ଜିଓ ଗୋଟେ ମାସ ମାଗଣା । ଏହି କାମ କରିଦିଅନ୍ତୁ 1 ମାସ ପୁରା ମାଗଣା ଚାଲିବ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଲାୟନ୍ସ ଜିଓ ତାର ସବୁ ଗ୍ରାହାକ ମାନଙ୍କ ପାଇଁ ନୂଆ ନୂଆ ଅଫର ନେଇ କାରି ଆସିଥାଏ । ଠିକ୍ ସେମିତି ରିଲାୟନ୍ସ ଜିଓ ଏବେ ତାର ନୂଆ ସର୍ଭିସ୍ ଲଞ୍ଚ କରି ଦେଇଛି ଜାହାର ନାମ ରହିଛି ଜିଓ ପ୍ଲସ୍ । ତେବେ ଏହି ଜିଓ ପ୍ଲସ୍ ରେ ଆପଣ ମାନଙ୍କୁ ମିଳିବାକୁ ଯାଉଛି ଅଧିକ ବେନିଫିଟ୍ । ତେବେ ଆସନ୍ତୁ ଏହି ଅଫର ର ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏହି କଥା ଆପଣ ମାନେ ଜାଣିଥିବେ ରିଲାୟନ୍ସ ଜିଓ ରେ ଅନେକ ଗୁଡିଏ ରିଚ୍ଚାର୍ଜ ପ୍ଲାନ୍ ରହିଛି ଯାହା ମଧ୍ୟ ଆପଣ ମାନେ ରିଚ୍ଚାର୍ଜ କରି ସେହି ସବୁ ର ଇଣ୍ଟର୍ନେଟ୍ , ଡାଟା , କୋଲିଂ ର ବି ସୁବିଧା ଉଠାଉଛନ୍ତି । ତେବେ ଏହି ମଧ୍ୟରେ ଜିଓ ଲଞ୍ଚ କରିଛି ଜିଓ ପ୍ଲସ୍ । ଜିଓ ପ୍ଲସ୍ ଅଲ ନ୍ୟୁ ପ୍ରିପେଡ୍ ପ୍ଲାନ୍ । ଜାହାକୁ ୱାନ ମନ୍ଥ ଫ୍ରୀ ଟ୍ରାୟେଲ ତେବେ ଆପଣ ମାନେ ଯଦି ଜିଓ ପ୍ଲସ୍ ବା ଜିଓ ର ଏକ ସେବା ରହିଛି ପୋଷ୍ଟପେଡ୍ ।

Jio Plus

ତେବେ ତାହାର ଆଉ ଏକ ନାମ କରଣ ହୋଇଛି ଜିଓ ପ୍ଲସ୍ । ଯେଉଁଥିରେ ଆପଣ ମାନେ ପାଷ୍ଟ ଟାଇମ୍ ନେଲେ ଆପଣ ମାନଙ୍କୁ ଏକ ମାସ ଯାଏ ଫ୍ରୀ ଟ୍ରାୟଲ ମିଳୁଛି । ଏମିତି କି ଆପଣ ମାନଙ୍କୁ ଅନଲିମିଟେଡ 5G ଡାଟା ମିଳିବ । ମୋବାଇଲ ନମ୍ବର ଆପଣ ମାନଙ୍କ ନିଜ ଚୟେସ୍ ରେ ମିଳିବ । ଆପଣ ମାନଙ୍କୁ କଲ ବେକ୍ ସର୍ଭିସ୍ ମିଳିବ ଆପଣ ମାନଙ୍କୁ ଇଣ୍ଟରନେସନାଲ ରୋମିଂ ମିଳିବ ।

ସବୁଠୁ ବଡ କଥା ହେଲା କି ଆପଣ ମାନଙ୍କୁ ଏହିଥିରେ 399 ଟଙ୍କା ଦେଉଥିବା ବେଳେ ଆପଣ ମାନଙ୍କୁ ଏଡିସନାଲ ତିନୋଟି ସିମ୍ କାର୍ଡ ମିଳିଯିବ । ଅର୍ଥାତ ଆପଣ ମାନେ ଗୋଟିଏ ରିଚାର୍ଜ ରେ 4 ଜଣ ବ୍ୟବହାର କରି ପାରିବେ । ଯାହାକୁ ଗୋଟିଏ ସିମ୍ ପିଛା ଆପଣ ମାନଙ୍କୁ ଏକ୍ସଟ୍ରା 99 ଟଙ୍କା ଦେବାକୁ ପଡିବ । ଆଉ ଏହିଥିରେ ପ୍ଲାନ୍ ହେଉଛି 399 ଟଙ୍କା । 399 ରେ ଆପଣ ମାନଙ୍କୁ 75 GB ଡାଟା ମିଳିଯିବ । ଯେଉଁଥିରେ ଆପଣ ମାନେ ଏକ୍ସଟ୍ରା ତିନି ଜଣ ମୋଟ ଉପରେ ଚାରି ଜଣ ବ୍ୟବହାର କରି ପାରିବେ ଗୋଟିଏ ସିମ୍ କୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ