କଣ ଆପଣଙ୍କ ଦୋକାନ ଭଲରେ ଚାଲୁ ନାହିଁ କି ? ଏହି ପାଞ୍ଚଟି ଉପାୟ ଆପଣାନ୍ତୁ ଆଉ ତା’ପରେ ଦେଖନ୍ତୁ ! ଆପଣଙ୍କୁ ଖାସିବା ପାଇଁ ଫୁରସତ୍ ମିଳିବ ନାହିଁ ….

Spread the love

ପ୍ରତେକ ଲୋକଙ୍କ ଇଛା ଥାଏ କି ତାଙ୍କ ଦୋକାନ ଭଲ ଭବସାୟ ହେଉ, କିନ୍ତୁ ସବୁଦିନ ଏହିପରି ହୁଏ ନାହିଁ । ବେଳେ ବେଳେ ଦୋକାନରେ କ୍ଷତି ସହିବାକୁ ପଡେ ଏବଂ ବେଳେ ବେଳେ ଦୋକାନକୁ କେହି ଗ୍ରାହକ ମଧ୍ୟ ଆସନ୍ତି ନାହିଁ, କେବଳ ମଶା ମାଛି ଉଡେଇ ଉଡେଇ ଦିନ କାଟିବାକୁ ହୋଇଥାଏ । ଏମିତି ମଧ୍ୟ ବେଳେ ବେଳେ ହୋଇଥାଏ ଯେ, ଗୋଟିଏ ଦିନ ଦୋକାନ ମଳିବା ଭରପୁର ଲାଭବାନ ହୋଇଥାଏ ତ ଆଉ କେଉଁ କେଉଁ ଦିନରେ ଦୋକାନ ବାଲାଙ୍କୁ କ୍ଷତି ସହିବାକୁ ପଢି ଥାଏ । ଏହିପରି ସ୍ଥିତିରେ ଦୋକାନ ମାଲିକ ବଂଚିବା ପାଇଁ ଭିନ୍ନ ଭିନ୍ନ ଉପାୟମାନ ଆପଣାଇ ଥାଏ । ଆଜି ଆମେ ବି ଆପଣଙ୍କୁ ଏମିତି ପାଞ୍ଚଟି ଉପାୟ କହିବାକୁ ଯାଉଛୁ । ଯେ କୌଣସି ବ୍ୟାପାର ହେଉ ନା କାହିଁକିଏ ଏହି ଉପାୟ ଆପଣାଇବା ଦ୍ୱାରା ଦୋକାନ ମାଲିକ କେବେ ହେଲେ କ୍ଷତି ସହିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ପାଞ୍ଚଟି :-

୧) ଦୋକାନର କାରବାର ଆରମ୍ଭ କରିବା ପୂର୍ବରୁ ଗୋଟିଏ ରୂପା ଗିନାରେ ଧନିଆ ରଖି, ସେଥିରେ ରୂପାରେ ତିଆରି ଶ୍ରୀଲଷ୍ମୀ ଏବଂ ଶ୍ରୀ ଗଣେଶଙ୍କର ପ୍ରତିମା ସ୍ଥାପିତ କରନ୍ତୁ ଏବଂ ଏହାକୁ ଦୋକାନର ପୂର୍ବାଭିମୁଖୀ କରି ରଖିନ୍ତୁ । ଏହା ଦ୍ଵାରା ଲାଭ ମିଳିବାର ମାନ୍ୟତା ଅଛି ।

୨) ବେଳେ ବେଳେ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବହୁତ କମି ଯାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ମାଟିର ୪ଟି ଅଲଗା ଅଲଗା ପାତ୍ରରେ ଜଳ, କଳା ରାଶି, ସବୁଜ ମୁଗ, ହଳଦିଆ ସୋରିଷ ଭର୍ତ୍ତି କରି ରଖନ୍ତୁ । ଏହି ଚାରି ପାତ୍ରକୁ ଗୋଟେ ବର୍ଷ ପାଇଁ ଦୋକାନରେ ରଖି, ପୁଣି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହା ଦ୍ୱାରା ଦୋକାନରେ ବର୍ଷସାରା ଗ୍ରାହକଙ୍କ ଭିଡ ଲାଗି ରହିବ ।

୩) ଏକ ଅନ୍ୟ ଉପାୟରେ ପ୍ରତିଦିନ ଦୋକାନ ଖୋଲିବା ସମୟରେ ଆଗରବତୀ ଜଳାଉଥିବେ । ଅତି କମରେ ପାଞ୍ଚଟି ଆଗରବତୀକୁ ଧୂପ ବେଵାରେ ବ୍ୟବହାର କରନ୍ତୁ ।

୪) ଦୋକାନର ଗ୍ରାହକ ବୃଦ୍ଧି, ଆର୍ଥିକ ଉନ୍ନତି ପାଇଁ ଏହି ଉପାୟ ଆପାଣିବା ଜରୁରୀ ଅଟେ । ଏଥିପାଇଁ ଏକ ଲୁହା କଣ୍ଟା ସହିତ ସାତଟି ଅଖଣ୍ଡିତ କଞ୍ଚା ଲଙ୍କା ଏବଂ ଏକ ଲେମ୍ବୁକୁ କଳା ସୂତାରେ ବାନ୍ଧି ଦିଅନ୍ତୁ । ଏହାକୁ ମଙ୍ଗଳବାର କିମ୍ବା ଶନିବାର ଦିନ ଦୋକାନରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ଦୋକାନର ସମୃଦ୍ଧି ବୃଦ୍ଧି ପାଇବା ସଂଗେ ସଂଗେ ଆର୍ଥିକ ଅଭାବ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

୫) ଆଉ ଗୋଟିଏ କଥା ମନେ ରଖନ୍ତୁ, ଦୋକାନରେ ଶ୍ରୀକୁବେର ଯନ୍ତ୍ର ସ୍ଥାପିତ କରିବା ଦ୍ଵାରା ଅନ୍ତ୍ୟନ୍ତ ଶୁଭପ୍ରଦ ହେଇଥାଏ ଓ ବ୍ୟବସାୟ ବାଣିଜ୍ୟରେ ମଧ୍ୟ ଫଳପ୍ରଦାୟକ ହୋଇଥାଏ । ଶ୍ରୀକୁବେର ଯନ୍ତ୍ରକୁ ଶୁକ୍ଳପକ୍ଷରେ ସ୍ଥାପିତ କରିବା ଦରକାର । ଏହା ଦ୍ଵାରା ବ୍ୟାପାରରେ ହାନି ନ ହେବାର ମାନ୍ୟତା ଅଛି ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ like କରନ୍ତୁ ।