ଅର୍ଚ୍ଚନାଙ୍କ କ୍ରାଇମ ସିଣ୍ଡିକେଟରେ ଖଗା ଥିଲା ମାଷ୍ଟରମାଇଣ୍ଡ I

mastermind

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ସତ ଓଗାଳୁଛି ଖଗା , ଇଡି ର ପ୍ରଶ୍ନ ବାଣ ରେ ଝାଳନାଳ ଖଗା । ଖଗା ବିଛେଇ ଥିଲା ନେଟୱାର୍କ । ତେବେ ଅର୍ଚ୍ଚାନ ଙ୍କ କ୍ରାଇମ୍ ସିଣ୍ଡିକେଟ ରେ ଖଗା ଥିଲା ମାଷ୍ଟର ମାଇଣ୍ଡ । ଅର୍ଚ୍ଚନା ନାଗ ଆସିବା ପରେ ବଦଳିଯାଇ ଥିଲା ଖଗାଙ୍କ ଲାଇଫ୍ ଷ୍ଟାଇଲ ତେବେ ଭିଗାରପୁର , ସତ୍ୟ ବିହାର ରେ ଅର୍ଚ୍ଚନା ଙ୍କ ଘରକୁ ଲାଗି ବିଳାଶ ପୂର୍ଣ୍ଣ କୋଠା । ଚଲାଉଥିଲେ ରୟାଲ ଗାଡି ।

2017 ରୁ 2022 ଯାଏ ମାତ୍ର 5 ବର୍ଷ ମଧ୍ୟରେ ଏତେ ଟଙ୍କାର ମାଲିକ ହେଲେ କିପରି ? ସତ୍ୟ ବିହାର ରେ ଅର୍ଚ୍ଚନା ଙ୍କ ଘରକୁ ଲାଗି ବିଳାଶ ପୂର୍ଣ୍ଣ କୋଠା ନିର୍ମାଣ କରିଛନ୍ତି ଖଗେଶ୍ୱର । ଏହି ଘରେ କାହା ଟଙ୍କା ଲାଗିଛି ତାହା ହେଉଛି ବର୍ତମାନ ସମୟ ର ବଡ ପ୍ରଶ୍ନ । ଏହା ଉପରେ ଖଣ୍ଡଗିରି ଥାନା ରେ ପ୍ରଥମେ ମାମଲା ଦେଇ ସଂମ୍ପର୍ଣ୍ଣ ମାମଲା କୁ ସାମ୍ନାକୁ ଆଣି ଖଗେଶ୍ୱର ଏବଂ ଶ୍ରଦ୍ଧାଞଳୀ ଙ୍କୁ ଇଡି ।

Archana Nag

ସପଟେ ନାଗ ଦମ୍ପତୀ ଙ୍କ ଏକାଉଣ୍ଟ କୁ ଖଗା ଦୁଇ କୋଟି ଟଙ୍କା କାରବାର କରିଥିବାର ପ୍ରମାଣ ଲାଗିଛି । ଏହି ନେଇ ଅଧିକ ପରିମାଣ ରେ ଖୋଲତାଳ କରୁଛି ଇଡି । ତେବେ କୁହାଯାଉଛି କିଏ ଏହି ଟଙ୍କା ଜମା କରିବାକୁ ଆସିଥିଲେ । ସେପଟେ ସଂମ୍ପୃକ୍ତ ବ୍ୟାଙ୍କ୍ ର ଫୁଟେଜ ସବୁ ଜାଞ୍ଚ କରିବ ଇଡି ।

5 ଟି ବ୍ୟାଙ୍କ୍ ଏକାଉଣ୍ଟ ରେ ଏହି ଟଙ୍କା କାରବାର ହୋଇଥିଲା । ଓଡିଶା ଭିତରେ ହୋଇଥିବା ଗୋଟିଏ କାରବାର ର ପ୍ରମାଣ ଇଡି ହାତରେ ଲାଗି ସାରିଛି । ସେପଟେ ଏହି ତଥ୍ୟ କୁ ନେଇ ଜେଲ ଭିତରେ ଅର୍ଚ୍ଚନା ଙ୍କୁ ଜେରାବି କରି ପାରେ ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *