JITU DAS AMRUTABANI – କନ୍ୟାର କାଖ ମଝିରେ ବାଳ ଥିଲେ କିପରି ଚରିତ୍ର ହୋଇଥାଏ ଜାଣନ୍ତୁ…

JITU DAS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ନିୟମ ଗୁଡିକ ରହିଛି । ଆଉ ଯାହା କୁ ଦେଖି ଆମେ ମାନେ ବ୍ୟକ୍ତି ର ଭବିଷ୍ୟତ ସହିତ ସେମାନଙ୍କର ଚରିତ୍ର ଆଉ ସ୍ଵଭାଵ ବିଷୟରେ ଜାଣି ହୁଏ ବୋଲି କଥା ରହିଛି । ତେବେ ଆଜି ଆମେ ସେହି ପରି କିଛି ଜ୍ୟୋତିଷ ଶାସ୍ତ୍ର ରେ ରହିଥିବା ନିୟମ ବିଷୟରେ କହିବାକୁ ଯାଉଛି ତାହା ଯାହାକୁ ମାନିଲେ ଆପଣଙ୍କ ଭାଗ୍ୟ ରେ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି ।

ତେବେ ଆସନ୍ତୁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରକାଶ ପାଇଥିବା ଏହିପରି କଥା ବିଷୟରେ ସୂଚନା ଦେବା । ତେବେ ପ୍ରତ୍ୟୋକ ବାପା ମା ଙ୍କର ଗୋଟିଏ ଇଛା ରହିଥାଏ । କି ତାଙ୍କର ସନ୍ତାନ କୁ ପାଠ ପଢାଇବା ସହିତ ସେମାନଙ୍କର ଭବିଷ୍ୟତ ରେ ସାଥ ଦେବା ପାଇଁ ଜୀବନ ସାଥିଟିଏ ବାଛିବା ପାଇଁ । ତେବେ କାଖର ମଝିରେ ଥିବା କଳା କୁ ଦେଖିକି ମହିଳା ଙ୍କର ସ୍ଵଭାଵ ବିଷୟରେ ଆସନ୍ତୁ ଜାଣିବା ।

1. ଯଦି ଆପଣଙ୍କ ମାନେ ନିଜ ଘରର ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କୁ ସବୁଦିନ ଦିନ ପାଣି ପିଇବା ପାଇଁ ଦିଅନ୍ତି ତାହେଲେ ଘରର ଆୟ ବଢିବାକୁ ଲାଗିଥାଏ |

2. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଧୋଇ ସାରି ଯଦି ଗଣେଶଙ୍କ ମୂର୍ତ୍ତି ନାଲି ରଙ୍ଗର ଫୁଲ ଦେବେ ଓ ମଙ୍ଗଳବାର ଦିନଯଦି ଗାଈକୁ ମସୁର ଡାଲି ସହିତ ଗୁଡ଼ ମିଶାଇ ଖାଇବା ପାଇଁ ଦେବେ ତାହେଲେ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ। ବୋଲି କୁହାଯାଉଛି ।

jitu das

3.ଗର୍ଭବତି ଥିବା ସମୟରେ ଯଦି ନକାରାତ୍ମକ ଶକ୍ତି ର ଖରାପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ । ତାହେଲେ ଚାଉଳରେ ହଳଦୀ ମିଶାଇ ଘର ଚାରି ପାଖରେ ପକାଇଲେ ଯାହା ଯୋଗୁଁ ଏହିଭଳି ସମସ୍ୟା ଦୂର ହୋଇଯିବ ।

4. ଆପଣ ଙ୍କର କୌଣସି କାର୍ଯ୍ୟ ଯଦି ଅଧରେ ଅଟକି ଯାଇଛି ତାହେଲେ ସେହି କଥା ଗାଈ କାନରେ କହିବା ଯୋଗୁଁ ତାହା ଠିକ୍ ହୋଇ ଯାଇଥାଏ ।

5. ଯଦି ଆପଣ ମାନେ ନିଜର ପିଲାଙ୍କର ବିକାଶ କଥା ଭାବୁଛନ୍ତି । ତେବେ ପିଲାଙ୍କ ପଢା ଘରେ ଆପଣ ସୁଦ୍ଧ ଘିଅ ଦୀପ ଜାଳିବା ସହିତ ସରସ୍ୱତୀ ଙ୍କ ଯନ୍ତ୍ର କୁ ମଧ୍ୟ ରଖିବା ଆବଶ୍ୟକ । ଯାହା ଫଳରେ ପିଲାଙ୍କ ପଢ଼ାରେ ମନ ଲାଗିଥାଏ । ଏବଂ ଜ୍ଞାନ ର ବିକାଶ ଘଟିଥାଏ ।

6. ହଳଦିଆ କପଡ଼ାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖିବା ଦ୍ୱାରା ଯେଉଁ କନ୍ୟା ର ବିବାହ ହେଇ ପାରୁନି ସେମାନଙ୍କର ବିବାହ ଯୋଗ ଆସିଯିବ ବୋଲି କୁହାଯାଉଛି ।

7. କୁହାଯାଉଛି କି ଯଦି କନ୍ୟା କିମ୍ବା ବର ଙ୍କର ଜାତକରେ ମଙ୍ଗଳ ଦୋଷ ଲାଗିଥାଏ । ତାହେଲେ ମଙ୍ଗବାର ବ୍ରତ କଲେ ତାହା ସବୁଦିନ ପାଇଁ ଦୁରେଇ ଯିବ ବୋଲି କୁହାଯାଉଛି ।

8. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ର ପିଲା ଯଦି ପଢ଼ାରେ ମନେ ଦଉନି ତାହେଲେ ପିଲାକୁ ସବୁବେଳେ ପୂର୍ଵ ଦିଗକୁ ମୁହଁକରି ପଢିବା ପାଇଁ କହିବେ । ଯାହା ଦ୍ୱାରା ପାଠ ମନେ ରୁହେ ଭଲ ଭାବରେ ବୋଲି କୁହାଯାଉଛି ।

9.ଘର ପୋଛିବା ସମୟରେ ପାଣିରେ ଲୁଣ ମିଶାଇ ପୋଛିଲେ ଭାଗ୍ୟ ବଦଳି ଥାଏ ବୋଲି କୁହାଯାଉଛି । ତେବେ ଏହା ଥିଲା କଣ କରିବା ଯୋଗୁ ଆମର ଭଲ ହୋଇଥାଏ ଓ ଭାଗ୍ୟ ର ପରିବର୍ତ୍ତନ ହୋଇଥାଏ ସେ ବିଷୟରେ କିଛି ସୂଚନା ।

10. ଆପଣ ଙ୍କର ସ୍ମରଣ ଶକ୍ତି କୁ ବଢାଇବା ପାଇଁ ହେଲେ ବାଦାମ, ମିଶ୍ରି ଓ ମଧୁରୀକୁ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ ଏହି ଗୁଣ୍ଡ କୁ ଉଷୁମ ପାଣିରେ ମିଶାଇ ଖାଇବା ଯୋଗୁ ଆପଣଙ୍କ ର ମନେ ରଖିବା ଶକ୍ତି ବଢିଥାଏ ବୋଲି କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *