ଝିଅ ଭାବି, ମା’ଙ୍କ ସହିତ ଛେଡଛାଡ଼ (Flirting) କରିବାରେ ଲାଗିଗଲା କିଶୋର ବୟସର ଯୁବକ , ଆଉ ତାପରେ…

Spread the love

ବିହାର ରାଜ୍ୟର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ଶିଵନା ଜିଲ୍ଲା । ଏହି ଜିଲ୍ଲାର ମୈରବା ଥାନା ଅଂଚଳରେ ଏକ କିଶୋର ବୟସର ଜଣେ ଯୁବକ ଗୋଟେ ଘରେ ପଶି ମହିଳାଙ୍କୁ ତାଙ୍କର ଝିଅ ଭାବି ଛେଡଛାଡ଼ (Flirting) କରିବାରେ ଲାଗିଲା । ଯୁବକର ଛେଡଛାଡ଼ କରିବା ସମୟରେ ମହିଳା ଜଣକ ପାଟି କରିବାରୁ ସେ ଯୁବକ ଘଟଣା ସ୍ଥଳରୁ ପଳେଇବାକୁ ଲାଗିଲା ।  କିନ୍ତୁ ମହିଳାଙ୍କର ସମ୍ପର୍କୀୟ ପରିଜନମାନେ ଆରୋପୀ ଯୁବକକୁ ଧରି ନେଇ ପୋଲିସର ଦେଇ ଦେଲେ ।

ଖବର ଅନୁସାରେ, ଏହି ଜିଲ୍ଲାର ମୈରବା ଥାନା ଅଞ୍ଚଳର ସକରା ନାମକ ବସ୍ତିର ଡାଲିମିଲ ପାଖରେ ଥିବା ଏକ ଘରେ ପଶି ଜଣେ କିଶୋର ବୟସର ଟୋକା ମହିଳାଙ୍କୁ ତାଙ୍କର ଝିଅ ଭାବି ଛେଡଛାଡ଼ କରିବାରେ ଲାଗିଲା । କିନ୍ତୁ ମହିଳା ଜଣକ ଚିତ୍କାର କରିବା କାରଣରୁ ଯୁବକ ଜଣକ ଯଥାଶୀଘ୍ର ସେଠାରୁ ପଳେଇବାକୁ ବାହାରି ଥିଲା । କିନ୍ତୁ ମହିଳାଙ୍କର ସମ୍ପର୍କୀୟ ପରିଜନ ସେହି ଯୁବକ ଧରି ନେଇ ପୋଲିସର ଦେଇ ଥିଲେ ।

ସୂଚନା ମୁତାବକ କୁହା ଯାଉଛି ଯେ, ଧରା ପଡିଥିବା ଯୁବକ ଆର୍ମସ ଆକ୍ଟ (ଶାସ୍ତ୍ର ଅଧିନିୟମ) ମାମଲାରେ ଆଗରୁ ବି ଜେଲ ଯାଇ ସାରିଛି । ଘଟଣାର ସମ୍ବନ୍ଧରେ ପିଡିତା ସୁମିତ୍ରା ଦେବୀ କହିଲେ ଯେ, ଯୁବକ ଜଣକ ବଭନୋଲି ନିବାସୀ ହିମାଂଶୁ କୁମାର ଘରେ ପଶି ଗଲା । ଶୋଇ ଥିବା ସମୟରେ ସେ ମୋତେ ମୋର ଝିଅ ଭାବି ନେଇ ଛେଡଛାଡ଼ ଆରମ୍ଭ କରିବାକୁ ଲାଗିଲା । ଛେଡଛାଡ଼କୁ ମୁଁ ବିରୋଧ କରିବାରୁ ସେ ମାରପିଟା କରିବାକୁ ଲାଗିଲା । ଏହା ପରେ ପାଟି କରିବାରୁ ସେ ପଳେଇବାକୁ ଲାଗିଲା । ଏହା ପରେ ପରିବାରର ସଦସ୍ୟମାନେ ତାକୁ ଧରି ନେଲେ ଆଉ ତାପରେ ତାଙ୍କୁ ପୋଲିସ ର ଜିମା ଦେଇ ଦେଲେ । ଥାନା ଅଧିକାରୀ ସଞ୍ଜୀବ କୁମାର ସିଂହ ନିରାଲା କହିଛନ୍ତି ଯେ, ଗିରଫତାର ଯୁବକକୁ ଛେଡଛାଡ଼ ଆଉ ମାରପିଟ ମାମଲାରେ ଗିରଫ କରାଯାଇଛି । ସେ ଆର୍ମସ ଏକଟ ମାମଲାରେ ପ୍ରଥମେ ବି ଜେଲ ଯାଇ ସାରିଛି ।