କେବଳ 2 ଟଙ୍କାର ଏହି ଜିନିଷ ଦ୍ୱାରା ଏହି ଡାକ୍ତର କରୁଛନ୍ତି କ୍ୟାନ୍ସର ର ଚିକିତ୍ସା, 10 ଦିନରେ ମୁକ୍ତି ମିଳୁଛି ଯେ କୌଣସି ଷ୍ଟେଜରେ ଥିବା କ୍ୟାନ୍ସର

Spread the love

ଏହି କଥାର ପୁନାରାର୍ବତି ହେଉନାହିଁ ଯେ ପ୍ରତିଦିନ କ୍ୟାନସର ରୋଗ ଯୋଗୁ ଲକ୍ଷେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଇଯାଉଛି, କାହିଁକିନା କ୍ୟାନସର ରୋଗରେ ମୁକ୍ତି ପାଇବା ପାଇଁ ଯାହା ବି ମେଡିସିନ ତିଆରି ହେଇଛି ତାହା ବହୁତ ଅଧିକ ଦାମ ଅଟେ । ଯାହାକୁ ସଧାରଣ ଲୋକ କିଣି ପାରନ୍ତି ନାହିଁ । ଏହି କାରଣରୁ ବହୁତ ଲୋକ ଏହି ରୋଗରେ ମୃତ୍ୟୁ ବାରଣ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଡାକ୍ତରଙ୍କ ଦ୍ବାରା ତିଆରି  ହୋଇଥିବା ଔଷଧ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ଏବଂ ଆପଣଙ୍କ ହୋସ୍ ଉଡିଯିବ ।

ଏହି 2 ଟଙ୍କାର ଜିନିଷରେ ଏଇ ଡାକ୍ତର କରନ୍ତି କ୍ୟାନ୍ସରର ଟ୍ରିଟମେଣ୍ଟ:-

ଅସଲରେ ଏହି ଡାକ୍ତର ଦାବା କରିଛନ୍ତି ଯେ ଏବେ କ୍ୟାନସରର ଚିକିତ୍ସା ଘରରେ ଥିବା ଗୋଟେ ଜିନିଷରେ କରାଯାଇ ପାରିବ । ଏ ଇଟାଲିର ଡାକ୍ତର ଟୁଲିୟ ସିମୋନଚିନି ଦାବା କରିଛନ୍ତି ଯେ ସେ 2 ରୁ 10 ଟଙ୍କାର ବେକିଙ୍ଗ ସୋଢ଼ାରେ କ୍ୟାନସର ରୋଗୀଙ୍କ ଟ୍ରିଟମେଣ୍ଟ କରିଛନ୍ତି ଏବଂ ସେ ରୋଗୀଙ୍କୁ ସୁସ୍ଥ ମଧ୍ୟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ରୋଗ ପାଈଁ ଔଷଧ ମଧ୍ୟ ଶତ ପ୍ରତିଶତ କାମ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ବହୁତ ଲାଭକାରୀ ଅଟେ ଏବଂ ଏଥିରେ ଆପଣଙ୍କ ପାଖରେ ଖାଇବା ପାଇଁ କିଛି ବି ଦରକାର ନାହିଁ ।

10 ଦିନ ଭିତରେ ଠିକ୍ ହୋଇଯିବ କ୍ୟାନସରର ରୋଗ :-

ଏହି ରୋଗ ଗୋଟେ ଏମିତି ରୋଗ ଯେଉଁଥିରେ ରୋଗୀମାନେ ବଞ୍ଚିବାର ସମ୍ଭାବନା ବହୁତ କମ ଥାଏ । ଡାକ୍ତର ଟୁଲିୟ ସିମୋନଚିନିଙ୍କ ମତରେ ବେକିଙ୍ଗ ସୋଢ଼ାର ସାହାଯ୍ୟରେ କିଛି ବି ଷ୍ଟେଜ୍ ର କ୍ୟାନସର କୁ 10 ଦିନ ଭିତରେ ଶୀଘ୍ରରୁ ଅତି ଶୀଘ୍ର ଭଲ କରାଯାଇ ପାରିବ ।

20 ବର୍ଷ ଧରି ବେକିଙ୍ଗ ସୋଢ଼ାରେ କରୁଛନ୍ତି ଟ୍ରିଟମେଣ୍ଟ:-

ଏହି ବିଷୟରେ ଡାକ୍ତର ଟୁଲିୟଙ୍କ କହିବା କଥା କ୍ୟାନସର ରୋଗରୁ ମୁକ୍ତି ପାଇବା ପାଇଁ ଯାହା ବି ଔଷଧ ଆସୁଛି କେବଳ କୋଶିକାମାନଙ୍କ ସ୍ତରରେ କାମ କରେ । ଏହି କାରଣରୁ ଫଙ୍ଗଲର ସଂକ୍ରମଣ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ରହେ । ସେ କହିଛନ୍ତି ଯେ ସ୍କିନ୍ କ୍ୟାନସରରୁ ମୁକ୍ତି ପାଇବା ପାଇଁ ଆୟଡ଼ିନ ଟିଂଚର ଏବଂ ବେକିଙ୍ଗ ସୋଢ଼ା ସବୁଠୁ ଭଲ ଉପାୟ ଅଟେ । ଏହା ବହୁତ ରିସର୍ଚ୍ଚ ପରେ ପ୍ରମାଣ ହୋଇଛି, ସେ 20 ବର୍ଷ ଧରି ନିଜ ରୋଗୀମାନଙ୍କ ଟ୍ରିଟମେଣ୍ଟ ବେକିଙ୍ଗ ସୋଢ଼ାରେ ହିଁ କରୁଛନ୍ତି ।