କେଉଁଠି ନୂଆ ଦୋକାନ ଖୋଲିଲେ Kishor Bhaina ! କିଶୋର ଭାଇନା ମଟନର ନୂଆ ଠିକଣା କଣ ?

Kishor Bhaina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଶୋର ଭାଇନା ମଟନ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ଦିନେ କିଶୋର ମଟନ ସାରା ରାଜ୍ୟରେ ପ୍ରଚାରିତ ରହିଥିବା ବେଳେ ପଇସା ସାଙ୍ଗକୁ ପରିମାଣ । ସବୁଥିଲେ ରହିଥିଲା ଜବର୍ଦୋସ୍ତ । 150 ଟଙ୍କାରେ ଅଧା ଏବଂ 200 ଟଙ୍କାରେ ଫୁଲ ମଟନ ବାଢି ଦେଉଥିଲେ କିଶୋର ଭାଇନା । ଏବଂ ସେହି ନାଲି ଚହଟହ ଖାସି ମାଂସ କୁ ଖାଇବା ଲାଗି ରାଜ୍ୟ ତଥା ବାହାର ରୁ ଲୋକ ମାନେ ଧାଇଁ ଆସିଥିଲେ । ଏବଂ ପରେ ଭଲ ଲାଭ ବି ହେଉଥିଲା ।

ହେଲେ ହଠାତ ବିଏମସି ର ଚଢାଉ ହେଲା କିଶୋର ଭାଇନା ଙ୍କ ମଟନ ଦୋକାନ ଉପରେ । ତେବେ ସେ କୁଆଡେ ନକଲି ସସ୍ ସହ କିଶୋର ଭାଇନା ରଙ୍ଗ ବ୍ୟବହାର କରୁଥିଲେ ବୋଲି ଦୋକାନକୁ ସିଲ କରାଗଲା । ଆଉ ତାପରେ ଦୋକାନକୁ ଭାଙ୍ଗି ଦିଆଗଲା । କିନ୍ତୁ କିଶୋର ଭାଇନାଙ୍କୁ ଭଲ ପାଉଥିବା ଏବଂ କିଶୋର ଭାଇନାଙ୍କ ହାତ ରନ୍ଧା ଖାଉଥିବା ଲୋକ ମାନେ କିଶୋର ଭାଇନାକୁ ବହୁତ ମିସ୍ କରୁଥିଲେ ।

kishor

ବହୁତ ଦିନ ଧରି ବନ୍ଦ ରହିଲା କିଶୋର ଭାଇନାଙ୍କ ଦୋକାନ । ତାଯୁବର ବିଷୟ ଯେବେ ବିଏମସି ପକ୍ଷରୁ ଭଙ୍ଗା ରୁଜା ଚାଲି ଥିଲା ସେବେ ବି ମଟନ ପ୍ରେମୀଙ୍କ ଭିଡ ଜମି ଥିଲା ଦୋକାନ ଆଗରେ । ଆଉ ସେହି ଗ୍ରାହକ ମାନଙ୍କୁ ପୁଣି ଥରେ ସେବା ଯୋଗେଇବାକୁ ନୂଆ ଠିକଣାରେ ଖୋଲିଲା କିଶୋର ଭାଇନାଙ୍କ ଦୋକାନ । ସେହି ଚାଳିଆ ଆଉ ନାହିଁ ଛାତ ଘରେ ଏବେ ଲୋକ ବସି କିଶୋର ଭାଇନାଙ୍କ ମଟନ ମଜା ନେଇପାରିବେ ।

ତେବେ ଗଜପତି ନଗର ସୈନିକ ସ୍କୁଲ ପାଖରେ କିଶୋର ଭାଇନାଙ୍କ ଏହି ନୂଆ ଦୋକାନଟି ଖୋଲିଛି । ଆପଣ ମାନେ ସେଠାକୁ ଯାଇ କିଶୋର ଭାଇନାଙ୍କ ହାତ ରନ୍ଧା ସେହି ସୁଆଦିଆ ମଟନ ଝୋଳକୁ ଉପଭୋକ କରିପାରିବେ । ଏଣିକି ପୁଣି ଖାଇବାକୁ ମିଳିବ କିଶୋର ଭାଇନାଙ୍କ ମଟନ ।

kis

ବହୁତ ଦିନ ଧରି ସେବା ଯୋଗେଇବାରେ ବିଫଳ ହୋଇଥିଲେ କିଶୋର ଭାଇ । ଏଣିକି ଗ୍ରାହକ ମାନେ ମଧ୍ୟ ମଟନ ଖାଇବାକୁ ଆସି ଦୋକାନ ବନ୍ଦ ଥିବା କାରଣରୁ ଫେରି ଯାଉଥିଲେ । ଏବେ କିନ୍ତୁ ପୁଣି ନୂଆ ରୂପରେ ନୂଆ ଢଙ୍ଗରେ ଦୋକାନ ଖୋଲି ଛନ୍ତି କିଶୋର ଭାଇନା । ପୁଣି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ବିକ୍ରି ହେଉଛି କିଶୋର ଭାଇନାଙ୍କର ସେହି ପୁରୁଣା ମଟନ ହଣ୍ଡାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *