ଯେମିତି ସୋନାଲି ଖାଇଥିଲା ସୌମ୍ୟକୁ, ସେମିତି ଜିଜ୍ଞାସା ଖାଇଲା ଆଜେକ୍ସକୁ ।

Azex

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ହେଲାନି ସୋନାଲି ନନ୍ଦର । ସେମିତି କିଛି ହେବନି ଜିଜ୍ଞାସାର । ଗୋଟିଏ ପଟେ ମଲା ସୌମ୍ୟ ଆଉ ଗୋଟିଏ ପଟେ ମଲା ଡିଜେ ଆଜେକ୍ସ । ଦୁଇ ଦୁଇ ପ୍ରେମିକ ଆଉ ଦୁଇ ଦୁଇ କିଲର ନାୟିକା । ଏହି ଦୁଇ ପୁଅ ମୃ-ତ୍ୟୁ ପଛରେ ରହିଛନ୍ତି ଏହି ଦୁଇ ଝିଅ । ଆଉ ଯେଉଁମାନେ କି ଖୋଲମ ଖୋଲା ବୁଲୁଛନ୍ତି । ଯଦି ସୌମ୍ୟକୁ ନ୍ୟାୟ ମିଳିଲାନି ଆଉ ଆଜେକ୍ସକୁ କି ନ୍ୟାୟ ମିଳିବ । କିଛିଦିନ ତଳେ ସୌମ୍ୟ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛନ୍ତି ଆଉ ସୋନାଲିଙ୍କୁ ବି କ୍ରାଇମବ୍ରାଞ୍ଚ ଜେରା କରିବ । କାରଣ ମ୍ୟାଟର ଯାଇ ହାଇକୋର୍ଟ ରେ ପହଞ୍ଚିଥିଲା ।

କିନ୍ତୁ ଏହାପରେ ସବୁକିଛି ସତେ ଯେମିତି ଥଣ୍ଡା ପଡିଗଲା । ଇନଫୋସିଟି ରେ ଯେତେବେଳେ ସୌମ୍ୟ ର ମୃ-ତ୍ୟୁ ମାମଲା ସାମ୍ନାକୁ ଆସିଲା ସଫା ସଫା ସେ ଲେଖିଦେଇ ଯାଇଥିଲା ଯେ ମୋ ମୃ-ତ୍ୟୁ ପଛରେ ଦାୟୀ ହେଲା ସୋନାଲି । ଆଉ ଏହାପରେ ଏହାକୁ ନେଇ ଗଣ ମାଧ୍ୟମରେ ଅନେକ ତୋଫାନ ବି ଉଠିଥିଲା । ଏବଂ ଏହାକୁ ନେଇ ଘରଲୋକ ହାଇକୋର୍ଟ ଯାଏ ଯାଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ବି ଦେଲା କିନ୍ତୁ ଏହାପରେ ସାମାନ୍ୟ ପଚରାଉଚରା କରି ସବୁ ଚୁପ୍ ହୋଇଗଲା ।

Azex

କ’ଣ ଆଜାକ୍ସ କ୍ଷେତ୍ରରେ ସେହା ହେବ । ଆଜାକ୍ସର ମୃ-ତ୍ୟୁ ପଛରେ ତାଙ୍କ ପ୍ରେମିକା ଅଛି ବୋଲି ତାଙ୍କ ସାଙ୍ଗ ସଫା ସଫା କହୁଛନ୍ତି । ଆଜାକ୍ସ ପଛରେ ତାର ପ୍ରମିକା ଜିଜ୍ଞାସା ଆଉ ଦୁଇ ପିଲାଙ୍କ ସହ ସମ୍ପର୍କରେ ଥିଲା । ଏମିତିକି ତା ବେଷ୍ଟଫ୍ରେଣ୍ଡ ରଶ୍ମି ସହିତ କମ୍ପ୍ରମାଇଜ୍ କରିବାକୁ ଚାହୁଁଥୁଲା । ଆଉ କହୁଥୁଲା ଯଦି ନକରେ ତେବେ ଆଜାକ୍ସର ଅନେକ ଫଟୋ ଭିଡିଓ ସେ ଭାଇରାଲ କରିଦେବ । ଏମିତିକି ତା ପାଖରୁ ଟଙ୍କା ନେଉଥିଲା ।

ତେବେ କେବଳ ଦେଖିବାକୁ ବାକି ରହିଲା ଏବେ ୩୦୬ରେ ଆଜାକ୍ସଙ୍କ ମାଁ ଥାନାରେ କେସ୍ ତ ଦେଇଛନ୍ତି କିନ୍ତୁ ପୋଲିସ୍ କେତେ ପଚରାଉଚରା କରୁଛି ପ୍ରେମିକାକୁ । ଆଉ କେତେ ସନ୍ଧାନ ବାହାରୁଛି ମୃ-ତ୍ୟୁ ପଛର କାରଣର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *