ଜିଓ ଆଣିଲା ବଢିଆ ଅଫର ଦେଉଛି ମାଗଣାରେ ଡାଟା । ଏବେ ହିଁ ଦେଖନ୍ତୁ…

jio

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କଣ ଆପଣ ମାନେ ଭଲ ଭାବେ ଜାଣିଥିବେ ଜାହାର ଅଛି ସେ ମାଲା ମାଲ ଜାହାର ନାହିଁ ସେ ଚୁପ ଚାପ୍ ଶୋଇବ ବିଛଣା ରେ ଆଉ କଣ । ତେବେ ସେ ଜାହାବି ହେଉ ଫାଇନାଲି ଭେଲେନ ଟାଇମ୍ସ ପାଇଁ ରିଲାଏନ୍ସ ଜିଓ ନେଇ ଆସିଛି ଗୋଟେ ଦମଦାର ଅଫର । ଯେଉଁଥିରେ ଗୋଟେ ନୂଆ ପ୍ଲାନ ସହିତ କିଛି ଫ୍ରୀ ଡାଟା ବି ଦେଇ ଦେଉଛି ଜିଓ ।

ତେବେ ଆପଣ ମାନେ ଜାଣିଥିବେ ଜିଓ ତାର ଅଲଗା ଅଲଗା କଷ୍ଟମାର ମାନଙ୍କୁ ସବୁ ସମୟ ରେ କିଛି ନାଁ କିଛି ଅଫର ପ୍ରଦାନ କରିଥାଏ । ବାକି ଏୟାର ଟେଲ ରେ ସେମିତି କିଛି ଆସୁ ନାହିଁ । ତେବେ ଆସନ୍ତୁ ଜାଣିବା ଆଜିର କଣ ଅଫର ରହିଛି । ତେବେ ଆପଣ ମାନେ ଏଠାରେ ଦେଖି ପାରୁଥିବେ ଭେଲେନ ଟାଇମ୍ସ ପାଇଁ ରିଲାଏନ୍ସ ଜିଓ ନେଇ ଆସିଛି ଏହି ଅଫର ଯେଉଁଥିରେ ଆପଣ ମାନଙ୍କୁ 87 GB ଡାଟା ଆପଣ ମାନଙ୍କୁ ମିଳିଯାଉଛି ଫ୍ରୀ ରେ ।

jio

ତେବେ ଏହି ପ୍ଲାନ ରେ ଆପଣ ମାନଙ୍କୁ 899, 399,299 ରହିଛି । ତେବେ ସଂମ୍ପର୍ଣ୍ଣ 2999 । ତେବେ ଏହିଥିରେ ଆପଣ ମାନଙ୍କୁ 23 ଦିନ ର ଭେଲିଡିଟି ମଧ୍ୟ ଅଧିକ ମିଳୁଛି । ଏବଂ ଆପଣ ମାନଙ୍କୁ 87 GB ର ଏକ୍ଟ୍ରା ଡାଟା ବି ମିଳୁଛି ।

ତେବେ 299 ରେ ବି ଆପଣ ମାନଙ୍କୁ 121 ଟଙ୍କା ଛାଡ ମିଳୁଛି । ତେବେ ଏହା ଥିଲା କିଛି ଅଫର ଆପଣ ମାନଙ୍କ ପାଇଁ ଜାହା ଆପଣ ମାନଙ୍କୁ ଭେଲେନ ଟାଇମ୍ସ ଦମଦାର ଅଫର ରେ ଆପଣ ମାନଙ୍କୁ ମିଳିଯିବ । ତେବେ ଆପଣ ମାନେ ବି ଏହାର ଉପଭୋଗ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ