କାଶ୍ମୀରରେ ଅନେକ ଯବାନଙ୍କ ଜୀବନ ବଞ୍ଚାଇଛି ଲୈଲା – ଭୂଗର୍ଭରୁ ମଧ୍ୟ ଖୋଜି ବାହାର କରି ଦିଏ IED

Spread the love

ଶ୍ରୀନଗର : ପୁଲୱାମା ଆତଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଥିଲେ । ଯବନଙ୍କ ସହିଦକୁ ନେଇ ସମଗ୍ର ଦେଶବାସୀଙ୍କ ହୃଦୟରେ ରାଗ ବହ୍ନି ପ୍ରଜ୍ଵଳିତ ହେଉଛି । ଏହିପରି ପରିସ୍ଥିତିରେ ଫର୍ଜିରେ କୁକୁରର ଚର୍ଚ୍ଚା ମଧ୍ୟ ବେଶ୍ ସମାଗମ ହୋଇଛି । CRPF ଙ୍କ ଭିନ୍ନ-ଭିନ୍ନ ବଟାଲିୟମ୍ ରେ କାମ କରୁଥିବା ୮ ବର୍ଷର ଲୈଲା ଆଇ.ଇ.ଡ଼ି କୁ ଖୋଜି ବାହାର କରି ଅନେକ ଥର ବିସ୍ପରଣ ହେବା ଠାରୁ ବଞ୍ଚାଇଛି ଲୈଲା । ଲୈଲା CRPF ବଟାଲିୟମ୍ ସହ ଜଡିତ ଅଛି । ଲୈଲା ର ରକ୍ଷଣ କରୁଥିବା ସନ୍ଦୀପ କହୁଛନ୍ତି କି, ୮ ବର୍ଷର ଲୈବ୍ରାଡୋର୍ ପ୍ରଜାତିର ଲୈଲା CRPF ର ଅନେକ ବଟାଲିୟମ୍ ପାଇଁ ସେବା କରୁଅଛି । ଏଥିରେ ବଟାଲିୟମ୍ ୯୦, ୧୧୦, ୧୩୦ ଅ ୧୪୬ ବଟାଲିୟମ୍ ସାମିଲ ଅଛି ।

CRPF ର ଗୋଟିଏ ଅଧିକାରୀ କହିଲେ କି, ଲୈଲା କୁ ଜମି ଭିତରେ ପତିହୋଇ ରହିଥିବା ଆଇ.ଇ.ଡ଼ି କୁ ଖୋଜି ବାହାର କରିବା ପାଇଁ କଷ୍ଟ କାମ ନୁହେଁ । ତେଣୁ ବୋଧହୁଏ ଆତଙ୍କ ବମ୍ କୁ ଗାଡ଼ିରେ ଆଣିଲେ ଓ ଏତେ ବଡ଼ ବିସ୍ପରଣ କରେଇଲେ । ଲୈଲା କୁ ଛାଡି ୪୫ ଅଧିକ କୁକୁର ଅଛି । ଯାହା କି ଏନ୍.ଏଚ ୪୪ ରେ ପାଖାପାଖି ୧୩୫ କିଲୋମିଟର ସୀମା କୁ cover କରନ୍ତି ।

ଲୈଲା ର ରକ୍ଷକ କହିଲେ କି, ଏହି କୁକୁର କୁ ପ୍ରଥମେ ତାକୁ ପୁରା ରାସ୍ତାର ନିରୀକ୍ଷଣ କରିବେ । ଯେଉଁଥିରେ CRPF ର କେତେକ ଜିନିଷ ପଠା ଯାଇଥାଏ । ଏହି କୁକୁର ଙ୍କ ଶିକ୍ଷା ବହୁତ ଖାସ୍ ହୋଇଥାଏ । ଏମାନଙ୍କ ଅପେକ୍ଷା କରିବା ଠାରୁ ବିସ୍ପରଣ କୁ ଖୋଜି ଥାନ୍ତି ସେଲ୍ୟୁଟ୍ କରିବା ଓ ଭୋକିବାର ମଧ୍ୟ ଶିକ୍ଷା ଦିଆଯାଇଥାଏ । ଏମାନଙ୍କୁ ପ୍ରତ୍ୟେକ ଦିନ ୪ଟି ଅଣ୍ଡା ଓ ୬୫୦ ଗ୍ରାମ ମାଂସ ସବୁଦିନ ନିଶ୍ଚୟ ଦିଆଯାଇଥାଏ । ଏହି କୁକୁର ଏତେ active ହୋଇ ରହିଥାନ୍ତି କି ନିଜ trainer ର କଥା ବିନା କିଛି ମଧ୍ୟ କରିନଥାନ୍ତି ।