ପାର୍ଲର ଯିବା ଭୁଲିଯିବେ ଯଦି ଆପଣ ଗୋଲାପ ଜଳରେ ଏହି ଜିନିଷ ମିଶାଇ ଲଗାଇଲେ । ଜଣାନ୍ତୁ କଣ ଏହି ଜିନିଷଟି ।

Spread the love

ପ୍ରତି ଝିଅ ନିଜ ଚେହେରାକୁ ସୁନ୍ଦର କରିବା ପାଇଁ ଚାହିଁ ଥାନ୍ତି, ସେଥିପାଇଁ ସେମାନେ ପାର୍ଲର ଯିବା ପାଇଁ ଭୁଲି ନ ଥାନ୍ତି । ଏହା ସ୍ୱତେ ଅନେକ ବିୟୁଟି ଟିପସ୍ ମଧ୍ୟ ଆପଣାଇ ଥାନ୍ତି । କିନ୍ତୁ ପାର୍ଲର ପରି ସୁନ୍ଦରତା ଯଦି ଘରେ ହିଁ ମିଳିଯାଏ; ତେବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଦରକାର ପଡିବ ନାହିଁ । ଆଜିର ଏହି ଲେଖାରେ ଗୋଲାପ ଜଳର ବ୍ୟବହାର ଫଳରେ ଦୁଇଟି ଲାଭ ବିଷୟରେ କହିବୁ, ଯାହାର ବ୍ୟବହାର ପରେ ଆପଣଙ୍କୁ ପାର୍ଲର ଯାଇ ସୁନ୍ଦର ଦେଖା ଯିବା ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ।

ଗୋଲାପ ଜଳ ମିଶାଇ ଏହି ଜିନିଷ ଲଗାଇ ଦିଅନ୍ତୁ :

1. ପ୍ରଥମ ଉପାୟ :- ଏକ ଗିନାରେ ଏକ ଚାମଚ ଗୋଲାପ ଜଳର ପାଣି ଏବଂ ଅଧା ଚାମଚ ଦହିକୁ ଭଲ ରୂପେ ମିଶାଇ ଦିଅନ୍ତୁ । ଏହା ପରେ ତୁଳା ମାଧ୍ୟମରେ ନିଜ ଚେହେରାର ଏହି ମିଶ୍ରଣକୁ ଲଗାଇ ଦିଅନ୍ତୁ । କହିବା ପାଇଁ ଚାହୁଁଛୁ, ଦହିରେ ସ୍କିନ ବ୍ଲେଚିଙ୍ଗ ଗୁଣ ରହିଛି ।

2. ଦ୍ଵିତୀୟ ଉପାୟ :- ସର୍ବ ପ୍ରଥମେ ଆପଣ ଗୋଲାପ ଜଳ ନିଅନ୍ତୁ । ସେଥିରେ ନଡ଼ିଆ ତେଲ ଅଧା ଚାମଚ ମିଶାଇ ଦିଅନ୍ତୁ । ନଡ଼ିଆ ତେଲ ଆପଣଙ୍କ ଚେହେରା ପାଇଁ ଲାଭଦାୟକ ଅଟେ । ଏହା ଆପଣଙ୍କ ଚେହେରାର ଡ଼ାର୍କ ସ୍କିନକୁ ଗୋରା କରିବା ପାଇଁ ସାହାଯ୍ୟ କରିଥାଏ । ଆପଣ ପ୍ରତିଦିନ ଏପରି ମିଶ୍ରଣକୁ ବ୍ୟବହାର କରିପାରିବେ ।

ଆପଣଙ୍କ ଚେହେରାରେ କୌଣସି ପ୍ରକାରର ଦାଗ କିମ୍ବା ଡ଼ାର୍କ ସର୍କଲ, ଆଖି ତଳେ ଥିବା କଳା ଦାଗ ଆଦିରୁ ରକ୍ଷା ପାଇବା ପାଇ ପାରିବେ । ଏହି ଉପାୟ ଗୁଡିକୁ ରାତିରେ ଶୋଇବା ପୂର୍ବରୁ କରନ୍ତୁ । ସକାଳୁ ଉଠିବା ପରେ ଭଲ ରୂପେ ଆପଣଙ୍କ ଚେହେରାକୁ ଧୋଇ ଦିଅନ୍ତୁ ।

ଅନୁଛେଦଟି ନିଶ୍ଚୟ ଭଲ ଲାଗିବା । ଥରତିଏ ଆପଣନ୍ତୁ, ତାପରେ ନିଜେ ବିଶ୍ଵାସ କରି ପାରିବେ ।