ଜାଣନ୍ତୁ ଅନୁଭବଙ୍କ ସବୁଠୁ ବଡ଼ ଦୁଃଖ… ଯାହା ପ୍ରଥମଥର ପାଇଁ କ୍ୟାମେରା ଆଗରେ ଖୁଲାସା କଲେ ଅନୁଭବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେ ସୁପର ଷ୍ଟାର ହୁଅନ୍ତୁ ଏବା ସୁପର ମ୍ୟାନ ତାଙ୍କ ଜିବନ ରେ ଅନେକ ଦୁଃଖ ଥାଏ । ତେବେ ଅନୁଭବ ଙ୍କ ଜିବନ ରେ ଏମିତି ଏକ ଦୁଖଃ ଘଟଣା ଘଟିଛି । ଜାହାକୁ ସେ କେବେ ବି କହିବାକୁ ଚାହାଁନ୍ତି ନାହିଁ । ଆଉ କହୁ କହୁ କହି ଦିଅନ୍ତି ମୋର ବାକ ସ୍ୱାଧିନତା ନାହିଁ । ମତେ ଏଠି କହିବାକୁ ବାରଣ ହୋଇଛି ଦୟାକରି ମତେ ପଚାରନ୍ତୁ ନାହିଁ । କାରଣ ମୁଁ ସେହି କଥା ମନେ ପକେଇଲେ ମୋ ଆଖିରୁ ଲୁହ ଝରି ଆସେ ।

ତଥାପି ମୁଁ ଆଜି ଖୁସୀ ରହିଛି କାରଣ ଏହି ସମୟ ରେ ମୋ ବାପା ମାଆ ଙ୍କ ପାଇଁ ମୁଁ ଦୁଇଟି ପାସପୋର୍ଟ କରି ପାରିଛି । ମୋ ବାପା ମାଆ ଙ୍କୁ ମୁଁ ଟିକେ ଦୁନିଆଁ ବୁଲେଇବି । ମୋର ଭାରି ଇଚ୍ଛା ହେଉଛି ଶ୍ରବଣ କୁମାର ଙ୍କ ପରି ବାପା ମାଆ ଙ୍କୁ କାନ୍ଧେଇ ପାରିବିନି ତଥାପି ବାପା ମାଆ ଙ୍କୁ ଟିକେ ତିର୍ଥ କରେଇବା ପାଇଁ ନେବି । ବୁଲେଇବା ପାଇଁ ନେବି ଆକାଶ ରେ ଉଡେଇବି । ସେହିଥି ପାଇଁ ଏହି ପାସପୋର୍ଟ ଦୁଇଟି କରିଛି ହେଲେ ଏହି ପାସପୋର୍ଟ ଆଜି ମୋ ଆଖିରେ ଅନେକ ଲୁହ ନେଇ ଆସୁଛି ।

anubhav 1

ହଁ ବନ୍ଧୁଗଣ ବାପା ମାଆ ଙ୍କୁ କଷ୍ଟ ଦେଇ କେହି କେବେ ମଣିଷ ହୋଇ ନାହିଁ । ଏହି କଥାକୁ ବୋଧ ହୁଏ ଅନୁଭବ ମହାନ୍ତି ବୁଝିଛନ୍ତି ବୋଲି ବୁଝେଇବା ପାଇଁ ଚାହୁଁଛନ୍ତି । ଜଣେଇବାକୁ ଚାହାଁନ୍ତି ସେହିଥି ପାଇଁ ବାପା ଏବଂ ମାଆ ଙ୍କୁ ନେଇ ସେ ବାରମ୍ବାର ଭିଡ଼ିଓ ସେୟାର କରନ୍ତି । ଆଉ ଆଜି ଯେମିତି ଏହି ଭିଡ଼ିଓ ସେୟାର କରିଛନ୍ତି ଆଉ କହିଛନ୍ତି ମୋ ବାପା ମାଆ ଙ୍କ ପାଇଁ ମୁଁ ଏତିକି କରି ପାରିଛି ଆଉ ଅଧିକ କରି ପାରି ନାହିଁ ।

ଆଉ ଏହି ଦୁଇଟି ପାସପୋର୍ଟ କୁ ଦେଖି ସେମାନେ ବହୁତ ଖୁସୀ ହେଲେ ଆଉ ମୋ ଜିବନ ର ଲକ୍ଷ ଏହା ଯେଉଁ ଦିନ ମୁଁ ରାଜ୍ୟ ସଭାର ସାଂସଦ ଭାବେ ସପଥ ପାଠ କରିବି ଆଉ ସପଥ ପାଠ କରିବା ପାଇଁ ଓଡିଶା ଛାଡି ଦିଲ୍ଲୀ ଯିବି ସେହି ଦିନ ଭାବିଥିଲି ମୋ ପାଇଁ ଆଉ ଗୋଟେ ଖୁସୀ ଆସିବ ଜିବନ ରେ କେବେ ବିମାନ ର ବସି ନଥିବା ବାପା ମାଆ ମୋ ସହିତ ବିମାନ ରେ ଉଡିବେ ଆଉ ମୋ ସହିତ ଦିଲ୍ଲୀରେ ପହଁଚିବେ ଆଉ ମୁଁ ତାଙ୍କ ପୁଅ ମଞ୍ଚ ଉପରେ ରାଜ୍ୟ ସଭାର ସାଂସଦ ଭାବେ ସପଥ ଗ୍ରହଣ କରିବି ।

ସାରା ଓଡିଶା କୁ ପ୍ରତିନିଧିତ୍ୱ କରିବି ବିଜୁ ଜନତା ଦଳର ପ୍ରତିନିଧିତ୍ୱ କହିବି ଆଉ ମଞ୍ଚ ତଳେ ମୋ ବାପା ମାଆ ବସିଥିବେ । ବନ୍ଧୁଗଣ ସାଂସଦ ସପଥ ପାଠରେ ବାପା ମାଆ ରହିଲେ ସତ ହେଲେ ବାପା, ମାଆ, ଭାଇ ମିଶି ଉଡା ଜାହାଜ ରେ ଉଡି ପାରିଲେ ନାହିଁ । ଉଡାଜାହାଜ ରେ ସାଥିରେ ଏକା ସହିତ ଉଡି ପାରିଲେ ନାହିଁ ଅନୁଭବ । ଆଉ ଏହି ଘଟଣା ର କାରଣ ଏକ ବଡ କାରଣ ଜାହାକୁ କହିବାକୁ ଚାହାଁନ୍ତି ନାହିଁ ଅନୁଭବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ