କାନକୁ ସଫା କରିବାର ସବୁଠାରୁ ଭଲ ଉପାୟ, ଗରମ ପାଣିରେ ମିଶେଇ ଦିଅନ୍ତୁ ଏହି ଗୋଟେ ଜିନିଷ ଆଉ ମିନିଟ ରେ ହେଇ ଯିବ କାନ ସଫା

Spread the love

ମନୁଷ୍ୟ ଶରୀରରେ କାନ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ ଆଉ ଏଥିପାଇଁ କାନର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ । ଆପଣଙ୍କୁ ଜଣେଇ ଦେଉଛୁ ଯେ ମନୁଷ୍ୟ ଶରୀରର ସବୁଠାରୁ କୋମଳ ଅଙ୍ଗ ମଧ୍ୟରେ କାନକୁ ବି ଧରା ଯାଇଥାଏ । ଆମେ ଏହା କହୁ ନାହୁଁ ଯେ କାନ କେଉଁ ସବୁ କାମରେ ଆସି ଥାଏ ଆମେ କହୁଛୁ ଯେ ଅଧିକାଂଶ ଲୋକଙ୍କୁ ନିଜର କାନ ସଠିକ ଢଙ୍ଗରେ ସଫା କରିବା ଆସି ନ ଥାଏ ଆଉ ସେଇଥିପାଇଁ କାନ ଖରାପ ହେବାର ସମ୍ଭାବନା ବହୁତ ବଢି ଯାଇ ଥାଏ ।

ଆଜି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶହେରୁ ଶହେ ଘୋରାଇ ପଦ୍ଦତି ଅଟେ । ଆଉ ଏହା ଏକ ସୁନ୍ଦର ଉପାୟ ଅଟେ ଏହାକୁ କରିବା ପାଇଁ ଯେଉଁସବୁ ଜିନିଷ ଆବଶ୍ୟକ ଆମେ ତାହା ନିମ୍ନ ରେ ଲେଖିବୁ କିନ୍ତୁ ଆପଣ କାନ ସଫା କରିବା ସମୟରେ ବହୁତ ସାଵଧାନୀ ର ସହିତ କରିବେ କାହିଁକି ନା କାନ ବହୁତ କୋମଳ ଅଙ୍ଗ ଅଟେ । ଏହି ଉପାୟ ବହୁତ ଦିନ ତଳରୁ ଏମିତି ଚାଲି ଆସୁଛି ।

ସବୁଠାରୁ ପ୍ରଥମେ ଆପଣଙ୍କୁ ଦରକାର ଗରମ ପାଣି । ଏହା ସବୁଠାରୁ ଭଲ ଆଉ ସହଜ ଉପାୟ ଅଟେ କାହିଁକି ଏଥିରେ ମାତ୍ର 3 ବୁନ୍ଦା ଗରମ ପାଣି ପକାନ୍ତୁ ଆଉ ଏହାପରେ କାନରେ earbud ଘୁରେଇବାର ଅଛି । ଏହି ଆରାମ ପ୍ରକ୍ରିୟା ଦ୍ୱାରା କାନର ଉପରି ସ୍ତରରେ ଜମା ଥିବା ମଇଳା ସବୁ ବାହାରି ଆସିବ ।

ଏବେ ଗରମ ପାଣିରେ ଲୁଣ ମିଶେଇ ଦିଅନ୍ତୁ :

ଯେତେବେଳେ ଉପର କାନ ସଫା ହୋଇ ଯାଏ ତୋ ଏହି ଗରମ ପାଣିରେ ଆପଣ ଟିକେ ଲୁଣ ମିଶେଇ ଦିଅନ୍ତୁ ।ଆଉ ଏହାପରେ earbud ସାହାଯ୍ୟରେ ଏହାକୁ କାନରେ ଲଗାନ୍ତୁ । କିଛି ସମୟ ପାଇଁ ଏହି ପାଣିକୁ ଆପଣ କାନ ଭିତରେ ସେମିତି ଛାଡି ଦିଅନ୍ତୁ ଆଉ ତାପରେ ଦେଖନ୍ତୁ ଯେମିତି କାନ ମଇଳା ସବୁ ଫୁଲି ଯାଇ ବାହାରକୁ ଆସୁଛି । ମନେ ରଖନ୍ତୁ ଆପଣଙ୍କୁ ପାଣି ବେସି ଭିତରକୁ ଯିବାକୁ ଦେବେ ନାହିଁ ।

ଏବେ ରାମବାଣ ଉପାୟ :

ଅଦାରେ ଲେମ୍ବୁ କୁ କୁଟି କରି ମିଶେଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଯେମିତି ଅଦା ରସ ଆଉ ଲେମ୍ବୁ ରସ ସମ ପରିମାଣରେ ହେବା ଦରକାର । ଆଉ ତାପରେ ଏହି ରସକୁ ଟିକେ ଗରମ କରି କାନରେ ଲଗାନ୍ତୁ କିମ୍ବା ଏହାକୁ କେହି droper ସାହାଯ୍ୟରେ କାନରେ ଏହାକୁ ପକେଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କର କାନରେ ଥିବା ସବୁ ମଇଳା ଏକା ଥରକେ ବାହାରକୁ ବାହାରି ଆସିବ ।

Share କରି ଅନ୍ୟକୁ ଜଣାନ୍ତୁ !