ସୁନ୍ଦରତା ମାମଲାରେ ମାଆଙ୍କ ଠାରୁ କମ ସୁନ୍ଦର ନୁହଁନ୍ତି ଜୁହି ଚାୱଲାଙ୍କ ଝିଅ ! ସେ ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Spread the love

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁନ୍ଦର ଓ ପ୍ରତିଭାଶାଳୀ ଅଭିନେତ୍ରୀମାନେ ଅଛନ୍ତି । ଏମାନଙ୍କ ସୁନ୍ଦରତାକୁ ଦେଖି ଅନେକ ଲୋକମାନେ ଏମାନଙ୍କ ଦିୱାନା ହୋଇଯାଆନ୍ତି । ବଲିଉଡରେ ସବୁଠାରୁ ଚୁଲବୁଲି ଓ ୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ଜୁହି ଚାୱଲାଙ୍କ ନାମ ସର୍ବପ୍ରଥମେ ଆସିଥାଏ । ୯୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅନେକ ଦିୱାନା ଅଛନ୍ତି । ତାଙ୍କର ସୁନ୍ଦର ଅଭିନୟ ଯୋଗୁଁ, ସେ ଅନେକ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଜୁହି ଚାୱଲା ବହୁତ କମ ଚଳଚିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ଦିନେ ଏଭଳି ସମୟ ଥିଲେ, ଯେତେବେଳେ କି ଜୁହି ଚାୱଲାଙ୍କ ନାମ ଶୁଣିବା ମାତ୍ରେ ଚଳଚିତ୍ର ଦେଖିବାକୁ ଲୋକମାନେ ଦୌଡୁଥିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ଜୁହି ଚାୱଲାଙ୍କ ସୁନ୍ଦର ଝିଅ ବିଷୟରେ କହିବାକୁ ଯାଉଛୁ ।

ନିଜ ଅଦ୍ଭୁତ ବଲିଉଡ କ୍ୟାରିୟରକୁ ଛାଡ଼ି ସେ, ଜୟ ମେହେତାଙ୍କ ସହିତ ବିବାହ ହୋଇଥିଲେ ଯିଏ ପେଶାରେ ବ୍ୟବସାୟୀ ଅଟନ୍ତି । ଜୁହି ଚାୱଲାଙ୍କ ଦୁଇଟି ସନ୍ତାନ ଅଛନ୍ତି । ଝିଅର ନାମ ଜାନୱି ମେହେତା ଯାହାର ଜନ୍ମ ୨୧ ଫେବୃଆରୀ ୨୦୦୧ରେ ମୁମ୍ବାଇରେ ହୋଇଥିଲା । ଜାନୱି ଏବେ ୧୮ ବର୍ଷର ହୋଇଗଲେ । ଜାନୱି ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ଆପଣ ସ୍ୱୟଂ ଦେଖିପାରୁଥିବେ କି, ଜାନୱି ନିଜ ମାଆ ଜୁହି ଚାୱଲାଙ୍କ ଠାରୁ କେତେ ସୁନ୍ଦର ଦେଖାଯାଉଛନ୍ତି ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଜାନୱି ନିଜ ଶିକ୍ଷା ଧିରୁବାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରେ ପ୍ରାପ୍ତ କରିଛନ୍ତି । ଜାନୱି ସବୁବେଳେ ମିଡ଼ିଆ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ବହୁତ କମ ସମୟରେ ସେ ନିଜ ମାଆ ବାପାଙ୍କ ସହିତ ଥିବାର ଦେଖିବାକୁ ମିଳିଥାଏ । ଜାନୱିଙ୍କ ଅନୁସାରେ ବଲିଉଡ ଠାରୁ ବହୁତ ଦୂରରେ ରହିବା ହିଁ ତାଙ୍କ ପାଇଁ ଭଲ ଅଟେ । ଜାନୱିଙ୍କୁ ଏବେ ଚଳଚିତ୍ରର ଦୁନିଆ ପସନ୍ଦ ଲାଗୁନାହିଁ । ସେ ବର୍ତ୍ତମାନ ପାଠପଢ଼ାରେ ଧ୍ୟାନ ଦେଉଛନ୍ତି ଓ କ୍ୟାରିୟରରେ କିଛି କରି ଦେଖାଇବାକୁ ଚାହାଁନ୍ତି ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଆପଣଙ୍କୁ ଜୁହି ଚାୱଲାଙ୍କ ଝିଅ କିପରି ଲାଗିଲା ତାହା Comment କରି ଆମକୁ ନିଶ୍ଚୟ ଜଣାନ୍ତୁ ।