ଏହି ବିବାହିତ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି କାଜଲ ଅଗ୍ରୱାଲ୍ । କହିଛନ୍ତି ମୋତେ ଏହି କ୍ରିକେଟରଙ୍କ ବ୍ୟାଟିଂ ପସନ୍ଦ ଅଟେ ।

Spread the love

ଭାରତର ଏହି ପ୍ରସିଦ୍ଧ କ୍ରିକେଟରଙ୍କୁ ପସନ୍ଦ କରନ୍ତି କାଜଲ ଅଗ୍ରୱାଲ୍ ।

ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରବାଲ୍ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଅଭିନୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଥିବା କାଜଲ ଅଗ୍ରବାଲଙ୍କ ସୁନ୍ଦରତାରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ପଡନ୍ତି । କିନ୍ତୁ ବର୍ତମାନ କାଜଳଙ୍କ ହୃଦୟ ଏହି କ୍ରିକେଟରଙ୍କ ଉପରେ ଆସିଛି । ହୋଇଥାଇ ପରେ ଅନେକ କଳାକାରଙ୍କ ସହ କାଜଲ ଅଗ୍ରୱାଲଙ୍କ ନାମ ଯୋଡି ହୋଇଥାଇ ପାରେ କିନ୍ତୁ କାଜଳଙ୍କ ହୃଦୟ ଜଣେ କ୍ରିକେଟରଙ୍କ ଉପରେ ଆସିଛି । ଯାହାଙ୍କୁ ସେ ବହୁତ ପସନ୍ଦ କରନ୍ତି । ଏହି ବିଷୟରେ ନିଜେ କାଜଲ ଅଗ୍ରୱାଲ୍ କହିଛନ୍ତି । ଆସନ୍ତୁ ଜାଣିବେ ଆମର ଏହି ଲେଖାରେ କଣ ଖାସ୍ ରହିଛି ।

ପ୍ରାୟତଃ ଅଭିନେତ୍ରୀମାନଙ୍କ ହୃଦୟ ସାଥି କଳାକାରଙ୍କ ଉପରେ ଆସିଥାଏ କିନ୍ତୁ କାଜଲ ଅଗ୍ରୱାଲଙ୍କ ହୃଦୟ କୌଣସି କଳାକାରଙ୍କ ଉପରେ ନ ଆସି ଜଣେ କ୍ରିକେଟରଙ୍କ ଉପରେ ଆସିଛି ଏବଂ ସେହି କ୍ରିକେଟର ଜଣକ ପୂର୍ବରୁ ହିଁ ବିବାହିତ ଅଟନ୍ତି । କେବଳ ଏତିକି ହଁ ନୁହେଁ ସେହି କ୍ରିକେଟରଙ୍କ ଗୋଟିଏ ଝିଅ ମଧ୍ୟ ରହିଛି । ଏହାର ଅର୍ଥ ହେଉଛି କାଜଳଙ୍କ ହୃଦୟ ଯେଉଁ କ୍ରିକେଟରଙ୍କ ଉପରେ ଆସିଛି ସେହି କ୍ରିକେଟର କାଜଳଙ୍କ ଠାରୁ ବୟସରେ ବଡ଼ ଅଟେ ।

ବିବାହିତ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି କାଜଲ ଅଗ୍ରୱାଲ୍ :

କାଜଲ ଅଗ୍ରୱାଲଙ୍କ ହୃଦୟ ଜିଣି ଥିବା କ୍ରିକେଟର ନାମ ହେଉଛି ରୋହିତ ଶର୍ମା । ରୋହିତଙ୍କ ପ୍ରଶଂସକ ଅନେକ ଅଛନ୍ତି କିନ୍ତୁ ଯେତେବେଳେ ଜଣେ ସୁନ୍ଦର ଅଭିନେତ୍ରୀ ନିଜକୁ ରୋହିତଙ୍କ ପ୍ରସଂଶକ କହିଛନ୍ତି, ଏହି ବିଷୟଟି ଚର୍ଚ୍ଚା ପାଲଟିଛି । ନିଜ ଖେଳ ମାଧ୍ୟମରେ ଅନେକ ପ୍ରସଂଶକ ସୃଷ୍ଟି କରିଥିବା ରୋହିତଙ୍କ ହୃଦୟ ଜିଣିବା ପାଇଁ କାଜଲ ଅଗ୍ରୱାଲ ଚେଷ୍ଟା କରିଛନ୍ତି । କାଜଳଙ୍କ ଅନୁସାରେ ରୋହିତ ହେଉଛନ୍ତି ସବୁଠୁ ସୁନ୍ଦର ପୁରୁଷ ।

ରୋହିତ ଶର୍ମାଙ୍କୁ ବହୁତ ପସନ୍ଦ କରନ୍ତି କାଜଲ ଅଗ୍ରୱାଲ୍ :

ରୋହିତ ଶର୍ମାଙ୍କ ପ୍ରସଂଶକ ଅନେକ ଅଛନ୍ତି ସେମାନଙ୍କ ମଧ୍ୟରୁ କାଜଲ ଅଗ୍ରୱାଲ ଅନ୍ୟତମ ଅଟନ୍ତି । ଗୋଟିଏ ସାକ୍ଷାତକାରରେ କାଜଲ କହିଛନ୍ତି; ମୋତେ ରୋହିତଙ୍କ ବ୍ୟାଟିଂ ଭଲ ଲାଗେ ଏବଂ ମୁଁ ରୋହିତଙ୍କୁ ପସନ୍ଦ କରେ । ବ୍ୟଙ୍ଗଭରା ଶୈଳୀରେ କାଜଲ କହିଛନ୍ତି, ଯଦି ସୁଯୋଗ ମିଳେ; ତେବେ ମୁଁ ରୋହିତଙ୍କ ସହ ଡେଟରେ ଯିବା ପାଇଁ ପସନ୍ଦ କରିବି । କାଜଲ ଅଗ୍ରୱାଲ୍ ଅବିବାହିତ ଅଟନ୍ତି କିନ୍ତୁ ରୋହିତ ବିବାହିତ ଅଟନ୍ତି ଏବଂ ରୋହିତଙ୍କ ଠାରୁ କାଜଲ ଦୁଇ ବର୍ଷ ଛୋଟ ଅଟନ୍ତି ।

ଦକ୍ଷିଣ ଭାରତୀୟ ଚଳଚିତ୍ରର ପ୍ରସିଦ୍ଧ କଳାକାର ଅଟେ :

କାଜଲ ଅଗ୍ରୱାଲ୍ ହୋଇଥାଇ ପାରେ ବଲିଉଡର ଜଣାଶୁଣା ଅଭିନେତ୍ରୀ ହୋଇ ନ ପାରନ୍ତି କିନ୍ତୁ ସେ ଦକ୍ଷିଣ ଭାରତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଦକ୍ଷିଣ ଭାରତୀୟ ଚଳଚିତ୍ର ପାଇଁ ସେ କ୍ୟାଟ୍ରିନା, ଦୀପିକା ଏବଂ ଅନୁଷ୍କାଙ୍କ ପରି ଅଟନ୍ତି । ବର୍ତ୍ତମାନ କାଜଲ କିଛି ବଲିଉଡ ଚଳଚିତ୍ରରେ ଅଭିନୟ କରିବା ପାଇଁ ଯାଉଛନ୍ତି ।