ରାତିରେ ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ରସୁଣ, ସକାଳେ ଉଠିବା ବେଳକୁ ଏମିତି କମାଲ ହେବ ଯେ ଆପଣଙ୍କ ହୋସ୍ ଉଡ଼ିଯିବ ।

Spread the love

ଯଦିଓ ଆମେ ସ୍ଵାଦିଷ୍ଟ ବ୍ୟଞ୍ଜନ ବିଷୟରେ କଥା ହେବା; ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ରସୁଣ ଏହି ଧରିତ୍ରୀ ଉପରେ ସବୁଠାରୁ ଲାଭଦାୟକ ବ୍ୟଞ୍ଜନ ମଧ୍ୟରେ ଅନ୍ୟତମ ବୋଲି ମନେ କରାଯାଉଛି । ହଁ ଆଜ୍ଞା, ନା ଏହା କେବଳ ଖାଦ୍ୟର ବାସ୍ନାକୁ ବଢାଇଥାଏ ବରଂ ଖାଦ୍ୟକୁ ଅନେକ ଗୁଣରେ ଭରପୁର ମଧ୍ୟ କରି ଦେଇଥାଏ । ବହୁତ କମ୍ ଲୋକ ଜାଣିଥାନ୍ତି ଯେ, ରସୁଣ ଅନେକ ପୋଷକ ତତ୍ୱରେ ପରିପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଡାକ୍ତର ମଧ୍ୟ ପ୍ରତ୍ୟେକ ଦିନ ରସୁଣ ଖାଇବାକୁ ଅନୁମତି ଦେଇଥାନ୍ତି । ଏହା ମଧ୍ୟ ସତ୍ୟ ଯେ, ରସୁଣ ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଯେମିତି କି ଲିଭର୍ ଏବଂ ଚନ୍ଦାପଣ ପରି ସମସ୍ୟାରୁ ଆମକୁ ସୁରକ୍ଷିତ ରଖିଥାଏ । ଏହା ବ୍ୟତୀତ ରସୁଣ ଆମର ଧମନୀକୁ ମଧ୍ୟ ସଫା ରଖିଥାଏ ଏବଂ ଆମର ରକ୍ତକୁ ମଧ୍ୟ ଶୁଦ୍ଧ କରିଥାଏ । ଏତତ୍-ବ୍ୟତୀତ ରସୁଣ ଆମକୁ ଥଣ୍ଡା ଏବଂ ଫ୍ଲୁ ଠାରୁ ମଧ୍ୟ ଦୂରେଇ ରଖିଥାଏ ।

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବ ଯେ, ରସୁଣକୁ ଛଡେଇ ଏହାର ସେବନ କରିବା ଦ୍ଵାରା ଏହାର ଶକ୍ତି ଅନେକ ଗୁଣ ବଢ଼ିଯାଇଥାଏ । ଯେତେବେଳେ ଆପଣ ରସୁଣକୁ ରୋଷେଇ କରି ସେବନ କରନ୍ତି, ତେବେ ଆପଣ ଏହାର ଅନେକ ପୋଷାକ ତତ୍ତ୍ଵକୁ ନଷ୍ଟ କରିଦିଅନ୍ତି । ସେଥିପାଇଁ ଯଦି ଆପଣ ରସୁଣର ପୋଷାକ ତତ୍ତ୍ଵକୁ ପାଇବା ପାଇଁ ଚାହୁଁଛନ୍ତି; ତେବେ ଏହାକୁ ଛଡ଼ାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ତାକୁ ସେବନ କରନ୍ତୁ । ଆପଣ ଏହାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆପଣ ସେଥିରେ ବନସ୍ପତି ତେଲ ମଧ୍ୟ ମିଶାଇ ପାରିବେ । ଆପଣ ଏହା ଶୁଣିଥିବେ ଯେ, କିଛି ଲୋକ ଶୋଇବା ପୂର୍ବରୁ ଭଲ ନିଦ ପାଇବା ପାଇଁ ରସୁଣକୁ ନିଜର ତକିଆ ତଳେ ରଖି ଶୋଇଥାନ୍ତି ।

ସେତେବେଳେ ଅନ୍ୟ କିଛି ଲୋକ ଭଲ ସୌଭାଗ୍ୟ ପାଇଁ ରସୁଣକୁ ନିଜ ପକେଟରେ ରଖିଥାନ୍ତି । ଏମିତିରେ କିଛି ଲୋକ ଏହିପରି ମଧ୍ୟ ଅଛନ୍ତି; ଯେଉଁମାନେ ରସୁଣରେ ନିଜର ବାସନ କୁସନ ମଧ୍ୟ ସଫା କରିଥାନ୍ତି । ଜଣାଇ ଦେଉଛୁ କି ନକାରାତ୍ମକ ଉର୍ଯାକୁ ଦୂର କରିବା ପାଇଁ ଆପଣ ରସୁଣକୁ ନିଜର ପକେଟ୍ ଅଥବା ତକିଆ ତଳେ ରଖି ଶୋଇବା ଉଚିତ୍ । ଜଣାଇ ଦେଉଛୁ ଯେ, ଏହାଦ୍ଵାରା ଆପଣଙ୍କୁ ନା କେବଳ ଭଲ ନିଦ ହେବ ବରଂ ଆପଣଙ୍କ ପାଖାପାଖି ଥିବା ସମସ୍ତ ନକାରାତ୍ମକ ଊର୍ଯା ଦୂର ହୋଇଯିବ ।

ଯଦି ଆମେ ସିଧସଳଖ ଭାବରେ କହିବା, ତେବେ ରସୁଣର ସେବନ କରିବା ମଧ୍ୟ ସେତିକି ଲାଭକାରୀ ଅଟେ, ଯେତିକି ଆମେ ତାକୁ ନିଜ ପାଖରେ ରଖିବା ଲାଭକାରୀ ହୋଇଥାଏ । ସେଥିପାଇଁ ଯଦି ଆପଣ ଆଜି ପର୍ଯ୍ୟନ୍ତ ରସୁଣର ସେବନ କରୁନଥିଲେ ଅଥବା ରସୁଣ ଠାରୁ ଦୂରେଇ ଯାଉଥିଲେ କିମ୍ବା ଏହାର ଦୁର୍ଗନ୍ଧ ଯୋଗୁଁ ଏହାକୁ ନିଜ ଠାରୁ ଦୂରେଇ ରଖୁଥିଲେ, ତେବେ ଆଜି ଠାରୁ ହିଁ ଆପଣ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଏହା ଏଥିପାଇଁ କାହିଁକି ନା ରସୁଣ ଦ୍ଵାରା ଆପଣଙ୍କୁ କେବଳ ଲାଭ ହିଁ ଲାଭ ହେବ ଏବଂ ଏହାଦ୍ଵାରା କୌଣସି କ୍ଷତି ହେବ ଏହାର ପ୍ରଶ୍ନ ହିଁ ଉଠିନଥାଏ ।

ଶେଷରେ ଆମେ ଆଶା କରୁଛୁ ଯେ, ରସୁଣର ଏହି ଉପଯୋଗ ଆପଣଙ୍କ ପାଇଁ ଅନେକ ଲାଭଦାୟକ ସିଦ୍ଧ ହେବ । ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ।