ଖୁଡି ପ୍ରେମରେ ପାଗଳ ହେଲା ପୁତୁରା ।

Putura

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ର ଅଧିକାର ଦାବି କରି ପୁତୁରାଙ୍କ ଘର ଦ୍ୱାରରେ ଧାରଣା ରେ ବସିଛନ୍ତି ମହିଳା । ତେବେ ପୁତୁରା ଙ୍କ ଘର ସାମ୍ନାରେ ଜିଦ୍ ରେ ବସିଛି ଖୁଡୀ । ମହିଳା ଜଣଙ୍କ ନିଜର ସଂମ୍ପକିୟ ପୁତୁରା ସହିତ ଗତ 6 ମାସ ହେବ ପ୍ରେମ ସଂ-ମ୍ପର୍କ ରେ ରହିଥିଲେ । ମନ୍ଦିର ରେ ଦୁହେଁ ପରିବାର ଲୋକ ମାନଙ୍କୁ ଲୁଚି ବିବାହ ମଧ୍ୟ କରିଥିଲେ । ଯୁବକ ଜଣଙ୍କ ବିବାହ କରିବା ପରେ ବର୍ତମାନ ସମୟ ରେ ବାହାର କୁ ଚାଲି ଜାଇଛନ୍ତି ।

ଏହି ଘଟଣା ପ୍ରଘଟ ହେବା ପରେ ମହିଳା ଙ୍କ ସ୍ୱାମୀ ବର୍ତମାନ ସମୟ ରେ ତାଙ୍କୁ ଘରୁ ତଡି ଦେଇଥିବା ବେଳେ ମହିଳା ଜଣଙ୍କ ବର୍ତମାନ ସମୟ ରେ ନିଜର ହକ୍ ପାଇଁ ଏବଂ ନିଜର ସ୍ତ୍ରୀର ମାନ୍ୟତା ପାଇଁ ପୁତୁରା ଦ୍ୱାରରେ ଧାରଣା ରେ ବସିଛନ୍ତି । ଏହି ଘଟଣା କେନ୍ଦ୍ରପାଡା ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ପେଣ୍ଢା ଅଞ୍ଚଳ ରେ ଦେଖିବାକୁ ମିଳିଛି । ତେବେ ପରକ୍ରି-ୟା ପ୍ରିତି ଏବେ ମହିଳାଙ୍କୁ ମହଙ୍ଗା ପଡିଛି । ପୁତୁରା ର ମିଠା ପ୍ରେମରେ ପାଗଳ ଖୁଡୀ କୁ ଏବେ ସ୍ୱାମୀ ର ମାଡ ଖଟ୍ଟା ଲାଗୁଛି ।

Putura

ପୁତୁରା ପାଇଁ ଏବେ ଘରୁ ବେଘର ହୋଇ ଖୁଡୀ ପୁତୁରା ର ଘର ବାରଣ୍ଡା ରେ ବସିଛନ୍ତି । ଖୁଡୀ ଙ୍କ ମିଡିଆ ସାମ୍ନାରେ କହିବା କଥା ଅନୁସାରେ ମୁଁ ଆଗରୁ ତାଙ୍କୁ କହିଛି ଥରେ ଦି ଥର ନୁହଁ 50 ଥର କହିଛି। ସେ ମତେ କହିଲେ ତୁ କଣ ମୋର ନିଜର ଖୁଡି ହେଇଛୁ? ସେ କହିଲେ କଣ ହେଲା ମିଡିଆ: ତମେ ଟିକେ ତ ରଖିବାର ଥିଲା । ସେହି ଖୁଡିଙ୍କ ଅନୁସାରେ ସାର ମୁଁ ରଖିବି କଣ ସେ ତ ଆମ ଘରେ ଆସେ ଉଠା ବସା କରେ ମୋ ସ୍ୱାମୀଙ୍କର ସେ ବହୁତ ସାଙ୍ଗ ସେ ସ୍ୱାମୀଙ୍କର ସାଙ୍ଗ ବୋଲି ମୁଁ ତାଙ୍କୁ ଟିକେ ଅଧିକ ବିଶ୍ୱାସ କରି ଦେଇଥିଲି ।

ସ୍ୱାମୀ ଯେତେବେଳେ ନ ଥାଆନ୍ତି ସେତେବେଳେ ସେ ମୋ ସହ ଜବରଦସ୍ତି ସଂ-ମ୍ପ-ର୍କ ରଖି ଦିଅନ୍ତି, ମୁଁ ସ୍ତ୍ରୀ ଲୋକ ଟା କଣ କରିବି? ସେ ମୋ ସହ ସଂ-ମ୍ପ-ର୍କ ରଖିବା ସମୟରେ ମୋ ପୁଅ ଦି ଟା ବି ଦେଖିଛନ୍ତି । ଜଣେ ଝିଅ ନ ଚାହିଁବା ପର୍ଯ୍ୟନ୍ତ ଗୋଟେ ପୁଅ କେବେ ତାକୁ ଛୁଇଁ ପାରିବ ନାହିଁ । ସେହି ଖୁଡିଙ୍କ ଅନୁସାରେ ନ ଚାହିଁବ ମାନେ କଣ ସେ ବା ମତେ ଜବରଦସ୍ତି କୁଣ୍ଢେଇକି ୟେ କଲେ ମୁଁ କଣ କରିବି?

khudi

ମିଡିଆ: ଯେତେବେଳେ କୁଣ୍ଡେଇକି ୟେ କଲେ ସେତେବେଳେ ଆପଣଙ୍କୁ ପ୍ରତିରୋଧ କରିବାର ଥିଲା । ଖୁଡି: ମୁଁ ପ୍ରତିରୋଧ କରିଛି, ଘରେ ମୋ ଘର ଲୋକ ଥିଲେ, ଆଉ ସେ ଯେତେବେଳେ ଘରକୁ ଆସିବ କବାଟ ଦେଇ ଦେବ, ତାପରେ ମୁଁ ପଚାରେ କବାଟ କାଇଁ ଦଉଛ, ତାପରେ ସେ କହିବ କବାଟ ଦେଇ ଦେବା ଲୋକ ବାକ ଦେଖା ଦେଖି କରିବେ କାଳେ । ମିଡିଆ: ମୁଁ ଏବେ ଯଦି ତମ ଘରକୁ ଯିବି ମୁଁ କଣ ଏମିତି ହଠାତ ପସି ଯିବି କି ଏବଂ କହିବେ ମୁଁ ତୁମ ସ୍ୱାମୀଙ୍କର କ୍ଲୋଜ୍ ବୋଲିଏହି ପରି କରି ଖରାପ କାମ କରନ୍ତି ବୋଲି ସେ କହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *