ସାବଧାନ କୋବି ମଝିରେ ସାପ..ଦେଖିକରି କିଣନ୍ତୁ ନଚେତ ଡାକ୍ତର ବି ବଞ୍ଚାଇ ପାରିବ ନାହିଁ ଜୀବନ !

Spread the love

ଦୈନଦିନ ଜୀବନରେ ଆମେ ଅନେକ ପ୍ରକାର ପନିପରିବା ଖାଉ ଓ ବର୍ତମାନ ସମୟରେ କୋବି ମଧ୍ୟ ଏକ ସବୁ ଦିନିଆ ପରିବା ହେଇ ଗଲାଣି ! ଆପଣ ନିଶ୍ଚିତ ଭାବରେ ବଜ଼ାରରୁ କୋବି ପରିବା କିଣୁ ଥିବେ ! ତେବେ ଆମେ ଆଜି ଆପଣଙ୍କୁ ସତର୍କ କରାଇଦେଉଛୁ ଏହି ସୂଚନା ମାଧ୍ୟମରେ ! ଯଦି ଆପଣ କୋବି ପରିବା ଖାଇବାର ଇଚ୍ଛା ରଖୁଛନ୍ତି ତେବେ ଅପଣଂକ ପାଇଁ ଖରାପ ଖବର ହେଇପାରେ | କାରଣ ପତ୍ରକୋବି ପରିବାରେ ଆସୁଛି ସାପ ! କୋବି ମଝିରେ ରହୁଛନ୍ତି ସାପ, ଗୋଟିଏ ପରିବାରରେ 2 ଝିଅ ଏବଂ ମାଙ୍କ ମୃତ୍ୟୁ ଘଟିଛି !

ଆମ ସମସ୍ତଙ୍କୁ ଜାଣିଛୁ, ସାପ କେତେ ବିଷାକ୍ତକାର ଅଟେ ଏବଂ ସାପର ଦଂଶନ ପରେ କେହି ବି ବଞ୍ଚିବା ବହୁତ କଷ୍ଟକର ଅଟେ ଏବଂ ଅଧିକାଂଶ ଲୋକନା ସାପ ଦଂଶନରେ ମୃତ୍ୟୁ ବରଣ କରିଥାନ୍ତି ! ଆମେ ଜାଣିଅଛୁ ଯେ, ପନିପରିବାରେରେ ବେଳେ ବେଳେ ପୋକ ଆସିଥିବାର !

ଜୟପୁରର ଘଟଣା : ଗୋଟିଏ ପରିବାରର ମା ଏବଂ ଝିଅ ଦୁହେଁ ଭୁଲରେ ବନ୍ଧା କୋବି ଭିତରେ ଥିବା ସାପକୁ କାଟି ଖାଇ ଦେଇଥିଲେ ! ଏହା ଖାଇବା ପରେ 2ଜଣଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା ! ବିଶେଷ ସୂତ୍ରରୁ ଜଣ ଗଲା ଯେ ଦୁହେଁ ରୋଷେଇ କାର୍ଯ୍ୟ ସମାପନ କରି, ଘରର ଅନ୍ୟ ସଦସ୍ୟମାନଙ୍କୁ ଖାଇବା ପରସୁ ଥିଲେ !

ମାଆ ତ ଝିଅ ମଧ୍ୟ ଉଭୟ ଖାଇ ସାରିବା ପରେ ଦୁହେଁଙ୍କ ନଜର ସାପ ଉପରେ ପଡିଥିଲା ! ଏହାର କିଛି କ୍ଷଣ ପରେ ଦୁହେଁ ବାନ୍ତି କରିବାରେ ଲାଗିଲେ ! ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହେବାକୁ ଲାଗିଲା ଏବଂ ଏହା ଦେଖି ପରିବାର ଲୋକ ତାଙ୍କୁ ଶୀଘ୍ର ହସ୍ପିଟାଲ ନେଇ ଗଲେ ଏବଂ ଡାକ୍ତରଙ୍କୁ ସବୁ ସତ କଥା କହିଲେ !ଏହା ଶୁଣି ଡାକ୍ତର ଚିକିତ୍ସା ଆରମ୍ଭ କରିଲେ ଏବଂ କହିଲେ କି ତାଙ୍କ ଶରୀରରେ ବିଷ ଵିଶେଷ ମାତ୍ରାରେ ବ୍ୟାପି ନାହିଁ ! କିଛି ସମୟ ପରେ ଡାକ୍ତର ଦୁହେଙ୍କ ଶରୀରରୁ ବିଷକୁ ବାହାର କରିଦେଲେ, କିନ୍ତୁ ସମସ୍ତଙ୍କ ଗୋଟିଏ ପ୍ରଶ୍ନ ପନିପରିବା ଭିତରକୁ ସାପ ଆସିଲା କିପରି ?

ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ଦୁହେଁଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ! ବେଳେବେଳେ ପନିପରିବା ଭିତରେ ସାପମାନଙ୍କ ଛୁଆ ବା ସାପଛୁଆ ରହିଥାନ୍ତି ଏବଂ ତେଣୁ ପନିପରିବା ରୋଷେଇ କରିବା ପୂର୍ବରୁ ବା ଧୋଇବା ପୂର୍ବରୁ ଭଲ ଭାବରେ ଦେଖି ନିଅନ୍ତୁ ! ଆପଣ ସର୍ତକତା ହିଁ ଆପଣ ଜୀବନର ସୁରକ୍ଷା କବଚ !

ଏହି ଖବରଟି ବହୁ ମାତ୍ର Share କରି ଅନ୍ୟକୁ ମାନଙ୍କୁ ମଧ୍ୟ ସର୍ତକ କରନ୍ତୁ !