କାହାକୁ କିଛି ନକହି ଘରେ ଏହି କୋଣରେ ରଖିଦିଅନ୍ତୁ ଅଳେଇଚ । ଏକ ସପ୍ତାହରେ ଉନ୍ନତି ହେବାର ସ୍ୱୟଂ ଅନୁଭବ କରିପାରିବେ ।

Spread the love

ଆପଣ ସମସ୍ତେ ନିଶ୍ଚୟ ହାଣିଥିବେ କି, ଅଳେଇଚ ଓ ଲବଙ୍ଗକୁ ଭୋଜନର ସ୍ଵାଦକୁ ବଢ଼େଇବା ପାଇଁ ବ୍ୟବହାର କରିଯାଇ ଥାଏ । ଧାର୍ମିକ ଶାସ୍ତ୍ର ଅନୁସାରେ ଏହାକୁ ପ୍ରସାଦ କରିବା ବେଳେ ମଧ୍ୟ ବ୍ୟବହାର କରିଯାଏ ଏବଂ ଔଷଧ ଓ ତନ୍ତ୍ର-ମନ୍ତ୍ରରେ ମଧ୍ୟ ବ୍ୟବହାର କରିଯାଇଥାଏ । ଯଦି ଆପଣ ତନ୍ତ୍ର-ମନ୍ତ୍ରକୁ ବିଶ୍ୱାସ କରନ୍ତି, ତେବେ ଆମେ ଆପଣଙ୍କ ଧନୀ ହେବାରେ ଅଳେଇଚର ସଠିକ୍ ଉପାୟ ବିଷୟରେ କହିବୁ । ଆସନ୍ତୁ ଏ ବିଷୟରେ ଆମେ ଆଜି ସମ୍ପୁର୍ଣରୂପେ ଜାଣିବା ।

ଉପାୟ –

ଏହି ଉପାୟ ଆପଣାଇବା ପୂର୍ବରୁ, ଆପଣଙ୍କୁ ସର୍ବପ୍ରଥମେ ଗୋଟିଏ ସବୁଜ ରଙ୍ଗର ଅଳେଇଚକୁ ନେବାର ଅଛି । ଏବେ ଆପଣ ଆପଣଙ୍କ ପୂଜା କକ୍ଷରେ ବସିବାର ଅଛି ଓ ପୂଜା କକ୍ଷରେ ବସି ଦୁଇ ହାତକୁ ଯୋଡ଼ି ଏହି ମନ୍ତ୍ର କହିବାର ଅଛି । “ଓଁ ଶ୍ରୀ ଶ୍ରୀୟୈ ନମଃ” । ଏହି ମନ୍ତ୍ରକୁ ଆପଣ ୧୦୮ ଥର ଜପ କହିବାର ଅଛି । ଗୋଟିଏ କଥା ଧ୍ୟାନ ଦେବେ କି ଆପଣ ଏହି ମନ୍ତ୍ର ପାଠ କରିବା ସମୟରେ କେହି ମଧ୍ୟ ଆପଣଙ୍କ ପୂଜାରେ କୌଣସି ପ୍ରକାରର ବାଧାପ୍ରାପ୍ତ ଯେଭଳି ନ କରିବେ, ସେଥିପ୍ରତି ନିଶ୍ଚୟ ଧ୍ୟାନ ଦେବେ । ଜପ କରି ସାରିବା ପରେ ଆପଣ ଏହି ଅଳେଇଚକୁ ନିଜ ହାତ ମୁଠାରେ ରଖି ଘର ଭିତରେ ହିଁ ୭ଥର ବୁଲନ୍ତୁ । ୭ଥର ବୁଲିବା ପରେ ଆପଣଙ୍କୁ ପୁଣି ସେହି ପୂଜା କକ୍ଷ ଆଗରେ ବସିବାର ଅଛି ।

ଏବେ ଆପଣ ଏହି ଅଳେଇଚକୁ ଗୋଟିଏ ଲାଲ ରଙ୍ଗର କପଡ଼ାରେ ରଖି ବାନ୍ଧିବାର ଅଛି । ଏହାକୁ ବାନ୍ଧିବା ପାଇଁ ଆପଣଙ୍କୁ ଲାଲ ରଙ୍ଗର ସୁତାକୁ ବ୍ୟବହାର କରିବାର ଅଛି । ଏହାପରେ ଆପଣ ଏହାକୁ ଗୋଟିଏ ଏଭଳି ଜାଗାରେ ରଖନ୍ତୁ, ଯେଉଁଠାରେ ଆପଣ ଏହି ଅଳେଇଚକୁ ରଖିଲେ ମଧ୍ୟ କେହି ଦେଖି ପାରିବେ ନାହିଁ । ଏହାକୁ ଘରର କୌଣସି ସଦସ୍ୟମାନେ ମଧ୍ୟ ଦେଖିବା ଉଚିତ ନୁହଁ । ଏହି ଉପାୟ ଆପଣ ଯେକୌଣସି ସମୟରେ ମଧ୍ୟ ଓ ଯେକୌଣସି ଦିନରେ ମଧ୍ୟ କରିପାରନ୍ତି । ଏଥିରେ ଆପଣଙ୍କୁ ଲାଭ ନିଶ୍ଚୟ ମିଳିଥାଏ ।