
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁ ତୋ ମୁତୁରି ମୁଁ ତୋ ମୁତୁରି ହେଂସ କାଇଁ ପାଇଁ ଧୋଇବା ଘର କଳି କେମିତି ଘର ଭିତରେ ରହିବ ତାହା ଚିନ୍ତା କରିବା ଦରକାର । ଯିଏ ପଦାକୁ ବାହାରିଛି ସିଏ ସଫଳ ହେବ । ଯେତେ ବେଳେ ତମ ସ୍ୱାମୀ । ଜଣେ ଜେନେରାଲ ପବ୍ଲୁିକ୍ ନୁହଁନ୍ତି ସେ ଜଣେ ପ୍ରତିଷ୍ଟିତ ବ୍ୟକ୍ତିତ୍ୱ । ତାକୁ ସାରା ଓଡିଶା ରେ ରହୁଥିବା ଓଡିଶା ସାରା ଓଡିଶାରେ କୋଣ ଅନୁକୋଣ ରେ ରହୁଥିବା ଓଡିଆ କେଉଁଠି ନାଁ କେଉଁଠି ଜାଣିଛନ୍ତି ।
ସେ ବିବାଦିୟ ପୁରୁଷ ହୁଅନ୍ତୁ କିମ୍ବା ସେ ଅବିବାଦିୟ ହୁଅନ୍ତୁ । ଲୋକ ତାଙ୍କୁ ଜାଣିଛନ୍ତି ଯେତେ ବେଳେ ଆପଣ କମ୍ପ୍ଲେନ କରିଦେବେ ସେତେ ବେଳେ ସବୁ ମିଡିଆ ହାଉସ ରୁ ଆରମ୍ଭ କରି ଗୋଟେ ସେକେଣ୍ଡ ମଧ୍ୟରେ ସେ ଯେଉଁ ଦିର୍ଘ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ନାଁ ଟା କମେଛନ୍ତି । ସେହିଟା ସାଙ୍ଗେ ସାଙ୍ଗେ ଦାଣ୍ଡରେ ପଡି ହାଟରେ ନିଲାମ ହୋଇଯିବ ।
ଆଉ ଯଦି ଆପଣ କମ୍ପଲେନ କରିଛନ୍ତି ତେବେ ଆପଣ ଭାବୁଛନ୍ତି ତାହା ରିଷ୍ଟୋରେସନ ହେବ ବୋଲି ତା ପରେ ବି କାଲି ହ୍ୟୁମନ ସାଗର ଏବଂ ତାଙ୍କର ମାଆ କହୁଥିଲେ । ଜାହା ସବୁ ହୋଇଛି ତାହାର ଚିନ୍ତା କରିବାର ଆବଶ୍ୟକତା ନାହିଁ ମୋ ସ୍ତ୍ରୀ ମୋ ଛୁଆ ଫେରି ଆସିବା ଦରକାର । ଆଜିର ସମୟ ରେ ଆପଣ ମାନେ ଦେଖନ୍ତୁ ଯେଉଁ ମାନେ ଚାକିରୀ କରିଛନ୍ତି ସେମାନଙ୍କୁ ଝିଅ ଦେବା ବଦଳରେ ଏବେ ଲୋକ ମାନେ ବିଜନେସ ମ୍ୟାନ ଙ୍କୁ ଝିଅ ଦେବାକୁ ପସନ୍ଦ କରୁଛନ୍ତି ।
କାରଣ ଏହି ପରି ସିଙ୍ଗର ବା ଚାକିରୀଆ ଲୋକ ମାନେ ନିଜ ଲାଇଫ ରେ ଏତେ ବ୍ୟସ୍ତ ରହିଥାନ୍ତି କି ସେମାନେ ଘର ଲୋକ ମାନଙ୍କୁ ବି ଟାଇମ୍ ଦେଇ ପାରନ୍ତି ନାହିଁ । ଆଉ ଏମିତି ରେ ବହୁତ ସମୟ ରେ ପରିବାର ପରିବାର ମଧ୍ୟରେ ଝଗଡା ହୋଇଥାଏ ହେଲେ ସେମାନଙ୍କ ମଧ୍ୟରେ କଣ ସମାଧାନ ହେଉନି । ତେଣୁ ଏଠାରେ ବି ଦୁହିଁଙ୍କ ବୁଝି ନିଜର ପରିବାର କୁ ଆଗକୁ ନେବା ଉଚିତ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।