ସୁନା କିଣିବା ପୁର୍ବରୁ ଜାଣି ନିଅନ୍ତୁ ସରକାରଙ୍କର ଏହି ସବୁ ନୁଆ ନିୟମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନା କିଣିବା ନେଇ ନୂଆ ନିୟମ । ଏଣିକି 6 ସଂଖ୍ୟା ବିଶିଷ୍ଟ HUID ନମ୍ବର ଥିବା ସୁନା କିଣିବେ ନହେଲେ ଆପଣ ମାନଙ୍କ ସୁନା ହୋଇଯିବ ନକଲି । ତେବେ ଆସନ୍ତୁ ନୂଆ ନିୟମ କୁ ଜାଣିବା ହୋଲମାର୍କ କୁ ନେଇ ନୂଆ ନିୟମ । ତା ପୂର୍ରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏଣିକି ଆଉ ବୀକ୍ରି ହୋଇ ପାରିବ ନାହିଁ ବିନା ହୋଲମାର୍କ ସୁନା । ଏପ୍ରିଲ ପହିଲା ରୁ ବିନା ହୋଲମାର୍କ ର ସୁନା ଗହଣା ବୀକ୍ରି ମନା । ହୋଲମାର୍କ ଇୟୁନିକ୍ ଆଇଡିଫିକେସନ ବା HUID ବିନା ସୁନା ଗହଣା ବୀକ୍ରି ହୋଇ ପାରିବ ନାହିଁ । ଯେଉଁ ଗହଣା ରେ 6 ସଂଖ୍ୟା ବିଶିଷ୍ଟ ନମ୍ବର ଥିବ । କେବଳ ସେହି ଗୁଡିକୁ ବୀକ୍ରି ଲାଗି ଅନୁମତି ଦିଆଯିବ ।

gold

ତେବେ ବ୍ୟପାର ମନ୍ତ୍ରାଳୟ ଅତିରିକ୍ତ ସଚିବ ଖାରେ କହଛନ୍ତି ଯେ ଗ୍ରାହାକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏହି ପରି ନିସ୍ପତି ନିଆଜାଇ ଥିବା କହିଛନ୍ତି । ସାରା ଦେଶରେ ଏବେ ହୋଲମାର୍କିଂ ହୋଇଥିବା ସୁନା ଗହଣା ବୀକ୍ରି ହେଉଛି । ତେବେ ଗ୍ରହାକ ମାନେ ସେହି ପରି ସୁନାର ଦାବୀ କରୁଥିବାରୁ ଯେଉଁ ଜିଲ୍ଲାରେ ହୋଲମାର୍କିଂ ବାଧ୍ୟତା ମୂଳକ ହୋଇ ନାହିଁ । ସେଠାରେ ମଧ୍ୟ ତାହା ବୀକ୍ରି ହେଉଛି ।

ତେବେ ସୁନା ହୋଲମାର୍କିଂ ହେଉଛି ସୁନା ସୁଦ୍ଧତା ର ଏକ ପ୍ରତିକ । ଏହିଥିରେ 6 ସଂଖ୍ୟା ବିଶିଷ୍ଟ HUID ନମ୍ବର ଥିବ । 2021 ଜୁଲାଇ 16 ଯାଏ ସୁନା ହୋଲମାର୍କିଂ ର ସ୍ୱେଚ୍ଛା ଦିନ ଥିଲା । ଏହାକୁ ପର୍ଯ୍ୟାୟ କ୍ରମେ ବାଧ୍ୟତା ମୂଳକ କରିବା ପାଇଁ ନିସ୍ପତି ନିଆଜାଇ ଥିଲା । ତେବେ ପ୍ରଥମ ପର୍ଯ୍ୟାୟ ରେ 256 ଜିଲ୍ଲାରେ ସୁନା ହୋଲମାର୍କିଂ କୁ ବାଧ୍ୟତା ମୂଳକ କରାଜାଇ ଥିଲା ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ରେ ଆଉ 32 ଟି ଜିଲ୍ଲା କୁ ଏହିଥିରେ ସାମିଲ କରାଜାଇ ଥିଲା । ଏବେ ଆଉ 55 ଟି ଜିଲ୍ଲାରେ ଏହାକୁ ବାଧ୍ୟତା ମୂଳକ କରାଜାଇଛି । ତେବେ ଯାହାକି ବଡ ଅପଡେଟ ମୁତାବକ ଆପଣ ମାନେ ବି ସୁନା କିଣୁଛନ୍ତି ତେବେ 6 ସଂଖ୍ୟା ବିଶିଷ୍ଟ HUID ନମ୍ବର ଥିବା ସୁନା କିଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ