ମୁହଁ ଖୋଲିଲେ କ୍ୟାଟ୍ରିନା । କହିଲେ ଏତିକି ମାସ ହେଲା ଅଛନ୍ତି ଗର୍ଭବତୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ତେବେ ବନ୍ଧୁଗଣ ଆପଣ ଙ୍କ ପାଇଁ ରହିଛି କିଛି ଖାସ ଯାହା ଆପଣ ମାନେ ଜାଣି ନଥିବେ , ତେବେ ଘଟଣା ଟି ଜାଣିବା ପାଇଁ ହେଲେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଖବର ଟି ହେଉଛି ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କୁ ନେଇ , ତେବେ ଘଟଣା ଟି ହେଉଛି ଗତ କାଲି ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କର ଜନ୍ମ ଦିନ ଅବସର ଯାଇଛି ।

ତେବେ କିଛି ଦିନ ହେବ ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କୁ ନେଇ ଖବର ଆସିଥିଲା କି ସେ ଗର୍ଭବତୀ ଅଛନ୍ତି ବୋଲି , ତେବେ କଥା ଟି ହେଇଛି ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ କିଛି ଦିନ ହେବ ତାଙ୍କ ଜୀବନ ରେ ଅର୍ଥାତ ସେ ତାଙ୍କର ପରିବାର ସହ ବୁଲିବାକୁ ଯାଇଥିଲେ ତେଣୁ ସେ ସୋସିଆଲ ମିଡିଆ ଜଗତ ଠାରୁ ଦୂରେଇ ରହିଥିଲେ କିଛି ଦିନ ଧରି ,

ତେଣୁ ଏଥି ଲାଗି ତାଙ୍କର ଫ୍ୟାନ ଫୋଲର୍ସ ମାନେ ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କର ଏମିତି ହଠାତ ସୋସିଆଲ ମିଡିଆରେ ଦେଖା ନ ହେବାକୁ ନେଇ ତାଙ୍କର ଗର୍ଭାବସ୍ଥା ଏବେ ରହିଛି ବୋଲି କହିଛନ୍ତି , ତେବେ ସତ କଥା ଟି ହେଲା ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା ଅଥବା କ୍ୟାଟ ତାଙ୍କର କିଛି ମହିଳା ବନ୍ଧୁ ଏବଂ ସ୍ୱାମୀ ଭିକି କୌଶଲ ଏବଂ ଦିଅର ଶନି କୌଶଲ ଙ୍କ ସହ ତାଙ୍କର ଜନ୍ମ ଦିନ କୁ ମନାଇବା ପାଇଁ ମାଲଦିପ ଯାଇଥିଲେ ,

Katrina Kaif

ଏହି କଥା ନିଜେ କ୍ୟାଟ ଜଣାଇଛନ୍ତି ଫଳରେ ଦର୍ଶକ ମାନେ ଶୁଣିଥିବା ପ୍ରାଗେନଟ ବିଷୟ ର କଥା କୁ ନେଇ ଏବେ ନିରାଶ ରହିଛନ୍ତି । ତେବେ ବଲିଉଡ ଜଗତ ର ଲୋକ ପ୍ରିୟ ଏବଂ ତର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କର ଜନ୍ମ ଦିନ ରେ ଉଠା ଯାଇଥିବା ଫୋଟ ଗୁଡିକ ଏବେ ସେ ସୋସିଆଲ ମିଡିଆ ରେ ସେୟାର କରି , କ୍ୟାଟ ଙ୍କ ପ୍ରତି ଭଲ ପାଇବା ଦେଖାଇ ଜନ୍ମ ଦିନ ର ଶୁଭେଚ୍ଛା ସହ ତାଙ୍କୁ ଭଲ ବହୁତ ପାଇନ୍ତି ବୋଲି ଏହି କଥା ସେ ସୋସିଆଲ ମିଡିଆ ରେ ଫୋଟ ପୋଷ୍ଟ କି ସୋସିଆଲ ମିଡିଆ ରେ ଜଣାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ