ଭୋଟର କାର୍ଡ ଥିଲେ ଜାଣି ନିଅନ୍ତୁ ଏହି ସବୁ ନୁଆ ନିୟମ ।

Voter ID Card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଭୋଟର କାର୍ଡ ଧାରୀ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ ଖବର ଆଜିର ସମୟ ରେ ସମସ୍ତ ଙ୍କ ପାଖରେ ଭୋଟର କାର୍ଡ ନିହାତି ଭାବେ ରହିଥିବ । ତେବେ ଏହି ନେଇ ଆସୁଛି କିଛି ସୂଚନା ବା ନୂଆ ନିୟମ ଯାହା ଆପଣ ମାନେ ନିଶ୍ଚିତ ଭାବେ ଜାଣିରଖିବା ଜରୁରୀ ଅଟେ । ଏଣିକି ନୂଆ ଭୋଟର ତାଲିକାରେ ସାମିଲ ହେବା ପାଇଁ ବାଧ୍ୟତା ମୂଳକ ଅଟେ ସେହିଭଳି ଏଣିକି 18 ବର୍ଷ ନୁହେଁ ବରଂ 17 ବର୍ଷ ପାଇଁ ଭୋଟର ତାଲିକା ପଞୀକରଣ କରିପାରିବେ ।

ତେବେ ବର୍ଷ କୁ ଥରେ ବଦଳରେ 4 ଥର ଭୋଟର ତାଲିକା ରେ ନାମ ଯୋଡିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ହେଉଛି ଜାନୁଆରୀ 1 ତାରିଖ ଏପ୍ରିଲ 1 ତାରିଖ , ଜୁଲାଇ 1 ତାରିଖ , ଏବଂ ଅକ୍ଟୋବର 1 ରେ ଆପଣ ମାନଙ୍କୁ ଭୋଟର ତାଲିକା ପଞୀକରଣ କରିପାରିବେ ।

Voter ID

ତେବେ 2023 ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଉଛି । ନିର୍ବାଚନ କମିଶନର ଙ୍କ ଦ୍ୱାରା ପରିବର୍ତିତ ଗାଇଡଲାଇନ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତି ପକ୍ରିୟା କୁ ସହଜ ଏବଂ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଫୋକସ କରାଜାଉଛି । ଜଣେ ବ୍ୟକ୍ତି ଘରେ ବସି ମୋବାଇଲ ମଧ୍ୟମରେ ନିଜର ଭୋଟର ପରିଚୟ ପତ୍ର ରୁଟିନ ସଂଶୋଧନ ସହିତ ନିଜର ପସନ୍ଦ ମୁତାବକ ବୋଥ ବି ବାଛି ପାରିବେ ।

ଏହି ନେଇ ରାଜ୍ୟ ମୂଖ୍ୟ ଅଧିକାରୀ ପକ୍ଷ ରୁ କର୍ମଶାଳା ଅନୁଷ୍ଟିତ ହୋଇଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ଙ୍କ ଶୀବିର ଅନୁଷ୍ଟିତ ହୋଇଛି । ଜାହାକି ବଡ ଅପଡେଟ ମୁତାବକ ପୂର୍ବରୁ ନିଜର ଭୋଟର କାର୍ଡ ଆବେଦନ କରିବା ଲାଗି ବର୍ଷରେ କେବଳ ଥରେ ଆବେଦନ ହେଉଥିବା ବେଳେ ହେଲେ ଏବେ ଏହା ବର୍ଷ କୁ 4 ଥର ହେବ ।

Voter ID Card

କେବଳ ସେତିକି ନୁହେଁ ପୂର୍ବରୁ 18 ବର୍ଷ ହେଲେ ହିଁ ଆବେଦନ ହେଉଥିବା ବେଳେ ଏବେ ଏହା 17 ବର୍ଷ ରୁ ଆପଣ ମାନେ ଆବେଦନ କରି ପାରିବେ । ଜାହାକି ଜାନୁଆରୀ 1 ତାରିଖ ଏପ୍ରିଲ 1 ତାରିଖ , ଜୁଲାଇ 1 ତାରିଖ , ଏବଂ ଅକ୍ଟୋବର 1 ରେ ଆପଣ ମାନଙ୍କୁ ଭୋଟର ତାଲିକା ପଞୀକରଣ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *