଇ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା ଅର୍ଶ ରୋଗ ଭଳି ସମସ୍ୟା ଠାରୁ ମୁକ୍ତି ପାଇପାରିବେ । କିନ୍ତୁ ମନେ ରଖନ୍ତୁ ଏହାର ରସକୁ କ୍ଷୀର ସହ ପିଇବାର ଆଦୌ ପିଇବେ ନାହିଁ ନାହିଁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଭଲ ଲାଗିଲେ share କରି ଅନ୍ୟଙ୍କୁ ଜଣାନ୍ତୁ ।