ଅର୍ଚ୍ଚନା ସହ ଶୋଇଚି ଖଗେଶ୍ୱର, ପିଲା ଦେଇ ନଷ୍ଟ ବି କରିଛି

Khageshwar

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ୍ ସରି ଯାଇଛି ଖଗେଶ୍ୱର ର ରିମାଣ୍ଡ ଅବଧି ଓ ଶେଷ ଦିନରେ ମଧ୍ୟ ଖଗେଶ୍ୱର ଅର୍ଚ୍ଚନା ନାଗ ସଂମ୍ପର୍କ ରେ ଅନେକ ଗୁମର ଖୋଲିଛି । ଶେଷ ଦିନରେ ସବୁ ସତ କହିଛି ଖଗେଶ୍ୱର । ଲେଡୀ ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସମ୍ପର୍କ ରେ ତନ୍ନାଘନ୍ନା ଜାରି ରଖିଛି ପୋଲିସ୍ । କଳାସମ୍ରାଜ୍ୟ ର ମାଲିକିଆଣି ଅର୍ଚ୍ଚନା ନାଗ ଙ୍କ ବିଜନେସ ପାର୍ଟନର ଖଗେଶ୍ୱର ଙ୍କ 10 ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି ।

ଖଗେଶ୍ୱର ରିମାଣ୍ଡରେ ସାହାଯ୍ୟ କରୁନଥିବାରୁ ଆଉ ପାଞ୍ଚ ଦିନ ଖଗେଶ୍ୱର କୁ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିବ ଇଡି । ଏହି ରିମାଣ୍ଡ ଚାଲିଥିବା ବେଳେ ଅର୍ଚ୍ଚନା ନାଗ ଙ୍କ ଏଣ୍ଡୋଭର କାର ମିଳିଥିଲା । ଏହା ସହିତ ଥିବା ବଡବଡିଆ ମାନଙ୍କ ଲିଙ୍କ୍ ଏବେ ଖୋଜି ବୁଲୁଛି ଇଡି । ଏହି କାର ବାବଦ କୁ ପ୍ରାୟ 40 ଲକ୍ଷ ଟଙ୍କାର ସୁରାଗ ଲାଗିଛି ଇଡି ହାତରେ ।

khaga

ସୂଚନା ଏହା ମଧ୍ୟ ମିଳୁଛି ଯେ କାର କିଣିବା ପାଇଁ ଅର୍ଚ୍ଚନା ଙ୍କ ଆକାଉଣ୍ଟ କୁ ଗିଫ୍ଟ ସୂତ୍ରରେ ଆସିଥିଲା ଟଙ୍କା । ତେବେ କିଏ ଏବଂ କଣ ପାଇଁ ଅର୍ଚ୍ଚନା ଙ୍କୁ ଏତେ ଟଙ୍କା ଦେଇଥିଲା ସେହିନେଇ ଇଡି ଏବେ ତନ୍ନାଘନା କରୁଛି ଇଡି । ଏହା ସହିତ ଗତ ପାଞ୍ଚ ବର୍ଷ ମଧ୍ୟରେ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ଆକାଉଣ୍ଟ କୁ ଆସିଥିବା ଅଢେଇ କୋଟି ଟଙ୍କାର ଖୋଳତାଳ ମଧ୍ୟ କରିବାରେ ଲାଗିଛି ଇଡି ।

ଏହି ସମସ୍ତ ତଥ୍ୟ ହାସଲ କରିବା ସହ ଗତ ଶନିବାର ରାତିରେ ମାଞ୍ଚେଶ୍ୱର ରୁ ଏକ ନମ୍ବର ବିହୀନ ଏଣ୍ଡୋଭର କାର ଜବତ କରାଯାଇ ଥିବା ବେଳେ । ଏହାପରେ ଇଡି ର ସନ୍ଦେହ ବଢିଚାଲିଛି । ଏବଂ ଇଡି ଏବେ ଏହି ଘଟଣାର ତଦନ୍ତ ବହୁତ ଜୋର ସୋର ରେ କରିବାରେ ଲାଗି ପଡିଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ