‘କାଭି ଆଲୱିଦା ନା କେହେନା’ ଚଳଚିତ୍ରରେ ଏହି ଝିଅଟି ଗୋଟିଏ ପୁଅର ଅଭିନୟ କରିଥିଲେ, ସେ ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Spread the love

ଆପଣ ସମସ୍ତଙ୍କୁ ଶାହାରୁଖ ଖାନ୍ ଙ୍କ ଚଳଚିତ୍ର ‘କାଭି ଆଲୱିଦା ନା କେହେନା’ ନିଶ୍ଚୟ ମନେ ଥିବ । ଏହି ଚଳଚିତ୍ର ୨୦୦୬ରେ ଆସିଥିଲା । ଏହି ଚଳଚିତ୍ରରେ ଗୋଟିଏ ଛୋଟ ପୁଅ ପିଲାର ଅଭିନୟ ତ’ ଦେଖିଥିବେ, ଏହି ବାଳ କଳାକାରର ନାମ ଏହେସାସ ଚେହ୍ନା ଅଟେ । ଏହି ଚଳଚିତ୍ରରେ ଏହେସାସ ଚେହ୍ନା ଯେଉଁ ରୂପେ ଅଭିନୟ କରି ଦେଖାଇଥିଲେ, ସେଥିପାଇଁ ବହୁତ ଲୋକ ପ୍ରଶଂସା କରିଲେ । ଏହେସାସ ଚେହ୍ନା ଏକ ବାଳ କଳାକାର ରୂପେ ବହୁତ ଭଲ ଅଭିନୟ କରିଥିଲେ । ଯାହା ଦ୍ୱାରା ସେ ବହୁତ ଭଲ ନାମ ଅର୍ଜନ କରିଥିଲେ ।

ଏହି ଚଳଚିତ୍ରରେ ଛୋଟ ବାଳ କଳାକାର ରୂପେ ଅଭିନୟ କରିଥିବା ଏହି ଝିଅଟି ବହୁତ ବଡ଼ ହୋଇଯାଇଛନ୍ତି । ଏହେସାସ ଚେହ୍ନାଙ୍କ ଜନ୍ମ ୫ ଅଗଷ୍ଟ ୧୯୯୯ରେ ହୋଇଥିଲା । ବର୍ତ୍ତମାନ ତାଙ୍କ ବୟସ ୧୯ ବର୍ଷ ଅଟେ । ଏବେ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ଚେହେରାରେ ଆକର୍ଷଣ ସ୍ପଷ୍ଟରୁପେ ଦେଖାଯାଏ । ଏହେସାସ ଚେହ୍ନା ସୋସିଆଲ ମିଡ଼ିଆରେ ସବୁବେଳେ ଏକ୍ଟିବ ଥାଆନ୍ତି । ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରଶଂସକଙ୍କ ସଂଖ୍ୟା କମ ନୁହେଁ । ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡ଼ିଆରେ ଏହେସାସ ଚେହ୍ନା ଫୋଲ୍ କରୁଛନ୍ତି ।

ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଏହେସାସ ଚେହ୍ନା ଛୋଟ ପରଦାରେ ଅନେକ ଟିଭି ସିରିଏଲରେ କାମ କରିସାରିଛନ୍ତି । ଛୋଟ ପରଦାରେ ମଧ୍ୟ ଏହେସାସ ଚେହ୍ନାଙ୍କ ଦ୍ଵାରା କରାଯାଇଥିବା ଅଭିନୟକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି । ନିଜେ ପରିଶ୍ରମ କରି ଭଲ ଅଭିନୟ କରି ସେ ଅନେକ ଲୋକଙ୍କ ହୃଦୟକୁ ଜିତିଛନ୍ତି । ଆଜିକାଲି ଏହେସାସ ଚେହ୍ନା ବଲିଉଡରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତରେ ଅଛନ୍ତି । ଯେଉଁଥିପାଇଁ କି ସେ ବହୁତ କଠିନ ପରିଶ୍ରମ କରୁଛନ୍ତି । ଏହେସାସ ଚେହ୍ନା ବହୁତ ଶୀଘ୍ର ବଲିଉଡ ଚଳଚିତ୍ରରେ ଦେଖାଯାଇ ପାରନ୍ତି ଓ ଆପଣ ଏହେସାସ ଚେହ୍ନାଙ୍କୁ ବଲିଉଡ ଚଳଚିତ୍ରରେ ଦେଖିପାରିବେ । କହିବାକୁ ଗଲେ ଏହେସାସ ଚେହ୍ନା ବଡ଼ ହେଲା ପରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହେସାସ ଚେହ୍ନାଙ୍କ ଏହି ସୁନ୍ଦର ଫୋଟ ଗୁଡ଼ିକୁ ଦେଖି ଆପଣ ମଧ୍ୟ ଜାଣିପାରୁଥିବେ କି ସେ ସୁନ୍ଦରତାରେ କାହାଠାରୁ କମ ନୁହଁନ୍ତି । ସେ ସବୁ ପ୍ରକାରର ସ୍ଥିତିରେ ଭିନ୍ନ ଭିନ୍ନ ପ୍ରକାରର ଅଭିନୟ କରିବା ପାଇଁ ସବୁବେଳେ ବହୁତ ପରିଶ୍ରମ କରନ୍ତି ।