କେବଳ ଦୁଇ ଟଙ୍କାର ଏହି ଜିନିଷ, ସବୁ ପ୍ରକାରର ଯନ୍ତ୍ରଣାକୁ ଗୋଟିଏ ମିନିଟ୍ ରେ ଗାୟବ କରିଦିଏ

Spread the love

ବର୍ତ୍ତମାନର ପରିସ୍ଥିତିରେ ବୟସ ଯେତେବେଳେ ଅଧିକ ହୋଇଯାଏ ତୋ ବ୍ୟକ୍ତିର ହାଡରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ କାହିଁକି ନା ଅଧିକାଂଶ ଲୋକଙ୍କ ଶରୀରରେ ବହୁତ ଗୁଡିଏ ପୋଷାକ ତତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ । ସେଥିପାଇଁ ସେମାନଙ୍କ ଶରୀରର ହାତ ଓ ଗୋଡ଼ର, ଗଣ୍ଠିରେ ଏବଂ ଅଣ୍ଟା, ପିଠିର ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ହେବାରେ ଲାଗିଥାଏ । କିନ୍ତୁ ଆଜିକାଲି ଯୁବ ବୟସ୍କଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି ! କାହିଁକି ନା ସେମାନଙ୍କ ଖାଦ୍ୟପେୟ ବଦଳିବାର ଲାଗିଛି, ସେମାନଙ୍କ ଖାଦ୍ୟପେୟରେ ପୋଷକ ତତ୍ୱର ଅଭାବ ରହିଯାଉଛି । ଏହି କାରଣରୁ ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବହୁତ ଶସ୍ତା ଜିନିଷ ବିଷୟରେ କହିବୁ ଯାହାକି ଆପଣଙ୍କର ଏହି ସବୁ ସମସ୍ୟାକୁ ଦୂର କରି ଦେଇପାରିବ । ତାହେଲେ ଚାଲନ୍ତୁ ଜାଣିବା ସେ ଜିନିଷ କଣ ଅଟେ । ସେଇ ଜିନିଷର ନାମ ହେଲା ଜାଇଫଳ । ଏହି ସବୁ ସମସ୍ୟାକୁ ମୂଳରୁ ଭଲ କରିବା ପାଇଁ ଆପଣଙ୍କୁ ଜାଇଫଳର ସେବନ କରିବାକୁ ପଡିବ ।  ଏହା ସହଜରେ ଯେ କୌଣସି ବି କିରାଣୀ ଦୋକାନରେ ମିଳିବ । ଆପଣଙ୍କୁ ଏହା ଦୋକାନରୁ କିଣି ଆଣନ୍ତୁ ଏବଂ ଏହାକୁ ଭଲ ଭାବରେ ହେମଦସ୍ତାରେ କୁଟି, ଚୂର୍ଣ୍ଣ କରିଦିଅନ୍ତୁ ।

ଏହିରେ କ୍ୟାଲସିୟମ, ଭିଟାମିନ ଡି ,ଫସଫରସ୍ ଆଦି ବହୁତପୋଷାକ ତତ୍ୱ ରହିଛି । ଯାହା ଆପଣଙ୍କର ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହି ଜିନିଷର ସେବନ କରିବେ ତୋ ଆପଣଙ୍କର ଶରୀରକୁ ଆବଶ୍ୟକ ମାତ୍ରାର ପୋଷାକ ତତ୍ୱ ମିଳିବ, ଯାହାର ପ୍ରଭାବରେ ଶରୀରର ହାଡ଼ଗୁଡିକ ଶକ୍ତିଶାଳୀ ମୁଜବୂତ ହେବାରେ ସାମର୍ଥ୍ୟ ହୋଇପାରିବ ଏବଂ ଆପଣଙ୍କର ସମସ୍ତ ପ୍ରକାରର ଯନ୍ତ୍ରଣା ଦୂର ହୋଇଯିବ ।

ତାହେଲେ ଆସନ୍ତୁ ଜାଣିବା ଏହାର ସେବନ ବିଧି:-

ଯଦି କୌଣସି ବି ପ୍ରକାରର ଯନ୍ତ୍ରଣା ହୋଇଥାଏ ତୋ ଆପଣ ଗୋଟିଏ ଗିଲାସ ଥଣ୍ଡା କ୍ଷୀର ସହିତ ଅଧା ଚାମଚ ଜାଇଫଳ ଗୁଣ୍ଡ ମିଶେଇ ସେବନ କରିବାର ଅଛି । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ପେଟର ଅନେକ ଗୁଡିଏ ରୋଗ ଦୂର ହୋଇଯାଇଥାଏ ।