ବହୁତ ଜରୁରୀ ସୂଚନା , ଜାନୁୟାରୀ 2019 ରୁ jio କରିବାକୁ ଯାଉଛି ଏହି 5ଟି ବଡ଼ ପରିବର୍ତ୍ତନ

Spread the love

ରିଲାଏନ୍ସ ଜିଓ ବଜାରରେ ଶସ୍ତା ଦାମରେ ଅନଲିମିଟେଡ଼ ପ୍ଲାନ ଓ ହାଇ ସ୍ପୀଡ଼ ଇଣ୍ଟରନେଟର ସୁବିଧା ଦେଇ ଏହା ପ୍ରମାଣିତ କରି ଦେଲା ଯେ ଜିଓ ହିଁ ଟେଲିକମ ଜଗତର ସବୁଠାରୁ ବଡ଼ କିଙ୍ଗ ଅଟେ । ଏମିତିରେ ଜିଓ ଆଜି ଯାଏଁ ବହୁତ ବଡ଼ ବଡ଼ ପ୍ଲାନ ଘୋଷଣା କରି ସାରିଛି , ଯାହାର ଫାଇଦା ଗ୍ରାହକ ମାନଙ୍କୁ ମିଳି ଆସୁଛି ଆଉ ଆଗକୁ ବି ଏମିତି କମ୍ ଦାମ ରେ ମିଳି ଚାଲି ଥିବ । 2018 ଆଉ ଅଳ୍ପ ଦିନ ପରେ ଶେଷ ହେବାକୁ ଅଛି ଆଉ ଏବେ ଜିଓ ନିଜର ଗ୍ରାହକ ମାନଙ୍କୁ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଖବର ଅନୁସାରେ,  ଜିଓ ଏବେ ବହୁତ ଯଲଦି ନିଜର ନେଟୱର୍କ ରେ 5 ପରିବର୍ତ୍ତନ ଆଣିବାକୁ ଯାଉଛି ଯାହାକି ତାର ସର୍ଭିସ କୁ ଆହୁରି ଭଲ କରି ପାରିବ ।

1) ରିଲାଏନ୍ସ ଜିଓ ନିଜ ସର୍ଭିସ ରେ ଯେଉଁ ପରିବର୍ତ୍ତନ କରିବାକୁ ଯାଉଛି ସେଥି ମଧ୍ୟରୁ ପ୍ରଥମ ଟି ହେଲା  ନେଟୱର୍କ ତେଜ଼ । ହଁ ଆଜ୍ଞା ଏବେ ଜିଓ ନିଜର ନେଟୱର୍କ କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅନେକ ଡିଭାଇସ ମେକାର ଆଉ ସର୍ଭିସ ଡିଭାଇଡର ସହିତ କଥା ହେଉଅଛି  । ଏହି କାମରେ ସଫଳତା ହାସଲ କରିବା ପରେ ଜିଓ ବ୍ୟବହାରକାରୀ ମାନଙ୍କୁ ଦେଶର କୌଣସି ବି ସ୍ଥାନରେ ଘରର କୌଣସି ବି କୋଣରେ ଜିଓ ର ଫୁଲ 4G ନେଟୱର୍କ ମିଳିବ ।

2) jio ତାର ସମସ୍ତ ଗ୍ରାହକଙ୍କୁ ତାଙ୍କର ସବୁ ପ୍ରକାରର ରିଚାର୍ଜ଼ ଉପରେ ଆହୁରି ଅଧିକ କ୍ୟାସ ବେକ ର ସୁବିଧା  ଦେବାର ମନ ବଳେଇଛି , ତାସହିତ ରିଚାର୍ଜ଼ ମୁଲ୍ୟ କୁ ଶସ୍ତା କରି ତାର ବୈଧତା ଆହୁରି ବଢ଼େଇବାକୁ ଚାହିଁ ପାରେ ।

3)ନିକଟରେ ଜିଓ ଏକ ଘୋଷଣା କରି ଥିଲା ଯେ ଏବେ ଦେଶର କେତେକ ରାଜ୍ୟରେ ଜିଓ ମୋଲ ଆଉ ଜିଓ ଶୋପିଙ୍ଗ ସେଣ୍ଟରର ଆରମ୍ଭ କରିବ ।ଏହି ଜିନିଷ ର ଆରମ୍ଭ ବି ମୁମ୍ବାଇ ର ଏକ କର୍ପୋରେଟ ଇଲାକାରେ ଆରମ୍ଭ ହୋଇ ସାରିଛି । ଏବେ ବହୁତ ଜଳଦି ବଡ଼ ବ୍ରାଣ୍ଡ ର ଜିନିଷ ବି ଶସ୍ତା ଦାମ ରେ ମିଳିବ ।

4) ନୂଆ ବର୍ଷର ଆରମ୍ଭରେ ଜିଓ ପ୍ରାୟତଃ ସବୁ ବ୍ରନେଣ୍ଡ ର ସ୍ମାର୍ଟ ଫୋନ ସହିତ ବୁଝାମଣା ହୋଇ ତାଙ୍କର ପ୍ରଡକ୍ଟ ଉପରେ ଭାରି ଡିସ୍କଉଣ୍ଟ ଦେବ ।ଯାହା ଫଳରେ ଦାମିକା ସ୍ମାର୍ଟ ଫୋନ ବି ଏବେ ବହୁତ ଶସ୍ତା ଦାମରେ ମିଳି ପାରିବ ।

5) ଗତ କିଛି ଦିନ ଧରି ଏହି ଖବର ଆସୁ ଅଛି ଯେ ଜିଓ ବହୁତ ଜଳଦି ତାର DTH ସର୍ଭିସ ଲଞ୍ଚ କରି ପାରେ।  ଏକ ଖବର ଅନୁସାରେ , ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିଓ ଏହି ସର୍ଭିସର ଆରମ୍ଭ କରି ଘୋଷଣା କରି ପାରେ ଆଉ ଆରମ୍ଭ ରେ ଏହି ସୁବିଧା 84 ଦିନ ପାଇଁ ମାଗଣା ଦିଆ ଯାଇ ପାରେ ।