କେବଳ ତିନି ଦିନରେ ଆପଣଙ୍କ ଧଳା କେଶକୁ ସମ୍ପୂର୍ଣ ରୂପେ କଳା କରିଦେବ ।

Spread the love

ଆଜିକାଲିର ଲୋକମାନଙ୍କୁ କଳା ରଙ୍ଗର କେଶକୁ ବହୁତ ଭଲ ପାଇଥାନ୍ତି । ଝିଅ ହେଉ ବା ପୁଅ ସଭିଏଁ କଳା କେଶକୁ ହିଁ ଭଲ ପାଇଥାନ୍ତି । କଳା କେଶ ଲୋକଙ୍କ ସୁନ୍ଦରତା କୁ ଦୁଇଗୁଣ ଅଧିକ କରି ଦେଇଥାଏ ଠିକ ସେହି ଭଳି ଧଳା କେଶ ଲୋକଙ୍କ ସୁନ୍ଦରତାକୁ ନଷ୍ଟ କରିଦିଏ । ଆଜିକାଲି ଲୋକଙ୍କ ଆହାର ଓ ଖରାପ ପରିବେଶ ଯୋଗୁଁ କମ ବୟସରେ ମଧ୍ୟ କେଶର ରଙ୍ଗ ଧଳା ହେବାକୁ ଲାଗୁଛି ।

ଅଧିକାଂଶ ଲୋକମାନେ ନିଜ ଧଳା କେଶକୁ କଳା କରିବାପାଇଁ ଅନେକ ପ୍ରକାର ଔଷଧ ଆପଣାଇଥାନ୍ତି କିନ୍ତୁ ସେଥିରୁ ସେମାନଙ୍କୁ କିଛି ବି ଫାଇଦା ମିଳୁନି । ଏଥିଯୋଗୁଁ ସେମାନେ ଅନେକ ପ୍ରକାରର ତେଲ ( ଭିନ୍ନ-ଭିନ୍ନ ତେଲ ) କେଶରେ ଲଗାଇବା ଯୋଗୁଁ ସେମାନଙ୍କ କେଶର ସୁନ୍ଦରତା ନଷ୍ଟ ହେଇ କେଶ ଝଡ଼ିବାକୁ ଲାଗୁଛି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଉପାୟ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିଲେ ଆପଣଙ୍କର କେଶ ସମ୍ପୂର୍ଣ୍ଣ ରୂପେ କଳା ରଙ୍ଗର ହୋଇଯିବ ।

ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ, ସେଥିପାଇଁ କେବଳ ଦୁଇଟି ବସ୍ତୁର ଆବଶ୍ୟକ ହୋଇଥାଏ । ସେହି ଦୁଇ ବାସ୍ତୁ ହେଲା ମେର୍ସିଙ୍ଗା / ବୁରସୁଙ୍ଗା ପତ୍ର ଓ ନଡ଼ିଆ ତେଲ । ବୁରସୁଙ୍ଗା ପତ୍ର ଆପଣଙ୍କୁ ବଜାରରେ ସହଜରେ ମିଳିଯିବ ଓ ନଡ଼ିଆ ତେଲ ଆପଣଙ୍କ ଘରେ ଆଗରୁ ନିଶ୍ଚୟ ଥିବ । ତେବେ ଆସନ୍ତୁ ଏହାକୁ କିଭଳି ପ୍ରୟୋଗ କରିବା ସେ ବିଷୟରେ ଜାଣିବା ।

ପ୍ରଥମେ ତିନୋଟି ବୁରସୁଙ୍ଗା ପତ୍ରକୁ ପେଷ୍ଟ କରନ୍ତୁ ଓ ଗୋଟିଏ ବଡ ଚାମଚ (spoon)ରେ ତିନି ଚାମଚ ନଡ଼ିଆ ତେଲରେ ଏହି ପେଷ୍ଟକୁ ଭଲ ଭାବରେ ମିଶାନ୍ତୁ । ପରେ ଏହାକୁ ୧୦ ମିନଟ ଭଲ ଭାବରେ ଗରମ କରନ୍ତୁ । ଯେତେବେଳେ ଏହା ସମ୍ପୂର୍ଣ ରୂପେ ଥଣ୍ଡା ହେଇଯିବ, ତେବେ ଏହାକୁ ଗୋଟିଏ ବତଲରେ ରଖିଦିଅନ୍ତୁ ।

ପ୍ରତ୍ୟେକ ଦିନ ରାତ୍ରରେ ଏହି ତେଲକୁ ଭଲରୁପେ କେଶରେ ଲଗାଇବେ ଓ ସକାଳେ ଉଠି ଯେକୌଣସି ହର୍ବଲ ସ୍ୟାମ୍ପୂରେ ଭଲ ଭାବରେରେ ଧୋଇବେ । ଏଭଳି ମାତ୍ର ତିନି ଦିନ କରିଲେ ଆପଣଙ୍କ କେଶର ପରିବର୍ତ୍ତନ ହେବାର ଅନୁଭବ ଆପଣ ନିଜେ କରି ପାରିବେ । ଯଦି ଆପଣ ପୂର୍ଣ୍ଣ ରୂପେ ଫାଇଦା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ତେଲକୁ ୨ ରୁ 3 ସପ୍ତାହ ଲଗାଇବେ ।