
ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ ।
ଏକାଧିକ ଦାବି ପୂରଣ ନେଇ ଧର୍ମଘଟ ର ଡାକରା ଦେଇଛନ୍ତି କିଛି ଡ୍ରାଇଭର ସଙ୍ଘ । ଧର୍ମଘଟ ପାଇଁ 24 ଘଣ୍ଟିଆ କୋଣ୍ଟ୍ରଲ ରୁମ୍ ର ବ୍ୟବସ୍ଥା କରିଛି । କଟକ ଘୋରଇ ବସ ମାଲିକ ସଙ୍ଘ । ତେବେ ଗତ କାଲି ଠାରୁ 10 ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି ଡ୍ରାଇଭର ମହାସଂଘ । ଯେଉଁଥିରେ ସାମିଲ ହେବେ ନାହିଁ ଘୋରଇ ବସ ମାଲିକ ସଂଙ୍ଘ । ଯାହାକି ସ୍ପଷ୍ଟ କରୁଛନ୍ତି ।
ତେବେ ଏଠାରେ ଜେନେରାଜ ସଂଙ୍ଘ ମିଟିଂ ରେ ବି ଏହି ବଷୟ ରେ ଆଲୋଚନା ହେବା ପରେ ସେହିଥିରେ ଘୋଷଣା ହୋଇଛି ଯେ ସେମାନେ ଆଗରୁ ମଧ୍ୟ ଏମିତି ଧର୍ମ ଘଟ କରିଥିବା ବେଳେ ସେମାନେ କେବେବି ବସ୍ କୁ ସାମିଲ କରି ନାହାଁନ୍ତି । ଆଉ ଆମେ କଣ ପାଇଁ ଏହି ଧର୍ମଘଟ ପାଇଁ ସାଧାରଣ ଲୋକ ମାନଙ୍କ ଯିବା ଆସିବା ଉପରେ ରୋକ ଲଗେଇବୁ । ସେହିଥି ପାଇଁ ଗତ କାଲି ମଧ୍ୟ ସବୁ ଦିନ ପରି ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି କଟକ ଡ୍ରାଇଭର ମହାସଂଙ୍ଘ ପକ୍ଷରୁ କୁହାଜାଇଛି ।
ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।