କଣ ଆପଣଙ୍କୁ ଚାକିରି ମିଳୁନାହିଁ ? ତାହେଲେ ଆପଣାନ୍ତୁ ଏହି ଵାସ୍ତୁ ଉପାୟ ଖୁବ୍ ଶୀଘ୍ର ମିଳିବ ସଫଳତା

Spread the love

ଖଣ୍ଡିଏ ଚାକିରୀ ପାଇବା ପାଇଁ ଆଜିକାଲିର ଯୁବାମାନେ କାହିଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ତଥାପି କୌଣସି ସଫଳତା ପାଇପାରନ୍ତି ନାହିଁ । ଯଦି କଠିନ ପରିଶ୍ରମ ପରେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନାହିଁ ତାହାଲେ ଆପଣଙ୍କୁ ଏହି ଉପାୟ ଆପଣାଇବା ନିହାତି ଆବଶ୍ୟକ । ଏହି ଉପାୟ ଦ୍ୱାରା ଆପଣଙ୍କୁ ଖୁବ୍ ଶୀଘ୍ର ଚାକିରୀ ମିଳିଯିବ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହା ସାହାଯ୍ୟରେ ଆପଣ ଉନ୍ନତି ର ଶୀର୍ଷରେ ପହଞ୍ଚି ପାରିବେ ।

୧. ଆପଣଙ୍କୁ ପ୍ରତିଦିନ ସାତ ପ୍ରକାରର ଶସ୍ୟ ପକ୍ଷୀ ମାନଙ୍କୁ ଖାଇବାକୁ ଦେବାକୁ ହେବ । ଯଦି ଆପଣଙ୍କ ଆଖପାଖରେ କୌଣସି କୂଅ ଅଛି ତାହେଲେ ଆପଣ ପ୍ରତିଦିନ ସେହି କୂଅରେ କିଛି ମାତ୍ରାରେ କଞ୍ଚା କ୍ଷୀର ଢାଲନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କର ଲାଭ ହେବ ।

୨. ଗଣେଶ ଚର୍ତୁଥୀ ଦିନ ଆପଣ ଗଣେଶଙ୍କ ମନ୍ଦିରକୁ ଯାଇ ଲଡୁର ଭୋଗ ଚଢାନ୍ତୁ । ଏହା ଅତ୍ୟନ୍ତ ଶୁଭଦାୟୀ ଅଟେ ଏବଂ ଏହା ଦ୍ୱାରା ଆପଣଙ୍କୁ ଖୁବ୍ ଶୀଘ୍ର ଲଭପ୍ରାପ୍ତ ହେବ ।

୩. ମାସର ପ୍ରଥମ ସୋମବାର ଦିନ ଧଳା କପଡାରେ କଳା ଚାଉଳ ବାନ୍ଧି ମା କାଳୀଙ୍କ ଚରଣରେ ଅର୍ପଣ କରନ୍ତୁ । ଏହା ଦ୍ୱାରା ଚାକିରି କ୍ଷେତ୍ରରେ ଆସୁଥିବା ସବୁ ପ୍ରକାରର ବାଧା ଦୁର ହୋଇଥାଏ ।

୪. ହନୁମାନଙ୍କ ଏକ ଏମିତି ମୂର୍ତ୍ତି ଘରକୁ ଆଣନ୍ତୁ ଯେଉଁଥିରେ ହନୁମାନ ଆଶୀର୍ବାଦ ଦେବା ମୁଦ୍ରାରେ ରହିଥିବେ ଏବଂ ସେହି ମୂର୍ତ୍ତିର ସ୍ଥାପନା ଆପଣ ଆପଣଙ୍କ ଠାକୁର ଘରେ କରନ୍ତୁ ଓ ହନୁମାନ ଚାଳିଶାର ପାଠ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ୍ଣ ହେବାକୁ ଲାଗିବ ।

୫. ଆପଣ ପ୍ରତିଦିନ ଦୁଇଜଣ ନିର୍ଧୋନୀ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଓ ଦକ୍ଷିଣା ସ୍ୱରୂପ କିଛି ମୁଦ୍ରା ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୁର୍ଣ୍ଣ ହେବ ଏବଂ ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ ।

ବିଷୟଟି ଭଲ ଲାଗେ ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅଵଶ୍ୟ ଲେଖନ୍ତୁ